Base Word
שֵׁת
Short DefinitionSheth, third son of Adam
Long Definitionthe 3rd son of Adam by Eve
Derivationfrom H7896; put, i.e., substituted
International Phonetic Alphabetʃet̪
IPA modʃet
Syllablešēt
Dictionshate
Diction Modshate
UsageSeth, Sheth
Part of speechn-pr-m

ଆଦି ପୁସ୍ତକ 4:25
ଆଦମ ପୁନର୍ବାର ତା'ର ସ୍ତ୍ରୀ ହବା ସହିତ ସହବାସ କଲା ଏବଂ ପୁଣି ସେ ଅନ୍ୟ ଏକ ପୁତ୍ର ସନ୍ତାନ ପ୍ରସବ କଲା, ଏବଂ ତାକୁ ଶେଥ ବୋଲି ଡ଼ାକିଲା। ହବା କହିଲେ, ପରମେଶ୍ବର ହବେଲର ପ୍ରତି ବଦଳ ରେ ଆଉ ଗୋଟିଏ ପୁତ୍ର ଦଇେଛନ୍ତି, କାରଣ କଯିନ ତାହାଙ୍କୁ ହତ୍ଯା କଲା।

ଆଦି ପୁସ୍ତକ 4:26
ଶେଥର ଏକ ପୁତ୍ର ଥିଲା, ସେ ତା'ର ନାମ ଦଇେଥିଲେ ଈନୋଶ। ଏହି ସମୟରେ ମନୁଷ୍ଯମାନେ ସଦାପ୍ରଭୁଙ୍କର ପ୍ରାର୍ଥନା କରିବାକୁ ଆରମ୍ଭ କଲେ।

ଆଦି ପୁସ୍ତକ 5:3
ଆଦମକୁ 130 ବର୍ଷ ପହଞ୍ଚିବା ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ସେ ଠିକ୍ ଆଦମଙ୍କର ପରି ଦେଖିବାକୁ ଥିଲା। ଆଦମ ତାଙ୍କର ନାମ ଦଇେଥିଲେ ଶେଥ।

ଆଦି ପୁସ୍ତକ 5:4
ଶେଥର ଜନ୍ମ ପରେ ଆଦମ 800 ବର୍ଷ ବଞ୍ଚିଲେ। ସହେି ସମୟରେ ଆଉ ପୁତ୍ର କନ୍ଯାମାନଙ୍କୁ ଜନ୍ମ କଲେ।

ଆଦି ପୁସ୍ତକ 5:6
ଶେଥ 105 ବର୍ଷ ସମୟରେ ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ଈନୋଶ।

ଆଦି ପୁସ୍ତକ 5:7
ଈନୋଶର ଜନ୍ମ ପରେ ଶେଥ 807 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ଶେଥଙ୍କର ଅନ୍ୟପୁତ୍ର ଓ କନ୍ଯାମାନେ ଜନ୍ମ ହେଲ।

ଆଦି ପୁସ୍ତକ 5:8
ଏହାପରେ ଶେଥ ମାଟେ ରେ 912 ବର୍ଷ ବଞ୍ଚିବା ପରେ ମୃତ୍ଯୁବରଣ କଲେ।

ପ୍ରଥମ ବଂଶାବଳୀ 1:1
ଆଦମ, ଶେଥ, ଈନୋଶ,

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்