Base Word
שָׁרַק
Short Definitionproperly, to be shrill, i.e., to whistle or hiss (as a call or in scorn)
Long Definitionto hiss, whistle, pipe
Derivationa primitive root
International Phonetic Alphabetʃɔːˈrɑk’
IPA modʃɑːˈʁɑk
Syllablešāraq
Dictionshaw-RAHK
Diction Modsha-RAHK
Usagehiss
Part of speechv

ପ୍ରଥମ ରାଜାବଳୀ 9:8
ଏହି ମନ୍ଦିର ଧ୍ବଂସ ହବେ। ପ୍ରେତ୍ୟକକ ଲୋକ ଏହା ଦେଖି ଆଶ୍ଚର୍ୟ୍ଯ ହବେେ ଓ କହିବେ, 'ସଦାପ୍ରଭୁ କାହିଁକି ଏହି ଭୂମି ଓ ଏହି ମନ୍ଦିର ପ୍ରତି ଏପରି ଭୟଙ୍କର କାର୍ୟ୍ଯ କଲେ?'

ଆୟୁବ ପୁସ୍ତକ 27:23
ଲୋକେ ତାକୁ ଦେଖି ତାଳି ମାରିବେ। ଯେତବେେଳେ ସେ ନିଜ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବ, ଲୋକେ ହୁଇସିଲ ମାରି ଦେଖୁଥିବେ।

ଯିଶାଇୟ 5:26
ସଦଖ, ପରଲମଶ୍ବର ଦୂରଦଲଶୀଯସଗାଷ୍ଠୀମାନଙ୍କ ପ୍ରତି ସଙ୍କଲତ ଦଲଉଛନ୍ତି।ସସ ତାଙ୍କର ଧ୍ବଜା ଉତ୍ତୋଳନ କରିସସମାନଙ୍କୁ ଡ଼ାକିବାକୁ ସିଟି ବଜାଉଛନ୍ତି। ଦୂରସଦଶରୁ ଶତ୍ରୁ ଆସୁଛନ୍ତି।ସସମାଲନ ଏଲତ ଦ୍ରୁତ ଗତିସର ଆସୁଛନ୍ତିସଯସଦଶମଧିଅଲର ଖୁବ୍ ଶୀଘ୍ର ପ୍ରଲବଶ କରିଲବ।

ଯିଶାଇୟ 7:18
ସସହି ସମୟଲର ସଦାପ୍ରଭୁ ମକ୍ଷିକାକୁ ଆହ୍ବାନସଦଲବ।ସସହି ମକ୍ଷିକା ମିଶରସର ନଦୀ ନିକଟଲର ଅଛି। ବର୍ତ୍ତମାନ ମଧୁମକ୍ଷିକା ଅଶୂରସଦଶସର ଅଛନ୍ତି ଏହି ଶତ୍ରୁଗଣ ତୁମ୍ଭ ରାଜ୍ଯକୁ ଆସିଲବ।

ଯିରିମିୟ 19:8
ଆମ୍ଭେ ଏହି ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା। ଯେତବେେଳେ ଲୋକମାନେ ୟିରୁଶାଲମ ଦଇେ ଯିବେ, ସମାନେେ ଯାହା ଦେଖିବେ ସେଥି ରେ ଆଘାତ ପାଇବେ। ଯେତବେେଳେ ସମାନେେ ଧ୍ବସ୍ତ ନଗରୀକୁ ଦେଖିବେ, ସମାନେେ ଆତଙ୍କିତ ହବେେ ଓ ବୀଭିଷିକା ପ୍ରକାଶ କରିବା ପାଇଁ ହିସ୍ ଶବ୍ଦ କରିବେ।

ଯିରିମିୟ 49:17
ଇଦୋମ ଧ୍ବଂସ ହବେ ଓ ଅନ୍ୟମାନଙ୍କ ନିକଟରେ ବିସ୍ମଯର ପାତ୍ର ହବେ। ତାହା ନିକଟ ଦଇେ ଗମନକାରୀ ବିସ୍ମିତ ହବେେ ଓ ତା'ର ଦୂରାବସ୍ଥା ଦେଖି ଶୀସ୍ ଶବ୍ଦ କରିବେ।

ଯିରିମିୟ 50:13
ସଦାପ୍ରଭୁଙ୍କ କୋପ ଯୋଗୁଁ ତାହା ନିର୍ଜନ ସ୍ଥାନ ହବେେ ଓ ସମ୍ପୂର୍ଣ୍ଣ ଧ୍ବଂସ ସ୍ଥାନ ରେ ପରିଣତ ହବେ। ଯେଉଁ ଲୋକ ବାବିଲ ନିକଟ ଦଇେ ୟିବ, ସେ ବିସ୍ମିତ ହବେ ଓ ତାହାର ଦୁରାବସ୍ଥା ଦେଖି ଶୀସ୍ ଶବ୍ଦ କରିବ।

ଯିରିମିୟଙ୍କ ବିଳାପ 2:15
ପଥିକମାନେ ତୁମ୍ଭର ଦୁରାବସ୍ଥା ରେ ହାତତାଳି ଦିଅନ୍ତି। ସମାନେେ ଗ୍ରୀସ୍ ଶବ୍ଦ କରି ୟିରୁଶାଲମର କନ୍ଯା ପ୍ରତି ମସ୍ତକ ହଲାଇ କହନ୍ତି, ଏ କ'ଣ ସହେି ନଗରୀ ଯାହାକୁ ଲୋକମାନେ 'ସୌନ୍ଦର୍ୟ୍ଯମଯୀ ନଗରୀ' ଓ 'ସମଗ୍ର ପୃଥିବୀର ଆନନ୍ଦ ସ୍ବରୂପ' ବୋଲି କହୁଥିଲେ ?

ଯିରିମିୟଙ୍କ ବିଳାପ 2:16
ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। ସମାନେେ ଗ୍ରୀସ୍ ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, ଆମ୍ଭମାନେେ ତାକୁ ଗ୍ରାସ କରିଅଛୁଁ, ଆମ୍ଭମାନେେ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍ଭମାନେେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।

ଯିହିଜିକଲ 27:36
ଅନ୍ୟ ଗୋଷ୍ଠୀଯ ବଣିକମାନେ ତୁମ୍ଭ ଉଦ୍ଦେଶ୍ଯ ରେ ଶୀଷ୍ ଶବ୍ଦ କରନ୍ତି। ତୁମ୍ଭର ଭାଗ୍ଯ ଲୋକମାନଙ୍କୁ ଭୟଭୀତ କରେ ଏବଂ ତୁମ୍ଭମାନେେ ଆଉ ରହିବ ନାହିଁ।'

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்