Base Word
שָׁקַר
Short Definitionto cheat, i.e., be untrue (usually in words)
Long Definitionto do or deal falsely, be false, trick, cheat
Derivationa primitive root
International Phonetic Alphabetʃɔːˈk’ɑr
IPA modʃɑːˈkɑʁ
Syllablešāqar
Dictionshaw-KAHR
Diction Modsha-KAHR
Usagefail, deal falsely, lie
Part of speechv

ଆଦି ପୁସ୍ତକ 21:23
ତେଣୁ ତୁମ୍ଭେ ମାଠାେ ରେ ପରମେଶ୍ବରଙ୍କ ଆଗ ରେ ପ୍ରତିଜ୍ଞା କର। ତୁମ୍ଭେ ଏହି ପ୍ରତିଜ୍ଞା କର ଯେ ତୁମ୍ଭେ ମାେପ୍ରତି ଓ ମାରେସନ୍ତାନମାନଙ୍କ ପ୍ରତି ବିଶ୍ବାସଘାତ କରିବ ନାହିଁ। ପ୍ରତିଜ୍ଞା କର ତୁମ୍ଭେ ମାେ ପ୍ରତି ଦୟା ଦଖାଇବେ ଏବଂ ମାରେ ଦେଶ ଯେଉଁଠା ରେ ତୁମ୍ଭେ ଏକ ବିଦେଶୀ ପରି ବାସ କରୁଛ। ପ୍ରତିଜ୍ଞା କର ତୁମ୍ଭେ ମାେ ପ୍ରତି ଦୟା କରିବ। ମୁଁ ଯେପରି ତୁମ୍ଭକୁ ଦୟା ଦଖାଇେଛି।

ଲେବୀୟ ପୁସ୍ତକ 19:11
ତୁମ୍ଭମାନେେ ଚୋରି କରିବ ନାହିଁ, ଅନ୍ୟମାନଙ୍କୁ ପ୍ରତାରଣା କରିବ ନାହିଁ କିମ୍ବା ପରସ୍ପର ମିଥ୍ଯା କହିବ ନାହିଁ।

ପ୍ରଥମ ଶାମୁୟେଲ 15:29
ସଦାପ୍ରଭୁ ହେଉଛନ୍ତି ଇଶ୍ରାୟେଲର ପରମେଶ୍ବର। ସଦାପ୍ରଭୁ ସବୁଦିନ ପାଇଁ ଏହିଠା ରେ ବାସ କରିବେ। ସଦାପ୍ରଭୁ ମିଛ କହନ୍ତି ନାହିଁ କି ସେ ତାଙ୍କର ମତ ପରିବର୍ତ୍ତନ କରନ୍ତି ନାହିଁ। ସଦାପ୍ରଭୁ ଜଣେ ବ୍ଯକ୍ତି ନକ୍ସ୍ଟହଁନ୍ତି ଯେ କି ତାଙ୍କର ମତ ବଦଳାଇ ଦବେେ।

ଗୀତସଂହିତା 44:17
ହେ ପରମେଶ୍ବର, ଆମ୍ଭେ ତୁମ୍ଭକୁ ଭୁଲି ୟାଇ ନାହୁଁ। ତଥାପି ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟାଇଛ। ଯେତବେେଳେ ତୁମ୍ଭର ନିଯମକୁ ସ୍ବୀକୃତି ପ୍ରଦାନ କରିଥିଲୁ ତୁମ୍ଭ ସହିତ ଆମ୍ଭମାନେେ ମିଥ୍ଯା କହି ନାହୁଁ।

ଗୀତସଂହିତା 89:33
ମାତ୍ର ସମାନଙ୍କେୁ ଦାଉଦଙ୍କ ପ୍ରମଠାରୁେ ବଞ୍ଚିତ କରିବା ନାହିଁ। ଆମ୍ଭେ ସମାନଙ୍କେ ପ୍ରତି ଚିରଦିନ ବିଶ୍ବସ୍ତ ରହିବା।

ଯିଶାଇୟ 63:8
ସଦାପ୍ରଭୁ କହିଲେ, ନିଶ୍ଚଯ ସମାନେେ ଆମ୍ଭର ଲୋକ, ଯେଉଁମାନେ ଅସତ୍ଯ ବ୍ଯବହାର କରିବେ ନାହିଁ, ସମାନେେ ଆମ୍ଭର ସନ୍ତାନ। ଏଣୁ ସେ ସମାନଙ୍କେର ତ୍ରାଣକର୍ତ୍ତା ହେଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்