Base Word
שָׁקַע
Short Definitionto subside; by implication, to be overflowed, cease; causatively, to abate, subdue
Long Definitionto sink, sink down, subside
Derivation(abbreviated Amos 8:8); a primitive root
International Phonetic Alphabetʃɔːˈk’ɑʕ
IPA modʃɑːˈkɑʕ
Syllablešāqaʿ
Dictionshaw-KA
Diction Modsha-KA
Usagemake deep, let down, drown, quench, sink
Part of speechv

ଗଣନା ପୁସ୍ତକ 11:2
ତେଣୁ ଲୋକମାନେ ମାଶାଙ୍କେ ନିକଟରେ ସାହାର୍ୟ୍ଯ ପାଇଁ କ୍ରନ୍ଦନ କଲେ। ତହୁଁ ମାଶାେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସହେି ଅଗ୍ନି ଥମିଗଲା।

ଆୟୁବ ପୁସ୍ତକ 41:1
ଆୟୁବ ତୁମ୍ଭେ ବନଶୀ କଣ୍ଟା ରେ ଲିବିଯାଥନକୁ ଧରିପାରିବ କି ? ତୁମ୍ଭେ ତା'ର ଜିଭକୁ ରସି ରେ ବାନ୍ଧିପାରିବ କି ?

ଯିରିମିୟ 51:64
ଆଉ ତୁମ୍ଭେ କହିବ, 'ଆମ୍ଭେ ବାବିଲ ଉପ ରେ ଯେଉଁ ଅମଙ୍ଗଳ ଘଟାଇବା, ତାହା ଏହିପରି ଜଳମଗ୍ନ ହବେ। ସେ ପୁନର୍ବାର ଉଠିବ ନାହିଁ। ସେ ବୁଡ଼ିବ, କାରଣ ସେ ଭୟଙ୍କର ତୁଷ୍କର୍ମ କରିଅଛି।' ଯିରିମିୟଙ୍କ ବାର୍ତ୍ତା ଏହିଠା ରେ ସମାପ୍ତ।

ଯିହିଜିକଲ 32:14
ମୁଁ ମିଶରର ଜଳରାଶିକୁ ରଖିବି ଓ ଏହାର ନଦୀଗୁଡ଼ିକ ତଲେ ପରି ଧୀ ରେ ବହିବ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଛନ୍ତି।

ଆମୋଷ 8:8
ସହେି ୟୋଗୁ ସମଗ୍ରଦେଶ ଥରିବ। ସହେି ରାଜ୍ଯ ରେ ବାସ କରୁଥିବା ପ୍ରେତ୍ୟକକ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶର ନୀଳନଦୀ ପରି ସମଗ୍ର ଦେଶଟିର ଉତ୍ଥାନ ପତନ ଘଟିବ। ଆଉ ଦେଶଟି ଆନ୍ଦୋଳିତ ହବେ।

ଆମୋଷ 9:5
ମାରେପ୍ରଭୁ ସଦାପ୍ରଭୁ ସର୍ବଶକ୍ତିମାନ ପୃଥିବୀକୁ ସ୍ପର୍ଶ କରିବେ ଏବଂ ତାହା ତରଳି ୟିବ। ତତ୍ପ ରେ ସଠାେ ରେ ବାସ କରୁଥିବା ସମସ୍ତ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶରର ନୀଳନଦୀ ପରି ସହେି ଭୂମିର ଉତ୍ଥାନ ପତନ ଘଟିବ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்