Base Word
שְׁפֵלָה
Short DefinitionLowland, i.e., (with the article) the maritime slope of Palestine
Long Definitionlowland, valley
Derivationfrom H8213
International Phonetic Alphabetʃɛ̆.peˈlɔː
IPA modʃɛ̆.feˈlɑː
Syllablešĕpēlâ
Dictionsheh-pay-LAW
Diction Modsheh-fay-LA
Usagelow country, (low) plain, vale(-ley)
Part of speechn-f

ଦିତୀୟ ବିବରଣ 1:7
ଇମାରେୀୟମାନଙ୍କ ପର୍ବତ ଦେଶକକ୍ସ୍ଟ ୟାଅ। ତୁମ୍ଭେ ସହେି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡିକୁ ୟାଅ, ପର୍ବତମଯ ଦେଶ, ୟର୍ଦ୍ଦନର ଉପତ୍ୟକାକକ୍ସ୍ଟ ତଳଭୂମି, ମରକ୍ସ୍ଟଭୂମି ଏବଂ ସମକ୍ସ୍ଟଦ୍ର ଉପକୂଳ ସମତେ କିଣାନୀଯମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦଇେ ଫରାତ ନଦୀ ପର୍ୟ୍ଯନ୍ତ ୟାଅ।

ଯିହୋଶୂୟ 9:1
ୟର୍ଦ୍ଦନ ପଶ୍ଚିମ ପାରିସ୍ଥ ସମକ୍ସ୍ଟଦାଯ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ଯ ସାଗରର ଉପକୂଳ ବର୍ତ୍ତୀ ଲବୋନନର ଦୂର ଅଞ୍ଚଳ ରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀଯ, ଇ ମାରେୀଯ, କିଣାନୀଯ, ପରିଷୀଯ, ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ରାଜଗଣ ବିଷଯ ରେ ଏହି କଥା ଶୁଣିଲେ।

ଯିହୋଶୂୟ 10:40
ଏହିପରି ଯିହାଶୂେୟ ସମସ୍ତ ପାର୍ବତମଯ ଦେଶ ନଗେଭେ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀଯ ରାଜାଙ୍କକ୍ସ୍ଟ ମଧ୍ଯ ହତ୍ଯା କଲେ। ସେ କାହାରିକକ୍ସ୍ଟ ସଠାେରେ ଜିବିତ ଛାଡିଲେ ନାହିଁ। କାରଣ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ।

ଯିହୋଶୂୟ 11:2
ଏବଂ ପକ୍ସ୍ଟଣି ଉତ୍ତର ପାର୍ବତୀଯ ଦେଶର ରାଜାଗଣଙ୍କକ୍ସ୍ଟ ଆରବଙ୍କକ୍ସ୍ଟ, ଗାଲିଲି ହ୍ରଦର ଦକ୍ଷିଣକକ୍ସ୍ଟ, ପଶ୍ଚିମସ୍ଥ ପାର୍ବତୀଯ ମାଳଭୂମିକକ୍ସ୍ଟ ଓ ପଶ୍ଚିମ ରେ ଦଫୋନ ଦୋରଙ୍କକ୍ସ୍ଟ।

ଯିହୋଶୂୟ 11:16
ଏହିପରି ଯିହାଶୂେୟ ସହେିସବୁ ପ୍ରବେଶ ଓ ସଠାେରେ ପର୍ବତମଯ ଦେଶ ଓ ସମସ୍ତ ନଗଭେ ଓ ଗୋଶନର ସମସ୍ତ ପ୍ରଦେଶ ଓ ପଶ୍ଚିମସ୍ଥ ତଳଭୂମି ଓ ଇଶ୍ରାୟେଲର ପର୍ବତମଯ ଦେଶ ଓ ତହିଁର ତଳ ଭୂମିକକ୍ସ୍ଟ ନିଜ ଅଧିନକକ୍ସ୍ଟ ଆଣିଲେ।

ଯିହୋଶୂୟ 11:16
ଏହିପରି ଯିହାଶୂେୟ ସହେିସବୁ ପ୍ରବେଶ ଓ ସଠାେରେ ପର୍ବତମଯ ଦେଶ ଓ ସମସ୍ତ ନଗଭେ ଓ ଗୋଶନର ସମସ୍ତ ପ୍ରଦେଶ ଓ ପଶ୍ଚିମସ୍ଥ ତଳଭୂମି ଓ ଇଶ୍ରାୟେଲର ପର୍ବତମଯ ଦେଶ ଓ ତହିଁର ତଳ ଭୂମିକକ୍ସ୍ଟ ନିଜ ଅଧିନକକ୍ସ୍ଟ ଆଣିଲେ।

ଯିହୋଶୂୟ 12:8
ପର୍ବତମଯ ଦେଶ, ତଳଭୂମି, ୟର୍ଦ୍ଦନର ଉପତ୍ୟକା, ପୂର୍ବର ପର୍ବତଗକ୍ସ୍ଟଡିକ, ନଗଭେ ଓ ମରକ୍ସ୍ଟଭୂମି ହୀତ୍ତୀଯ ଇ ମାରେୀଯ, କିଣାନୀଯ, ପରିଷୀଯ, ଓ ହିଦ୍ଦୀଯମାନେ ସଠାେରେ ବାସ କଲେ। ସହେିସବୁ ରାଜାମାନଙ୍କର ତାଲିକା ନିମ୍ନ ରେ ଦିଆଗଲା:

ଯିହୋଶୂୟ 15:33
ୟିହକ୍ସ୍ଟଦାର ବଂଶ ପଶ୍ଚିମ ପର୍ବତ ପାଶର୍‌ବସ୍ଥ ତଳଭୂମି ନଗରଗକ୍ସ୍ଟଡିକ ଅଧିକାରକକ୍ସ୍ଟ ନେଲେ। ସଗେକ୍ସ୍ଟଡିକ ହେଲା, ଇଷ୍ଟାଯୋଲ, ସରିଯ ଓ ଅସ୍ନା,

ବିଚାରକର୍ତାମାନଙ୍କ ବିବରଣ 1:9
ଏହାପରେ ୟିହକ୍ସ୍ଟଦାର ଲୋକମାନେ କିଣାନୀଯ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ, ଯେଉଁମାନେ ପର୍ବତମଯ ଦେଶ ରେ ନଗେଭେି ରେ ଏବଂ ପାଶ୍ଚାତ୍ ମାଳଭୂମିରେ ବସବାସ କରୁଥିଲେ।

ପ୍ରଥମ ରାଜାବଳୀ 10:27
ରାଜା ଇଶ୍ରାୟେଲକୁ ଅତ୍ଯନ୍ତ ଧନଶାଳୀ କରି ଗଢିଲେ। ୟିରୁଶାଲମ ନଗର ରେ ରୂପା ସାଧାରଣତ ପଥର, ଇଟା ସଦୃଶ ହେଲା। ପ୍ରାଚୁର୍ୟ୍ଯ ହତେୁ ଏରସ କାଠକୁ ନିମ୍ନ ଭୂମିସ୍ଥ ତିମ୍ବିରି ବୃକ୍ଷ ତୁଲ୍ଯ କଲେ।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்