Base Word
שָׁפָט
Short DefinitionShaphat, the name of four Israelites
Long Definitionson of Hori and the prince of Simeon chosen to spy out the promised land
Derivationfrom H8199; judge
International Phonetic Alphabetʃɔːˈpɔːt̪’
IPA modʃɑːˈfɑːt
Syllablešāpāṭ
Dictionshaw-PAWT
Diction Modsha-FAHT
UsageShaphat
Part of speechn-pr-m

ଗଣନା ପୁସ୍ତକ 13:5
ଶିମିୟୋନ ଗୋଷ୍ଠୀବର୍ଗ ମଧ୍ଯରୁ ହୋରିର ପୁତ୍ର ଶାଫଟ।

ପ୍ରଥମ ରାଜାବଳୀ 19:16
ଆଉ ନିମ୍ଶିର ପୁତ୍ର ଯହେୂକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କର। ଆଉ ଆବଲହେୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନ ରେ ଭବିଷ୍ଯଦ୍ବକ୍ତା ରୂପେ ଅଭିଷକେ କର।

ପ୍ରଥମ ରାଜାବଳୀ 19:19
ସଠାରୁେ ଏଲିଯ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖାଜେିବାକୁ ଗଲେ। ଇଲିଶାଯ ବାରହଳ ବଳଦ ଆଗ ରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ବାଦଶ ହଳ ରେ ଥିଲେ। ଏଲିଯ ତାଙ୍କ ନିକଟକୁ ଗଲେ ଓ ଆପଣା କୋଟ୍କୁ ତା' ଉପରେ ପକାଇଲେ।

ଦିତୀୟ ରାଜାବଳୀ 3:11
ମାତ୍ର ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କର ଏପରି କହେି ଭବିଷ୍ଯଦ୍ବକ୍ତା କ'ଣ ଏଠା ରେ ନାହାଁନ୍ତି ଯାହାଙ୍କୁ ଦଇେ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?

ଦିତୀୟ ରାଜାବଳୀ 6:31
ରାଜା କହିଲେ, ଯଦି ଇଲୀଶାୟର ମସ୍ତକ ତାହା ଦହେ ରେ ରହେ, ଆଜି ଦିନଠାରୁ ଶଷେ ୟାଏ ସଦାପ୍ରଭୁ ମାେତେ ଦଣ୍ତ ଦଇେ ପାରନ୍ତି।

ପ୍ରଥମ ବଂଶାବଳୀ 3:22
ଶଖନିଯରଙ୍କର ବଂଶଧରମାନଙ୍କର ତାଲିକା ଏହି :ଶମଯିଯ। ଶମଯିଯଙ୍କର ଛଅ ପୁତ୍ର ଥିଲେ : ହଟୂଶ୍, ୟିଗାଲ, ବାରୀହ, ନିଯରିଯ, ଶମାେଯିହ ଓ ଶାଫଟ୍।

ପ୍ରଥମ ବଂଶାବଳୀ 5:12
ଯାୟେଲ ବାଶନର ପ୍ରଥମ ନେତା ଥିଲେ। ଶାଫମ୍ ଦ୍ବିତୀୟ ନେତା ଥିଲେ। ଏହାପରେ ୟାନଯ ନେତା ହେଲେ।

ପ୍ରଥମ ବଂଶାବଳୀ 27:29
ଶାରୋଣୀଯ ସିଟ୍ରଯ ଶାରୋଣର ଚତୁର୍ଦ୍ଦିଗସ୍ଥ ପଶୁପଲର ଦାଯିତ୍ବ ରେ ଥିଲେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்