Base Word
שָׁנַן
Short Definitionto point (transitive or intransitive); intensively, to pierce; figuratively, to inculcate
Long Definitionto sharpen, whet
Derivationa primitive root
International Phonetic Alphabetʃɔːˈn̪ɑn̪
IPA modʃɑːˈnɑn
Syllablešānan
Dictionshaw-NAHN
Diction Modsha-NAHN
Usageprick, sharp(-en), teach diligently, whet
Part of speechv

ଦିତୀୟ ବିବରଣ 6:7
ଆଉ ତୁମ୍ଭେ ଆପଣା ସନ୍ତାନଗଣକକ୍ସ୍ଟ ଯତ୍ନପୂର୍ବକ ଏହିସବୁ ଶିକ୍ଷା ଦବେ। ତୁମ୍ଭେ ଆପଣା ଗୃହ ରେ ବସିବା ବେଳେ, ପଥରେ ଚାଲିବା ବେଳେ, ତୁମ୍ଭେ ଶଯନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସମାନଙ୍କେର ସଙ୍ଗେ ସେ ବିଷଯ ରେ କଥାବାର୍ତ୍ତା କରିବ।

ଦିତୀୟ ବିବରଣ 32:41
ଆମ୍ଭେ ଆପଣା ବଜ୍ରତକ୍ସ୍ଟଲ୍ଯ ଖଡ୍ଗ ରେ ଶାଣ ଦେଲେ, ବିଗ୍ଭର ସାଧନ କରିବା ପାଇଁ ହସ୍ତକ୍ଷପେ କଲେ, ଆମ୍ଭେ ଆପଣା ବିପକ୍ଷଗଣ ବିରକ୍ସ୍ଟଦ୍ଧ ରେ ପରିଶାଧେ ନବୋ। ଯେଉଁମାନେ ଆମ୍ଭକକ୍ସ୍ଟ ଘୃଣା କରନ୍ତି ସମାନଙ୍କେର ଦୋଷ ଅନକ୍ସ୍ଟୟାଯୀ ଦଣ୍ତ ଦବୋ।

ଗୀତସଂହିତା 45:5
ତୁମ୍ଭର ଶକ୍ତିଶାଳୀ ମୁନିଆ ତୀର ଶତ୍ରୁର ବକ୍ଷସ୍ଥଳ ଭଦେ କରିବାକୁ ସମର୍ଥ ଲୋକମାନେ ତୁମ୍ଭ ସମ୍ମୁଖରେ ଧୂଳିରେ ଲୋଟି ଯିବେ।

ଗୀତସଂହିତା 64:3
ସମାନେେ ସମାନଙ୍କେର ଜିହ୍ବାକୁ କ୍ଷୁରପରି ଶାଣିତ କରନ୍ତି, ସମାନେେ ସମାନଙ୍କେର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ଯ ନିକ୍ଷପେ କରନ୍ତି।

ଗୀତସଂହିତା 73:21
ମୁଁ ନିର୍ବୋଧ ଥିଲି, ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷଯରେ ଚିନ୍ତା କରି ବ୍ଯାକୁଳିତ ହଲିେ।

ଗୀତସଂହିତା 120:4
ତୁମ୍ଭକୁ ଦଣ୍ଡ ଦବୋ ପାଇଁ ସୈନିକର ତୀକ୍ଷ୍ମ ଶର ଓ ଗରମ କୋଇଲା ପରମେଶ୍ବର ଆଣିବେ।

ଗୀତସଂହିତା 140:3
ସମାନଙ୍କେର ଜିହ୍ବା ବିଷଧର ସର୍ପପରି, ୟପରେି ସମାନଙ୍କେର ଜିହ୍ବାତଳେ ନାଗର ଗରଳ ରହିଛି।

ହିତୋପଦେଶ 25:18
ଜଣେ ୟିଏ ତା'ର ପଡ଼ୋଶୀ ବିପକ୍ଷ ରେ ମିଥ୍ଯା ସାକ୍ଷ୍ଯ ଦିଏ, ସେ ଗଦା, ଖଡ୍ଗ ଓ ତୀକ୍ଷ୍ଣ ବାଣ ସ୍ବରୂପ ଭୟଙ୍କର ଅଟେ।

ଯିଶାଇୟ 5:28
ସସହି ଶତ୍ରୁମାନଙ୍କର ଶରଗୁଡ଼ିକ ଅତି ତୀକ୍ଷ୍ଣ ଏବଂ ଧାରୁଆ ଓସସମାନଙ୍କର ଧନୁଗୁଡ଼ିକ ଗୁଣୟୁକ୍ତ।ସସମାନଙ୍କର ଅସ୍ତ୍ରଗୁଡ଼ିକର ଖୁରା ଚକମକି ପଥର ପରି ଶକ୍ତ ଓସସମାନଙ୍କର ରଥ ଚକର ଧୂଳିରୁ ବାଦଲ ଆକାଶସର ସୃଷ୍ଟି ହୁଏ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்