Base Word
אַשְׁכְּנַז
Short DefinitionAshkenaz, a Japhethite, also his descendants
Long Definitiona descendant of Japheth
Derivationof foreign origin
International Phonetic Alphabetʔɑʃ.kɛ̆ˈn̪ɑd͡z
IPA modʔɑʃ.kɛ̆ˈnɑz
Syllableʾaškĕnaz
Dictionash-keh-NAHDZ
Diction Modash-keh-NAHZ
UsageAshkenaz
Part of speechn-pr-m

ଆଦି ପୁସ୍ତକ 10:3
ଅସ୍ମିନସ୍, ରୀଫତ୍ ଓ ତୋଗର୍ମ ଏମାନେ ଥିଲେ ଗୋମର ସନ୍ତାନ।

ପ୍ରଥମ ବଂଶାବଳୀ 1:6
ଗୋମରଙ୍କର ପୁତ୍ରମାନେ ଥିଲେ : ଅସ୍ମିନସ୍, ଦୀଫତ୍ ଓ ତୋଗର୍ମ।

ଯିରିମିୟ 51:27
ତୁମ୍ଭମାନେେ ଦେଶ ରେ ଧ୍ବଜା ସ୍ଥାପନ କର, ଗୋଷ୍ଠୀଯମାନଙ୍କ ମଧିଅରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧ ରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍ମିନସ୍ ରାଜ୍ଯକୁ ତାହାର ବିରୁଦ୍ଧ ରେ ଏକତ୍ର ଡ଼ାକ। ତାହାର ବିରୁଦ୍ଧ ରେ ସନୋପତିମାନଙ୍କୁ ନିୟୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ଯା ରେ ଅଶ୍ବଗଣ ପଠାଅ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்