Base Word
שָׁלַךְ
Short Definitionto throw out, down or away (literally or figuratively)
Long Definitionto throw, cast, hurl, fling
Derivationa primitive root
International Phonetic Alphabetʃɔːˈlɑk
IPA modʃɑːˈlɑχ
Syllablešālak
Dictionshaw-LAHK
Diction Modsha-LAHK
Usageadventure, cast (away, down, forth, off, out), hurl, pluck, throw
Part of speechv

ଆଦି ପୁସ୍ତକ 21:15
ଯେତବେେଳେ ସମସ୍ତ ପାଣି ଶଷେ ହାଇଗେଲା ହାଗାର ତା'ର ପୁତ୍ରକୁ ଏକ ବୁଦା ତଳେ ରଖିଲା।

ଆଦି ପୁସ୍ତକ 37:20
ଆସ ତାକୁ ହତ୍ଯାକରିବା ଏବଂ ଶୁଷ୍କ କୂଅ ରେ ପକାଇ ଦବୋ। ଆମ୍ଭେ ଆମ୍ଭର ପିତାଙ୍କୁ କହିବା ଯେ ତାକୁ ଏକ ହିଂସ୍ର ଜନ୍ତୁ ଖାଇ ଗଲା। ତା'ପରେ ଦେଖିବା ତା'ର ସ୍ବପ୍ନର କ'ଣ ହବେ।

ଆଦି ପୁସ୍ତକ 37:22
କୌଣସି ରକ୍ତପାତ କର ନାହିଁ! ତାକୁ ଏକ ଜଙ୍ଗଲର ଶୁଷ୍କ କୂଅ ରେ ଫିଙ୍ଗି ଦିଅ, କିନ୍ତୁ, ତୁମ୍ଭମାନେେ ନିଜେ ତାକୁ ଆଘାତ କରନାହିଁ। କାରଣ ତାକୁ ନମାରି ପିତାଙ୍କ ନିକଟକୁ ପଠାଇ ଦବୋ ପାଇଁ ରୂବନରେ ଏହି ଯୋଜନା ଥିଲା।

ଆଦି ପୁସ୍ତକ 37:24
ଏହାପରେ ତାକୁ ଏକ ଶୁଖିଲା କୂଅ ମଧିଅରେ ପକାଇ ଦେଲେ।

ଯାତ୍ରା ପୁସ୍ତକ 1:22
ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, ଇଶ୍ରାୟେଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀ ରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ଯା ସନ୍ତାନଗଣଙ୍କୁ ଜିବୀତ ରଖିପାର।

ଯାତ୍ରା ପୁସ୍ତକ 4:3
ଏହାପରେ ପରମେଶ୍ବର କହିଲେ, ତୁମ୍ଭର ଆଶାବାଡ଼ିକୁ ଭୂମିରେ ଫିଙ୍ଗି ଦିଅ।

ଯାତ୍ରା ପୁସ୍ତକ 4:3
ଏହାପରେ ପରମେଶ୍ବର କହିଲେ, ତୁମ୍ଭର ଆଶାବାଡ଼ିକୁ ଭୂମିରେ ଫିଙ୍ଗି ଦିଅ।

ଯାତ୍ରା ପୁସ୍ତକ 7:9
ଫାରୋ କହିବ ତୁମ୍ଭମାନଙ୍କର ପ୍ରମାଣ କିଛି ଦଖାେଅ। ସେ ତୁମ୍ଭମାନଙ୍କୁ ଅଦ୍ଭୁତ କର୍ମ ଦଖାଇବୋକୁ କହିବ। ହାରୋଣକୁ କୁହ ତା'ର ଆଶାବାଡ଼ି ଭୂମିରେ ପକାଇବ। ଏହି ଆଶାବାଡ଼ିଟି ଫାରୋଙ୍କ ସମ୍ମୁଖ ରେ ସର୍ପରେ ପରିଣତ ହବେ।

ଯାତ୍ରା ପୁସ୍ତକ 7:10
ତେଣୁ ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ ଏବଂ ସଦାପ୍ରଭୁଙ୍କ କହିବା ମୁତାବକ କର୍ୟ୍ଯମାନ କଲେ। ହାରୋଣ ତାଙ୍କର ଆଶାବାଡିଟିକୁ ଭୂମିରେ ପକାଇଲେ। ଯେତବେେଳେ ଫାରୋ ଏବଂ ତାଙ୍କର କର୍ମକର୍ତ୍ତାଗଣ ଚାହିଁଥିଲେ ସମାନଙ୍କେ ସମ୍ମୁଖ ରେ ଆଶାବାଡ଼ିଟି ସର୍ପରେ ପରିଣତ ହାଇଗେଲା।

ଯାତ୍ରା ପୁସ୍ତକ 7:12
ସମାନେେ ତାଙ୍କର ଆଶାବାଡିକୁ ଭୂମିରେ ଫିଙ୍ଗ ଦେଲେ ଏବଂ ତାଙ୍କର ଆଶାବାଡି ସର୍ପରେ ପରିଣତ ହାଇଗେଲା। କିନ୍ତୁ ହାରୋଣଙ୍କର ଆଶାବାଡି ତାଙ୍କର ସମସ୍ତଙ୍କୁ ଖାଇଗଲା।

Occurences : 125

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்