Base Word
שָׁלִישׁ
Short Definitiona triple, i.e., (as an indefinite, great quantity) a three-fold measure (perhaps a treble ephah)
Long Definitionthird part
Derivationor שָׁלוֹשׁ; (1 Chronicles 11:11; 1 Chronicles 12:18), or שָׁלֹשׁ; (2 Samuel 23:13), from H7969
International Phonetic Alphabetʃɔːˈlɪi̯ʃ
IPA modʃɑːˈliːʃ
Syllablešālîš
Dictionshaw-LEESH
Diction Modsha-LEESH
Usagecaptain, instrument of musick, (great) lord, (great) measure, prince, three (from the margin)
Part of speechn-m
Base Word
שָׁלִישׁ
Short Definitiona triple, i.e., (as a musical instrument) a triangle (or perhaps rather three-stringed lute)
Long Definitionthird part
Derivationor שָׁלוֹשׁ; (1 Chronicles 11:11; 1 Chronicles 12:18), or שָׁלֹשׁ; (2 Samuel 23:13), from H7969
International Phonetic Alphabetʃɔːˈlɪi̯ʃ
IPA modʃɑːˈliːʃ
Syllablešālîš
Dictionshaw-LEESH
Diction Modsha-LEESH
Usagecaptain, instrument of musick, (great) lord, (great) measure, prince, three (from the margin)
Part of speechn-m
Base Word
שָׁלִישׁ
Short Definitiona triple, i.e., (as an officer) a general of the third rank (upward, i.e., the highest)
Long Definitionthird part
Derivationor שָׁלוֹשׁ; (1 Chronicles 11:11; 1 Chronicles 12:18), or שָׁלֹשׁ; (2 Samuel 23:13), from H7969
International Phonetic Alphabetʃɔːˈlɪi̯ʃ
IPA modʃɑːˈliːʃ
Syllablešālîš
Dictionshaw-LEESH
Diction Modsha-LEESH
Usagecaptain, instrument of musick, (great) lord, (great) measure, prince, three (from the margin)
Part of speechn-m

ଯାତ୍ରା ପୁସ୍ତକ 14:7
ଫାରୋ ମିଶରର ଅନ୍ଯାନ୍ଯ ସୈନ୍ଯ ଓ ରଥ ସହିତ 600 ଜଣ ନିପୁଣ ସୈନ୍ଯ ଏବଂ ସମାନଙ୍କେର ରଥଗୁଡ଼ିକ ନେଲେ ଏବଂ ପ୍ରେତ୍ୟକକ ରଥରେ ଜଣେ ଅଧିକାରୀ ରହିଲେ।

ଯାତ୍ରା ପୁସ୍ତକ 15:4
ସେ ଫାରୋଙ୍କର ରଥ ଏବଂ ସନ୍େଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗର ରେ ନିମଗ୍ନ ହାଇେ ଅଛନ୍ତି।

ପ୍ରଥମ ଶାମୁୟେଲ 18:6
ଏପରି ହେଲା ଯେ, ଯେତବେେଳେ ଦାଉଦ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ ଓ ଫରେିଲେ। ଇଶ୍ରାୟେଲର ସମସ୍ତ ନଗରର ସ୍ତ୍ରୀ ଲୋକମାନେ ରାଜା ଶାଉଲଙ୍କକ୍ସ୍ଟ ସାକ୍ଷାତ କରିବାକୁ ବାହାରି ଆସିଲେ ଏବଂ ତକ୍ସ୍ଟମ୍ଭକ୍ସ୍ଟ୍ବରା ବଜାଇ ଆନନ୍ଦ ରେ ନାଚିଲେ ଓ ଗାଇଲେ।

ଦିତୀୟ ଶାମୁୟେଲ 23:8
ଦାଉଦ କହିଲେ ଏଗକ୍ସ୍ଟଡିକ ସହେି ସାହସୀ ବ୍ଯକ୍ତିମାନଙ୍କର ତାଲିକା, ଯେଉଁମାନେ ଦାଉଦଙ୍କର ଥିଲେ। ତଖମାନେୀୟ ଯୋେଶବ୍ ବେଶବତ୍ ବିେଶଷତଃ ଦଳର ମକ୍ସ୍ଟଖ୍ଯ ଥିଲେ। ସେ ଏକ କାଳିନ 800 ଲୋକକୁ ବର୍ଚ୍ଛା ରେ ବଧ କରିଥିଲା।

ପ୍ରଥମ ରାଜାବଳୀ 9:22
ମାତ୍ର ଇଶ୍ରାୟେଲ ସନ୍ତାନଗଣଙ୍କ ମଧ୍ଯରୁ ଶଲୋମନ କାହାରିକୁ ଦାସ କଲେ ନାହିଁ। ସମାନେେ ଯୋଦ୍ଧା, ରାଜଭୃତ୍ଯ, ଅଧିପତି ସନୋପତି, ରଥା ରୋହୀ ଓ ଅଶ୍ବାରୋହୀମାନଙ୍କ ଅଧ୍ଯକ୍ଷ ଥିଲେ।

ଦିତୀୟ ରାଜାବଳୀ 7:2
ସନୋପତି ୟିଏ ରାଜା ଙ୍କର ନିକଟର ଥିଲେ ପରମେଶ୍ବର ଲୋକଙ୍କୁ ଉତ୍ତର ଦେଲେ। ଦେଖ, ଯବେେ ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି ତବେେ ମଧ୍ଯ ସମ୍ଭବ ହାଇେ ପାରିବ ନାହିଁ?

ଦିତୀୟ ରାଜାବଳୀ 7:17
ରାଜା ତାଙ୍କ ଅତି ନିକଟ ସନୋପତିଙ୍କୁ ନଗରଦ୍ବାର ରକ୍ଷା କରିବାକୁ ନିୟୁକ୍ତି କଲେ। ମାତ୍ର ଲୋକମାନେ ଖାଦ୍ୟ ଆଣିବାକୁ ଗଲା ବେଳେ ସମାନେେ ସନୋପତିକଙ୍କ ଲୋକକୁ ଦଳି ଦେଲେ ତହିଁରେ ସେ ମରିଗଲା। ରାଜା ଯେତବେେଳେ ଇଲୀଶାୟ ଗୃହକୁ ୟାଇଥିଲେ ଇଲୀଶାୟ ଯାହା କହିଥିଲେ ତାହାହିଁ ସବୁ ଘଟିଲା।

ଦିତୀୟ ରାଜାବଳୀ 7:19
ମାତ୍ର ସହେି ସନୋପତି ପରମେଶ୍ବରଙ୍କ ଲୋକକୁ ଉତ୍ତର କରି କହିଥିଲା, ଦେଖ, ଯଦି ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି, ଏପରି ଘଟିବ ନାହିଁ? ସେତବେେଳେ ଇଲୀଶାୟ ସନୋପତିକୁ ଉତ୍ତର ଦେଲେ, ତୁମ୍ଭେ ନିଜେ ସ୍ବଚକ୍ଷୁ ରେ ଏହା ଦେଖିବ, ମାତ୍ର ତୁମ୍ଭେ ସେଥିରୁ ଭୋଜନ କରିବ ନାହିଁ।

ଦିତୀୟ ରାଜାବଳୀ 9:25
ଯହେୂ ତାଙ୍କର ସାରଥି ବିଦ୍କରକୁ କହିଲେ, ତାକୁ ଉଠାଇ ନଇେ ୟିଷ୍ରିଯଲେୀଯ ନାବୋତ କ୍ଷେତ୍ର ଭୂମିରେ ପକାଇ ଦିଅ। କାରଣ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ ଗମନ କରିବା ବେଳେ, ସଦାପ୍ରଭୁ କି ପ୍ରକା ରେ ମୁଁ ଓ ତୁମ୍ଭେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ତାହା ସ୍ମରଣ କର।

ଦିତୀୟ ରାଜାବଳୀ 10:25
ଯହେୂ ନବୈେଦ୍ଯ ହାମବେଳି ଉତ୍ସର୍ଗ କରିବାର ସମାପ୍ତି ପରେ ସେ ପ୍ରହରୀ ଓ ସନୋପତିମାନଙ୍କୁ କହିଲେ, ଭିତରକୁ ୟାଅ ଓ ସମସ୍ତ ବାଲ୍ ପୂଜାରୀଙ୍କୁ ହତ୍ଯା କର। କାହାରିକୁ ମନ୍ଦିର ବାହାରକୁ ଆସିବାକୁ ଦିଅ ନାହିଁ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்