Base Word | |
שָׁלַח | |
Short Definition | to send away, for, or out (in a great variety of applications) |
Long Definition | to send, send away, let go, stretch out |
Derivation | a primitive root |
International Phonetic Alphabet | ʃɔːˈlɑħ |
IPA mod | ʃɑːˈlɑχ |
Syllable | šālaḥ |
Diction | shaw-LA |
Diction Mod | sha-LAHK |
Usage | × any wise, appoint, bring (on the way), cast (away, out), conduct, × earnestly, forsake, give (up), grow long, lay, leave, let depart (down, go, loose), push away, put (away, forth, in, out), reach forth, send (away, forth, out), set, shoot (forth, out), sow, spread, stretch forth (out) |
Part of speech | v |
ଆଦି ପୁସ୍ତକ 3:22
ସଦାପ୍ରଭୁ ପରମେଶ୍ବର କହିଲେ, ଦେଖ ମନୁଷ୍ଯ ଭଲ ଓ ମନ୍ଦର ବୋଧପ୍ରାପ୍ତ ହାଇେ ଆମ୍ଭମାନଙ୍କ ପରି ଜଣେ ହାଇେଅଛି। ଆଉ ଏବେ ସେ ଯେପରି ହାତବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ଯ ଖାଇବା ଉଚ଼ିତ୍ ନୁହଁ। ଯଦି ସେ ଏହା ଖାଇଥାନ୍ତା, ସେ ଅମର ହାଇେଥାନ୍ତା।
ଆଦି ପୁସ୍ତକ 3:23
ତେଣୁ ସଦାପ୍ରଭୁ ପରମେଶ୍ବର, ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରି ଦେଲେ। ଓ ସେ ଯେଉଁ ମୃତ୍ତିକାରୁ ସୃଷ୍ଟି ହାଇେଥିଲେ, ତହିଁରେ କୃଷି କର୍ମ କରିବାକୁ ନିୟୁକ୍ତ କଲେ।
ଆଦି ପୁସ୍ତକ 8:7
ତା'ପରେ ନୋହ ଏକ କାଉକୁ ଆକାଶ ଉପରେ ଉଡ଼ାଇ ଦେଲେ। ସହେି କାଉଟି ପାଣି ଛାଡ଼ି ଭୂମି ଶୁଖିବା ପର୍ୟ୍ଯନ୍ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଲା।
ଆଦି ପୁସ୍ତକ 8:8
ପୁନଶ୍ଚ ନୋହ ଏକ କପୋତକୁ ଛାଡ଼ିଲେ, ଜାଣିବା ପାଇଁ ସବୁ ଜଳ ପୃଥିବୀରୁ ଶୁଖି ଗଲାଣି କି ନାହିଁ।
ଆଦି ପୁସ୍ତକ 8:9
ସହେି କପୋତଟି କୌଣସିଠା ରେ ବିଶ୍ରାମ ନବୋକୁ ସ୍ଥାନ ନପାଇ ଫରେିଆସିଲା। କାରଣ ସେ ପର୍ୟ୍ଯନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ଯକୁ ନେଲେ।
ଆଦି ପୁସ୍ତକ 8:10
ସାତଦିନ ପରେ, ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ।
ଆଦି ପୁସ୍ତକ 8:12
ସାତଦିନ ଗଲାପରେ ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। କିନ୍ତୁ କପୋତ ଆଉ ଫରେିଲା ନାହିଁ।
ଆଦି ପୁସ୍ତକ 12:20
ଫାରୋ ତାଙ୍କର ଲୋକମାନଙ୍କୁ ମିଶରରୁ ତଡ଼ି ଦବୋ ପାଇଁ ଅବ୍ରାମଙ୍କୁ ନିର୍ଦ୍ଦେଶ ଦେଲେ। ତେଣୁ ଅବ୍ରାମ ଓ ତାଙ୍କର ସ୍ତ୍ରୀ ଏବଂ ସମସ୍ତ ଦ୍ରବ୍ଯ ଧରି ସହେି ସ୍ଥାନ ପରିତ୍ଯାଗ କଲେ।
ଆଦି ପୁସ୍ତକ 18:16
ଏହାପରେ ସହେି ତିନିଜଣ ୟିବା ପାଇଁ ଉଠିଲେ, ସମାନେେ ସଦୋମ ଆଡ଼େ ମୁହାଁଇଲେ। ଏବଂ ସମାନେେ ସହେି ବାଟେ ୟିବାକୁ ଆରମ୍ଭ କଲେ। ଅବ୍ରହାମ ତାଙ୍କୁ ବାଟଇେ ଦେଲେ।
ଆଦି ପୁସ୍ତକ 19:10
ମାତ୍ର ସହେି ଦୁଇଜଣ ଲୋକ ହାତ ବଢ଼ାଇ ଲୋଟକୁ ଭିତରକୁ ନଇେ କବାଟ ବନ୍ଦ କରି ଦେଲେ।
Occurences : 847
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்