Base Word | |
שְׁלוֹשִׁים | |
Short Definition | thirty; or (ordinal) thirtieth |
Long Definition | thirty, thirtieth |
Derivation | or שְׁלֹשִׁים; multiple of H7969 |
International Phonetic Alphabet | ʃɛ̆.loˈʃɪi̯m |
IPA mod | ʃɛ̆.lo̞wˈʃiːm |
Syllable | šĕlôšîm |
Diction | sheh-loh-SHEEM |
Diction Mod | sheh-loh-SHEEM |
Usage | thirty, thirtieth |
Part of speech | n-m |
ଆଦି ପୁସ୍ତକ 5:3
ଆଦମକୁ 130 ବର୍ଷ ପହଞ୍ଚିବା ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ସେ ଠିକ୍ ଆଦମଙ୍କର ପରି ଦେଖିବାକୁ ଥିଲା। ଆଦମ ତାଙ୍କର ନାମ ଦଇେଥିଲେ ଶେଥ।
ଆଦି ପୁସ୍ତକ 5:5
ଏହିପରି ଆଦମ ମାଟେ 930 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।
ଆଦି ପୁସ୍ତକ 5:16
ଯରଦେ ଜନ୍ମ ହେଲାପରେ ମହଲଲଲେ 830 ବର୍ଷ ବଞ୍ଚିଲେ ଏବଂ ସହେି ସମୟରେ ସେ ଅନ୍ୟ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କଲେ।
ଆଦି ପୁସ୍ତକ 6:15
ସହେି ଜାରାଜଟିକୁ ଏହିପରି ନିର୍ମାଣ କର ଯେ, ଏହାର ଲମ୍ବ ଯେପରି 300 ହାତ, ପ୍ରସ୍ଥ ପଚ଼ାଶ ହାତ ଏବଂ ତାହାର ଉଚ୍ଚତା ତିରିଶ ହାତ ହବେ।
ଆଦି ପୁସ୍ତକ 11:12
ଆର୍ଫକଷଦ ପଞ୍ଚତିରିଶ ବର୍ଷ ବଯସ ରେ ଶଲହରେ ପିତା ହେଲ।
ଆଦି ପୁସ୍ତକ 11:14
ଶଲହକେୁ ତିରିଶ ବର୍ଷ ବଯସ ରେ ସେ ଏବରର ପିତା ହେଲ।
ଆଦି ପୁସ୍ତକ 11:16
ଏବରକୁ 34 ବର୍ଷପରେ ତାଙ୍କର ଏକ ପୁତ୍ର ଜନ୍ମିଲା ଯାହାର ନାମ ପଲଗେ।
ଆଦି ପୁସ୍ତକ 11:17
ପଲଗରେ ଜନ୍ମପରେ, ଏବର 430 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ତାଙ୍କର ଅନ୍ୟ ସନ୍ତାନ ସନ୍ତତିମାନେ ଜନ୍ମ ନେଲେ।
ଆଦି ପୁସ୍ତକ 11:18
ପଲଗକେୁ ତିରିଶ ବର୍ଷ ବଯସ ରେ ରିଯୁ ନାମକ ଏକ ପୁତ୍ରକୁ ଜନ୍ମ ଦେଲେ।
ଆଦି ପୁସ୍ତକ 11:20
ରିଯକୁ ବତିଶ ବର୍ଷ ବଯସ ରେ ତାଙ୍କ ଠାରୁ ସରୁଗ ଜନ୍ମ କଲେ।
Occurences : 174
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்