Base Word | |
שָׁלֵו | |
Short Definition | tranquil; (in a bad sense) careless; abstractly, security |
Long Definition | quiet, at ease, prosperous |
Derivation | or שָׁלֵיו; feminine שְׁלֵוָה; from H7951 |
International Phonetic Alphabet | ʃɔːˈlew |
IPA mod | ʃɑːˈlev |
Syllable | šālēw |
Diction | shaw-LAY |
Diction Mod | sha-LAVE |
Usage | (being) at ease, peaceable, (in) prosper(-ity), quiet(-ness), wealthy |
Part of speech | a |
ପ୍ରଥମ ବଂଶାବଳୀ 4:40
ସମାନେେ ସଠାେରେ ପ୍ରଚୁର ଘାସ ରେ ଭରା ଅତ୍ଯୁତ୍ତମ ଚାରଣଭୂମି ପାଇଲେ। ସଠାେରେ ସମାନେେ ଅନକେ ଉତ୍ତମସ୍ଥାନ ମଧ୍ଯ ପାଇଲେ। ସହେି ସ୍ଥାନ ଅତ୍ଯନ୍ତ ଶାନ୍ତିପୂର୍ଣ୍ଣ ଓ ସୁଖପ୍ରଦ ଥିଲା। ଅତୀତ ରେ ହାମ୍ଙ୍କ ବଂଶଧରମାନେ ସଠାେରେ ବାସ କରୁଥିଲେ।
ଆୟୁବ ପୁସ୍ତକ 16:12
ମାରେ ଗୋଟିଏ ଆରାମଦାୟକ ଜୀବନ ଥିଲା। ତା'ପରେ ସେ ମାେତେ ଚୂର୍ଣ୍ଣବିଚୂର୍ଣ୍ଣ କଲେ। ସେ ମାରେ ବକେକୁ ଧରି ମାେତେ େଛାଟ େଛାଟ ଖଣ୍ଡ କରି ଭାଙ୍ଗି ଦେଲେ। ସେ ଲକ୍ଷ୍ଯ ଅଭ୍ଯାସ ପାଇଁ ମାେତେ ବ୍ଯବହାର କଲେ।
ଆୟୁବ ପୁସ୍ତକ 20:20
ଦୁଷ୍ଟଲୋକ କବେେ ବି ଅନ୍ତର ରେ ବିଶ୍ରାମ ନଇେପା ରେ ନାହିଁ। ସେ ତା'ର ପ୍ରିଯ ଧନ ତାକୁ ରକ୍ଷା କରିପାରିବ ନାହିଁ।
ଆୟୁବ ପୁସ୍ତକ 21:23
କହେି ହୁଏତ ସମ୍ପୂର୍ଣ୍ଣ ଜୀବନ ସହିତ ସୌଭାଗ୍ଯ ଲାଭକରି ମୃତ୍ଯୁବରଣ କରେ। ସେ ଏକ ନିରାପଦ ଓ ଆରାମଦାୟକ ଜୀବନ ୟାପନ କରେ।
ଗୀତସଂହିତା 73:12
ତାହା ହେଉଛି, ୟାହାକି ଦୁଷ୍ଟମାନେ ଚାହାଁନ୍ତି। ସମାନଙ୍କେ ପାଖରେ ଚିନ୍ତା ନାହିଁ, ଏବଂ ସମାନେେ ଧନୀରୁ ଅଧିକ ଧନୀ ହେଉଛନ୍ତି।
ଯିରିମିୟ 49:31
ସଦାପ୍ରଭୁ କହନ୍ତି, ଯେଉଁ ଦେଶ କବାଟ ବିହୀନ ଓ ହୁଡ଼ୁକା ନ ଥିବା ସ୍ଥାନ ରେ ରହି ନିଜକୁ ନିରାପଦ ମନେ କରୁଛନ୍ତି, ' ସହେିମାନଙ୍କୁ ଆକ୍ରମଣ କର।'
ଯିହିଜିକଲ 23:42
ଗୋଟିଏ ଶବ୍ଦ ୟିରୁଶାଲମ ରେ ଶୁଣା ହେଲା। ସହେି ଶବ୍ଦ ଲୋକମାନଙ୍କର ଭୋଜିପରି ଶବ୍ଦ ଥିଲା। ବହୁତ ଲୋକମାନେ ଆସିଲେ, ମଦ୍ଯପ ଲୋକମାନେ ମରୁଭୂମିରୁ ପହଞ୍ିଲେ। ଏବଂ ସମାନେେ ସ୍ତ୍ରୀ ଲୋକଙ୍କ ହସ୍ତ ରେ କଙ୍କଣ ଓ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ।
ଯିଖରିୟ 7:7
ଏହିଗୁଡିକ କ'ଣ ସହେି ବାକ୍ଯଗୁଡିକ ନୁହେଁ? ଯାହା ସଦାପ୍ରଭୁ ପୂର୍ବ ଭବିଷ୍ଯତ୍ବକ୍ତାମାନଙ୍କ ମାଧ୍ଯମ ରେ କହିଥିଲେ? ସେ ଏକଥା କହିଥିଲେ ଯେତବେେଳେ ୟିରୁଶାଲମ ବସତି ବହୁଳ ଓ ସମୃଦ୍ଧିଶାଳୀ ଥିଲା। ଏବଂ ତା'ର ଚତୁର୍ଦ୍ଦିଗର ନଗରଗୁଡିକ ନଗେଭେ ଏବଂ ସିଫଲୋ ବସତି ବହୁଳ ଥିଲା।
Occurences : 8
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்