Base Word
שֶׁלֶג
Short Definitionsnow (probably from its whiteness)
Long Definitionsnow
Derivationfrom H7949
International Phonetic Alphabetʃɛˈlɛɡ
IPA modʃɛˈlɛɡ
Syllablešeleg
Dictionsheh-LEɡ
Diction Modsheh-LEɡ
Usagesnow(-y)
Part of speechn-m

ଯାତ୍ରା ପୁସ୍ତକ 4:6
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହାତକୁ ତୁମ୍ଭର ଛାତି ରେ ରଖ।

ଗଣନା ପୁସ୍ତକ 12:10
ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିଯମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ଯ ଶ୍ବତବେର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।

ଦିତୀୟ ଶାମୁୟେଲ 23:20
ତା'ପରେ ସଠାେରେ ଜଣେ ଯିହାୟୋଦାରଦର ପକ୍ସ୍ଟତ୍ର ବନାଯ ଥିଲେ। ସେ ଥିଲେ ଜଣେ ପରାକ୍ରମଶାଳୀ ବିକ୍ରମି ପୁରୁଷର ପକ୍ସ୍ଟତ୍ର। ସେ କବ୍ ସେଲୀଯର ଅଧିବାସୀ ଥିଲେ। ବନାଯ ବହକ୍ସ୍ଟତ ସାହସୀକ କାର୍ୟ୍ଯ କରିଥିଲେ। ସେ ମାୟୋବୀଯ ଅରୀଯଲର ଦକ୍ସ୍ଟଇ ପକ୍ସ୍ଟତ୍ରଙ୍କକ୍ସ୍ଟ ବଧ କଲା। ଦିନେ ଏକ ସମୟରେ ଯେତବେେଳେ ବରଫ ପଡକ୍ସ୍ଟଥିଲା, ବନାଯ ଏକ ଗକ୍ସ୍ଟମ୍ଫା ରେ ଏକ ସିଂହକକ୍ସ୍ଟ ହତ୍ଯା କଲେ।

ଦିତୀୟ ରାଜାବଳୀ 5:27
ଏଣୁ ନାମାନ୍ର ଚର୍ମ ରୋଗ ତୁମ୍ଭଠା ରେ ଓ ତୁମ୍ଭ ବଂଶଠା ରେ ଚିରକାଳ ପର୍ୟ୍ଯନ୍ତ ଲାଗି ରହିବ।

ପ୍ରଥମ ବଂଶାବଳୀ 11:22
ଯିହାୟୋଦାରଦରଙ୍କ ପୁତ୍ର ବନାଯ ଜଣେ ପରାକ୍ରମୀ ବ୍ଯକ୍ତିଙ୍କର ପୁତ୍ର ଥିଲେ। ସେ କବ ସେଲୀଯ ଲୋକ ଥିଲେ। ବନାଯ ସାହସୀ କାର୍ୟ୍ଯମାନ କଲେ। ବନାଯ ମାୟୋବ ଦେଶର ସର୍ବୋତ୍ତମ ଲୋକମାନଙ୍କ ମଧ୍ଯରୁ ଦୁଇଜଣକୁ ବଧ କଲେ। ଦିନେ, ତୁଷାରପାତ ହେଉଥିବା ସମୟରେ ବନାଯ ଭୂମି ମଧ୍ଯସ୍ଥ ଏକ ଗାତ ମଧିଅରେ ପଶି ଗୋଟିଏ ସିଂହକୁ ବଧ କଲେ।

ଆୟୁବ ପୁସ୍ତକ 6:16
କେତବେେଳେ ବରଫ ରେ ଭର୍ତ୍ତି ହାଇୟୋଏ ଏବଂ ବରଫ ତରଳି ୟାଏ।

ଆୟୁବ ପୁସ୍ତକ 9:30
ଯଦି ମୁଁ ବରଫ ରେ ନିଜକୁ ଧୌତ କରେ। ମୁଁ ହାତଗୁଡ଼ିକୁ ସାବୁନ ରେ ଧୋଇ ସଫା କରେ।

ଆୟୁବ ପୁସ୍ତକ 24:19
ଯେପରି ଗରମ, ଶୁଖିଲା ପାଗ ଶୀତ ଦିନର ବରଫରୁ ଆସୁଥିବା ପାଣି ନଇୟୋଏ। ଠିକ୍ ସହେିଭଳି ସେ ପାପୀମାନେ କବରକୁ ବୁହା ହବେେ।

ଆୟୁବ ପୁସ୍ତକ 37:6
ପରମେଶ୍ବର ବରଫକୁ କହନ୍ତି : ପୃଥିବୀ ଉପରେ ପଡ଼ ଏବଂ ପରମେଶ୍ବର ବର୍ଷାକୁ କହନ୍ତି 'ପୃଥିବୀ ରେ ଢ଼ାଳି ହୁଅ।'

ଆୟୁବ ପୁସ୍ତକ 38:22
ଆୟୁବ, ତୁମ୍ଭେ କବେେ ମାରେ ଭଣ୍ଡାର ଘରକୁ ୟାଇଛ କି, ଯେଉଁଠା ରେ କି ମୁଁ ବରଫ ଏବଂ କୁଆପଥର ରଖିଛି।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்