Base Word
שֶׁל
Short Definitionon account of, whatsoever, whichsoever
Long Definitionwho, which
Derivationfor the rel. H0834; used with prepositional prefix, and often followed by some pronominal affix
International Phonetic Alphabetʃɛl
IPA modʃɛl
Syllablešel
Dictionshel
Diction Modshel
Usagecause, sake
Part of speechr

ଦିତୀୟ ରାଜାବଳୀ 6:11
ଏଥି ରେ ଅରାମର ରାଜା ଅତ୍ଯନ୍ତ ବ୍ଯସ୍ତ ହାଇେ ପଡିଲେ। ସେ ତାଙ୍କର ଉଚ୍ଚ କର୍ମଗ୍ଭରୀଙ୍କୁ ଡାକି କହିଲେ, ତୁମ୍ଭେ ମାେତେ କୁହ ଆମ୍ଭମାନଙ୍କ ମଧ୍ଯରୁ କିଏ ଇଶ୍ରାୟେଲ ପାଇଁ ଗୋପନ ରେ ସନ୍ଧାନ କରୁଛି।

ଉପଦେଶକ 8:17
ସେତବେେଳେ ମୁଁ ପରମେଶ୍ବରଙ୍କର ସକଳ କାର୍ୟ୍ଯ ବିଷଯ ଦେଖିଲି, ମୁଁ ଦେଖିଲି ଯେ, ମନୁଷ୍ଯ ସୂର୍ୟ୍ଯ ତଳେ ଯାହା ଘଟେ ବୁଝିପା ରେ ନାହିଁ। କାରଣ ସେ ଏହା ବୁଝିବା ପାଇଁ ଯେତେ କଠିନ କାର୍ୟ୍ଯ କଲେ ମଧ୍ଯ ସେ ତାହା ବୁଝିବାକୁ ସକ୍ଷମ ହବେେ ନାହିଁ। ଏବଂ ଯଦି ଜଣେ ଜ୍ଞାନୀ ଲୋକ, ସେ ବୁଝିଛି ବୋଲି କ ହେ, ପ୍ରକୃତ ରେ ସେ ବୁଝି ନ ଥାଏ।

ପରମଗୀତ 8:12
ମାହେର ଦ୍ରାକ୍ଷାକ୍ଷେତ୍ର ମାରେ ନିଜର। ହେ ଶ ଲୋମନ, ସହେି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳ ରକ୍ଷକମାନେ ଦୁଇଶହ ରେ ୗପ୍ୟ ମୁଦ୍ରା ପାଇବେ।

ଯୂନସ 1:7
ତା'ପ ରେ ନାବିକମାନେ ପରସ୍ପର କୁହାକୁହି ହେଲେ, ଆମ୍ଭମାନେେ ଗୁଳାବାଣ୍ଟ ଫିଙ୍ଗି ଜାଣିବା, କାହିଁକି ଏ ଦୁଃଖ ଆମ୍ଭମାନଙ୍କ ଉପ ରେ ଘଟୁଛି।

ଯୂନସ 1:12
ୟୂନସ ସହେି ନାବିକମାନଙ୍କୁ କହିଲେ, ମୁଁ ଜାଣେ, ମୁଁ ଭୂଲ୍ କରିଛି, ସେଥିପାଇଁ ସମୁଦ୍ର ରେ ଝଡ ଆସିଲା। ତେଣୁ ତୁମ୍ଭମାନେେ ମାେତେ ସମୁଦ୍ରକୁ ଫିଙ୍ଗି ଦିଅ, ତହିଁରେ ସମୁଦ୍ର ଶାନ୍ତ ହାଇଯେିବ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்