Base Word
שְׁכָבָה
Short Definitiona lying down (of dew, or for the sexual act)
Long Definitionact of lying, layer, coating
Derivationfrom H7901
International Phonetic Alphabetʃɛ̆.kɔːˈbɔː
IPA modʃɛ̆.χɑːˈvɑː
Syllablešĕkābâ
Dictionsheh-kaw-BAW
Diction Modsheh-ha-VA
Usage× carnally, copulation, × lay, seed
Part of speechn-f

ଯାତ୍ରା ପୁସ୍ତକ 16:13
ସହେି ରାତି ରେ ଭାଟୁଇ ପକ୍ଷୀଗଣ ଆସିଲେ ଏବଂ ଛାଉଣୀକୁ ଆଚ୍ଛାଦିତ କଲେ। ଏବଂ ପ୍ରଭାତ ରେ ଛାଉଣୀ ସ୍ଥାନ ରେ ଚାରିଆଡେ କାକରର ଏକ ସ୍ତର ଥିଲା।

ଯାତ୍ରା ପୁସ୍ତକ 16:14
ଏହାପରେ କାକର ବିନ୍ଦୁସବୁ ଉର୍ଦ୍ଧକୁ ଉଠିୟିବାରୁ ଭୂମିସ୍ଥ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ଯ ମରୁଭୂମି ଉପରେ ପଡି ରହିଲା।

ଲେବୀୟ ପୁସ୍ତକ 15:16
ଯଦି କୌଣସି ପୁରୁଷର ବୀର୍ୟ୍ଯପାତ ହୁଏ, ତବେେ ସେ ସମସ୍ତ ଶରୀରକୁ ଜଳ ରେ ଧେ ୗତ କରିବ ଓ ସନ୍ଧ୍ଯା ପରର୍‌ୟ୍ଯନ୍ତ ଅଶୁଚି ରହିବ।

ଲେବୀୟ ପୁସ୍ତକ 15:17
ଯଦି କୌଣସି ବସ୍ତ୍ର ରେ କିମ୍ବା ଚର୍ମ ରେ ବୀର୍ୟ୍ଯପାତ ହୁଏ, ସଗେୁଡିକୁ ଜଳ ରେ ଧୌତ କରାୟିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ତାହା ଅଶୁଚି ରହିବ।

ଲେବୀୟ ପୁସ୍ତକ 15:18
ଯଦି ସେ ପୁରୁଷ କୌଣସି ସ୍ତ୍ରୀ ସହିତ ଶଯନ କରେ ଓ ତା'ର କାର୍ୟ୍ଯ ସ୍ଖଳନ ଘଟେ, ତବେେ ସେ ଦୁ ହେଁ ଜଳ ରେ ସ୍ନାନ କରିବେ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବେ।

ଲେବୀୟ ପୁସ୍ତକ 15:32
ଧାତୁ ସ୍ରାବ ଓ ବିର୍ୟ୍ଯ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହାଦ୍ବାରା ଅଶୁଚି ହୁଏ।

ଲେବୀୟ ପୁସ୍ତକ 19:20
ଅନ୍ୟ ଲୋକର କ୍ରୀତଦାସୀ ସହିତ ଜଣେ ଯଦି ୟୌନ ସଂପର୍କ ରେଖ ତବେେ ସେ ଦଣ୍ଡନୀଯ ହବେ। ଅବଶ୍ଯ ତା'ର ପ୍ରାଣଦଣ୍ଡ ହବେ ନାହିଁ, କାରଣ ସେ ସ୍ତ୍ରୀ ଲୋକ ମୁକ୍ତା ନୁହେଁ।

ଲେବୀୟ ପୁସ୍ତକ 22:4
ଯଦି ହାରୋଣ ବଂଶଧରମାନଙ୍କ ମଧ୍ଯରୁ ଯେ କହେି ଚର୍ମ ରୋଗୀ କିମ୍ବା ବୀର୍ୟ୍ଯ କ୍ଷରିତ ରୋଗୀ ହୁଏ, ସେ ଶୁଚି ନ ହବୋ ୟାଏ ମାରେ ପବିତ୍ର ଦ୍ରବ୍ଯ ଭୋଜନ କରିବା ଉଚିତ୍ ନୁହଁ। ୟିଏ କହେି ଶବକୁ ଛୁଏଁ କିମ୍ବା ବୀର୍ୟ୍ଯପାତ ହେଉଥିବା କୌଣସି ମନୁଷ୍ଯକୁ ଛୁଁଏ, ସେ ଅଶୁଚି ହୁଏ। ଗୋଟିଏ ଶବକୁ ଛୁଇଁବା ଦ୍ବାରା ସେ ମଧ୍ଯ ଅଶୁଚି ହବେ, କମ୍ବା ଗୋଟିଏ ମଣିଷ ଯାହାର ଶାରୀରିକ କ୍ଷରଣ ହାଇେଛି,

ଗଣନା ପୁସ୍ତକ 5:13
ଅର୍ଥାତ୍ ଯଦି ସେ କୌଣସି ପୁରୁଷ ସହିତ ତା'ର ସ୍ବାମୀର ଦୃଷ୍ଟି ଅଗୋଚର ରେ ଦୈହିକ ସଂପର୍କ ରେଖ। ସେ ଯଦି ସେ କଳୁଷିତ ହାଇେଥାଏ, ତା ବିରୁଦ୍ଧ ରେ କହେି ସାକ୍ଷୀ ନଥାଏ କିମ୍ବା ସେ କର୍ମ ବେଳେ ଧରା ପଡିନଥାଏ,

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்