Base Word
שִׁיר
Short Definitionto sing
Long Definitionto sing
Derivationor (the original form) שׁוּר; (1 Samuel 18:6), a primitive root (rather identical with H7788 through the idea of strolling minstrelsy)
International Phonetic Alphabetʃɪi̯r
IPA modʃiːʁ
Syllablešîr
Dictionsheer
Diction Modsheer
Usagebehold (by mistake for H7789), sing(-er, -ing man, -ing woman)
Part of speechv

ଯାତ୍ରା ପୁସ୍ତକ 15:1
ଏହାପରେ ମାଶାେ ଓ ଇଶ୍ରାୟେଲୀୟ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହି ସଂଗୀତ ଗାନ କଲେ, ଆମ୍ଭେ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା। ସେ ମହାନ କାର୍ୟ୍ଯ କରିଛନ୍ତି। ସେ ଅଶ୍ବ ଏବଂ ଅଶ୍ବାରୋହୀଙ୍କୁ ସମୁଦ୍ର ରେ ନିକ୍ଷପେ କଲେ।

ଯାତ୍ରା ପୁସ୍ତକ 15:21
ତା'ପରେ ମରିଯମ ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାନ କର। ଯେ ହତେୁ ସେ ମହାନ କାର୍ୟ୍ଯ କରିଛନ୍ତି। ସେ ଅଶ୍ବ ଓ ଅଶ୍ବାରୋହୀ ସୈନ୍ଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଅଛନ୍ତି।

ଗଣନା ପୁସ୍ତକ 21:17
ସହେି ସମୟରେ ଇଶ୍ରାୟେଲ ଏହି ଗୀତ ଗାଇଲେ:

ବିଚାରକର୍ତାମାନଙ୍କ ବିବରଣ 5:1
ଇଶ୍ରାୟେଲ ସନ୍ତାନଗଣ ଯେଉଁଦିନ ସୀଷରାକକ୍ସ୍ଟ ପରାସ୍ତ କଲେ। ସହେିଦିନ ଦବୋରା ଓ ବାରକ୍ ଅବୀନୋଯମର ପକ୍ସ୍ଟତ୍ର ଏହି ସଂଗୀତ ଗାନ କଲେ।

ବିଚାରକର୍ତାମାନଙ୍କ ବିବରଣ 5:3
ହେ, ରାଜଗଣ ଶକ୍ସ୍ଟଣ, ହେ ଭୂପତି କ'ଣ କର୍ଣ୍ଣ ଡରେ। ମୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାନ କରିବି। ମୁ ସଦାପ୍ରଭୁଙ୍କର ସଂଗୀତ ରଚନା କରିବି। ମୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ପ୍ରଶଂସା ଗାନ କରିବି।

ପ୍ରଥମ ଶାମୁୟେଲ 18:6
ଏପରି ହେଲା ଯେ, ଯେତବେେଳେ ଦାଉଦ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ ଓ ଫରେିଲେ। ଇଶ୍ରାୟେଲର ସମସ୍ତ ନଗରର ସ୍ତ୍ରୀ ଲୋକମାନେ ରାଜା ଶାଉଲଙ୍କକ୍ସ୍ଟ ସାକ୍ଷାତ କରିବାକୁ ବାହାରି ଆସିଲେ ଏବଂ ତକ୍ସ୍ଟମ୍ଭକ୍ସ୍ଟ୍ବରା ବଜାଇ ଆନନ୍ଦ ରେ ନାଚିଲେ ଓ ଗାଇଲେ।

ଦିତୀୟ ଶାମୁୟେଲ 19:35
ମୁ ଅଶି ବର୍ଷର ଜଲଣ ବୃଦ୍ଧ। ମୁ ଭଲମନ୍ଦ ବାରିବା ପାଇଁ ବହକ୍ସ୍ଟତ ଦକ୍ଷ। ମୁ ଯାହା ଭୋଜନ କି ପାନକଲର କ'ଣ ତହିଁର ସ୍ବାଦ ଭଲ ଭାବଲର ବାରିପାସର? ମୁ ଗାଯକ କି ଗାଯୀକାମାନଙ୍କର ସ୍ବର ବାରିପାସର?ସତଲବ କାହିଁକି ଆପଣଙ୍କ ଦାସସମାର ପ୍ରଭକ୍ସ୍ଟ ମହାରାଜାଙ୍କ ପ୍ରତି ଭାର ସ୍ବରୂପସହବି?

ପ୍ରଥମ ରାଜାବଳୀ 10:12
ସହେି ଚନ୍ଦନ କାଠ ରେ ରାଜା ସଦାପ୍ରଭୁଙ୍କ ଗୃହର ଓ ରାଜ ଗୃହର ସ୍ତମ୍ଭ ଓ ଗାଯକମାନଙ୍କ ପାଇଁ ବୀଣା ଓ ବେ ହେଲା ନିର୍ମାଣ କଲେ। ଏ ପ୍ରକାର ଚନ୍ଦନ କାଠ କହେି କବେେ ପୂର୍ବରୁ ଇଶ୍ରାୟେଲକୁ ଆଣି ନଥିଲେ ଏବଂ ତାପରଠାରୁ କହେି ସହେିପରି ଚନ୍ଦନକାଠ ପୁନର୍ବାର ଦେଖି ନଥିଲେ।

Occurences : 87

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்