Base Word
שָׁחַק
Short Definitionto comminate (by trituration or attrition)
Long Definitionto rub away, beat fine, pulverise
Derivationa primitive root
International Phonetic Alphabetʃɔːˈħɑk’
IPA modʃɑːˈχɑk
Syllablešāḥaq
Dictionshaw-HAHK
Diction Modsha-HAHK
Usagebeat, wear
Part of speechv

ଯାତ୍ରା ପୁସ୍ତକ 30:36
ତହିଁରୁ କିଛି ଚୁର୍ଣ୍ଣ କରି ଯେଉଁ ସମାଗମ ତମ୍ବୁ ରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧିଅରେ ନିଯମ-ସିନ୍ଦୁକ ମଧିଅରେ ରଖିବ। ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହବେ।

ଦିତୀୟ ଶାମୁୟେଲ 22:43
ମୁ ପୃଥିବୀର ଧୂଳି ପରି ସମାନଙ୍କେୁ ଦଳିଲି, ମୁ ସଡକରେ କାଦକ୍ସ୍ଟଅ ପରି ସମାନଙ୍କେୁ ଦଳିଲି। ସମାନଙ୍କେୁ ଛତରାଇ ଦଲେି,

ଆୟୁବ ପୁସ୍ତକ 14:19
ପଥର ଉପରେ ପାଣି ବହି ତାକୁ କ୍ଷଯ କରିଦିଏ। ବନ୍ଯା ଭୂମିରୁ ସବୁ ପଟୁମାଟି ପାଣି ରେ ପୋଛି ନିଏ। ସହେିଭଳି ହେ ପରମେଶ୍ବର ତୁମ୍ଭେ ବ୍ଯକ୍ତିର ସମସ୍ତ ଆଶାକୁ ଧୂଳିସାତ କର।

ଗୀତସଂହିତା 18:42
ମୁଁ ମାରେ ଶତ୍ରୁମାନଙ୍କୁ ପରାସ୍ତ କରିଛି। ସମାନେେ ଧୂଳି ସଦୃଶ ପବନରେ ଉଡ଼ିୟାଇଛନ୍ତି। ମୁଁ ସମାନଙ୍କେୁ େଛାଟ େଛାଟ ଖଣ୍ଡ କରି ପେଶି ଦଇେଛି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்