Base Word | |
אֲרָרַט | |
Short Definition | Ararat (or rather Armenia) |
Long Definition | a mountainous region of eastern Armenia, between the river Araxes and the lakes Van and Oroomiah, the site where Noah's ark came to rest |
Derivation | of foreign origin |
International Phonetic Alphabet | ʔə̆.rɔːˈrɑt̪’ |
IPA mod | ʔə̆.ʁɑːˈʁɑt |
Syllable | ʾărāraṭ |
Diction | uh-raw-RAHT |
Diction Mod | uh-ra-RAHT |
Usage | Ararat, Armenia |
Part of speech | n-pr-loc |
ଆଦି ପୁସ୍ତକ 8:4
ଏହାପରେ ସପ୍ତଦଶ ମାସର ସପ୍ତଦଶ ଦିନ ରେ ଆରାରଟ ପର୍ବତ ଉପରେ ଜାହାଜ ଲାଗି ରହିଲା।
ଦିତୀୟ ରାଜାବଳୀ 19:37
ଏକଦା ସନ୍ ହରେୀବ୍ ଆପଣା ନିଷ୍ରୋକ ନାମକ ଦବେତାକୁ ମନ୍ଦିର ରେ ପୂଜା କରିବା ବେଳେ ତା'ର ପୁତ୍ର ଅଦ୍ ରେମ୍ମଲକେ ଓ ଶ ରେତ୍ସର ତାହାକୁ ଖଡ୍ଗ ରେ ବଧ କଲେ। ତା'ପରେ ସମାନେେ ଅରାରଟ ଦେଶକୁ ପଳାଯନ କଲେ। ଆଉ ତା'ର ପୁତ୍ର ଏସରହଦ୍ଦୋନ ତାହାର ପଦ ରେ ରାଜା ହେଲା।
ଯିଶାଇୟ 37:38
ଦିନେ ସନ୍ ହରେୀବ ନିଷ୍ରୋଳ ନାମକ ଦବେତାର ଗୃହ ରେ ପୂଜା କଲା ବେଳେ ତା'ର ଦୁଇ ପୁତ୍ର ଅଦ୍ରମ୍ମଲକେ ଓ ଶ ରେତ୍ସର ତାକୁ ଖଡ୍ଗ ରେ ବଧ କଲେ। ତା'ପ ରେ ସମାନେେ ଅରାରଟ ଦେଶକୁ ପଳାଯନ କଲେ। ତେଣୁ ତାହାର ପୁତ୍ର ଏସରହଦ୍ଦୋନ ଅଶୂରର ରାଜତ୍ବ କଲା।
ଯିରିମିୟ 51:27
ତୁମ୍ଭମାନେେ ଦେଶ ରେ ଧ୍ବଜା ସ୍ଥାପନ କର, ଗୋଷ୍ଠୀଯମାନଙ୍କ ମଧିଅରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧ ରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍ମିନସ୍ ରାଜ୍ଯକୁ ତାହାର ବିରୁଦ୍ଧ ରେ ଏକତ୍ର ଡ଼ାକ। ତାହାର ବିରୁଦ୍ଧ ରେ ସନୋପତିମାନଙ୍କୁ ନିୟୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ଯା ରେ ଅଶ୍ବଗଣ ପଠାଅ।
Occurences : 4
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்