Base Word
שׁוּק
Short Definitiona street (as run over)
Long Definitionstreet
Derivationfrom H7783
International Phonetic Alphabetʃuːk’
IPA modʃuk
Syllablešûq
Dictionshook
Diction Modshook
Usagestreet
Part of speechn-m

ହିତୋପଦେଶ 7:8
ସେ ବ୍ଯଭିଚାରିଣୀ ଗୃହ ନିକଟସ୍ଥ ଗଳି ଦଇେ, ୟିବା ବେଳେ ତା'ର ଗୃହକୁ ଥିବା ପଥରେ ଚାଲିଲା।

ଉପଦେଶକ 12:4
ପଥ ଆଡ଼େ ଦ୍ବାର ରୁଦ୍ଧ ହବେ। ସେ ସମୟରେ ପଷେଣେ ଶବ୍ଦ କ୍ଷୀଣ ହବେ, ପୁଣି ପକ୍ଷୀର ନାଦ ରେ ଲୋକେ ଜାଗି ଉଠିବେ ଓ ବାଦ୍ଯକାରିଣୀ କନ୍ଯାଗଣ କ୍ଷୀଣ ହବେେ।

ଉପଦେଶକ 12:5
ଆହୁରି ସମାନେେ ଉଚ୍ଚସ୍ଥାନ ବିଷଯ ରେ ଭୟ କରିବେ ଓ ପଥରେ ତ୍ରାସ ହବେେ। ଆଉ ତୁମ୍ଭର ବାଳ ବାଦାମ ବୃକ୍ଷର ପୁଷ୍ପ ତୁଲ୍ଯ ଧଳା ଗତି ରେ ପରିଣତ କରିବ। ତୁମ୍ଭର ଗତି ଝିଣ୍ଟିକାର ଗତି ସଦୃଶ ହବେ ଓ ତୁମ୍ଭେ ତୁମ୍ଭର ବଞ୍ଚିବାର ଇଚ୍ଛା ହରାଇବ। ଏବଂ ତା'ପ ରେ ତୁମ୍ଭେ ତୁମ୍ଭର ଚିରନିବାସକୁ (କବରକୁ) ଗମନ କରିବ। ଶାେକକାରୀମାନେ ଏକତ୍ରୀତ ହାଇେ ତୁମ୍ଭର ମୃତ ଶରୀରକୁ କବର ସ୍ଥାନକୁ ନବେେ।

ପରମଗୀତ 3:2
ମୁଁ କହିଲି, ମୁଁ ଏବେ ଉଠି ନଗର ଭ୍ରମଣ କରିବି। ଯାହାକୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ମୁଁ ଗଳିଗଳି ଛକଛକ ଖାଜେିବି। ମୁଁ ତାହାଙ୍କୁ ଖାଜେିଲି ମାତ୍ର ପାଇଲି ନାହିଁ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்