Base Word
שׁוֹפָר
Short Definitiona cornet (as giving a clear sound) or curved horn
Long Definitionhorn, ram's horn
Derivationor שֹׁפָר; from H8231 in the original sense of incising
International Phonetic Alphabetʃoˈpɔːr
IPA modʃo̞wˈfɑːʁ
Syllablešôpār
Dictionshoh-PAWR
Diction Modshoh-FAHR
Usagecornet, trumpet
Part of speechn-m

ଯାତ୍ରା ପୁସ୍ତକ 19:16
ତୃତୀୟ ଦିନ ପ୍ରଭାତ ରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡଘଡି, ବିଜୁଳି ଏବଂ ଏକ ଗମ୍ଭୀର ଶିଙ୍ଗା ଧ୍ବନି ଶୁଣାଗଲା। ଛାଉଣୀର ଲୋକମାନେ ଭୟଭୀତ ହାଇଗେଲେ।

ଯାତ୍ରା ପୁସ୍ତକ 19:19
ତୂରୀ ଧ୍ବନି ଅଧିକରୁ ଅଧିକ ଶବ୍ଦ ରେ ଶୁଭିଲା। ମାଶାେ ପରମେଶ୍ବରଙ୍କୁ ୟୋକୌଣସି ପ୍ରଶ୍ନ କଲେ ପରମେଶ୍ବର ପ୍ରେତ୍ୟକକ ଥର ବଜ୍ର ସ୍ବର ରେ ଉତ୍ତର ଦେଲେ।

ଯାତ୍ରା ପୁସ୍ତକ 20:18
ସେତବେେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀ ଧ୍ବନି ଓ ଧୂମୟୁକ୍ତ ପର୍ବତ ଦେଖିଲେ, ପୁଣି ତାହା ଦେଖି ସମାନେେ କମ୍ପିତ ହାଇେ ଦୂର ରେ ଠିଆ ହେଲ।

ଲେବୀୟ ପୁସ୍ତକ 25:9
ତହୁଁ ସପ୍ତମ ମାସର ଦଶମ ଦିନ ରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ, ପ୍ରଯଶ୍ଚିତ ଦିନ ରେ ତୁମ୍ଭମାନେେ ନିଜର ସମଗ୍ର ଦେଶ ରେ ତୂରୀ ବଜାଇବ।

ଲେବୀୟ ପୁସ୍ତକ 25:9
ତହୁଁ ସପ୍ତମ ମାସର ଦଶମ ଦିନ ରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ, ପ୍ରଯଶ୍ଚିତ ଦିନ ରେ ତୁମ୍ଭମାନେେ ନିଜର ସମଗ୍ର ଦେଶ ରେ ତୂରୀ ବଜାଇବ।

ଯିହୋଶୂୟ 6:4
ସାତାଟେି ମଷେଶିଙ୍ଗା ସହିତ ସାତଜଣ ଯାଜକ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖକକ୍ସ୍ଟ ଯିବେ। ଆଉ ସଲ୍ଗମ ଦିନ ରେ ତୁମ୍ଭମାନେେ ସାତଥର ନଗର ପ୍ରଦକ୍ଷିଣ କରବା ଉଚିତ୍ ଓ ଯାଜକମାନେ ମଷେର ଶିଙ୍ଗା ବଜାଇବା ଉଚିତ୍।

ଯିହୋଶୂୟ 6:4
ସାତାଟେି ମଷେଶିଙ୍ଗା ସହିତ ସାତଜଣ ଯାଜକ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖକକ୍ସ୍ଟ ଯିବେ। ଆଉ ସଲ୍ଗମ ଦିନ ରେ ତୁମ୍ଭମାନେେ ସାତଥର ନଗର ପ୍ରଦକ୍ଷିଣ କରବା ଉଚିତ୍ ଓ ଯାଜକମାନେ ମଷେର ଶିଙ୍ଗା ବଜାଇବା ଉଚିତ୍।

ଯିହୋଶୂୟ 6:5
ସମସ୍ତ ଯାଜକମାନେ ମଷେ ଶିଙ୍ଗା ରେ ଦୀର୍ଘ୍ଯ ଧ୍ବନୀ କରିବେ ଓ ଯେତବେେଳେ ତୁମ୍ଭମାନେେ ସହେି ଶିଙ୍ଗା ଶଦ୍ଦ ଶକ୍ସ୍ଟଣିବ ସେତବେେଳେ ସମସ୍ତ ଲୋକ ମହାଜଯ ଜଯଧ୍ବନୀ କରିବେ ଏବଂ ପ୍ରାଚୀର ପଡିୟିବ ଓ ସମସ୍ତ ଲୋକମାନେ ସିଧା ନଗରକକ୍ସ୍ଟ ୟିବାକକ୍ସ୍ଟ ସକ୍ଷମ ହବେେ।

ଯିହୋଶୂୟ 6:6
ତେଣୁ ନୂନର ପକ୍ସ୍ଟତ୍ର ଯିହାଶୂେୟ ସମସ୍ତ ଯାଜକମାନଙ୍କୁ ଏକତ୍ରୀତ କଲେ। ଯିହାଶୂେୟ ସମାନଙ୍କେୁ କହିଲେ, ତୁମ୍ଭମାନେେ ପବିତ୍ର ନିଯମ ସିନ୍ଦକ୍ସ୍ଟକ ଆଣ ଓ ସାତଜଣ ଯାଜକ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକ ଆଗ ରେ ମଷେଶିଙ୍ଗା ବଜାଇବେ।

ଯିହୋଶୂୟ 6:8
ୟିହୋଶୂଯ ଲୋକମାନଙ୍କୁ କହି ସାରିବା ପରେ, ସାତଜଣ ଯାଜକ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଚାଲିଲେ ଏବଂ ସମାନେେ ଗ୍ଭଲିବା ସମୟରେ ସାତଟି ତୂରୀ ବଜାଇ ବଜାଇ ଚାଲିଲେ। ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକ ଧରି ତାଙ୍କ ପେଛ ପେଛ ଚାଲିଲେ।

Occurences : 72

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்