Base Word
שׁוּל
Short Definitiona skirt; by implication, a bottom edge
Long Definitionskirt (of robe)
Derivationfrom an unused root meaning to hang down
International Phonetic Alphabetʃuːl
IPA modʃul
Syllablešûl
Dictionshool
Diction Modshool
Usagehem, skirt, train
Part of speechn-m

ଯାତ୍ରା ପୁସ୍ତକ 28:33
ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗ ରେ ନୀଳ, ଧୂମ୍ର ଓ ସିନ୍ଦୁର ବର୍ଣ୍ଣର ଡାଳିମ୍ବ କରିବ। ଆଉ ଚାରି ଦିଗ ରେ ତହିଁ ମଧିଅରେ ସ୍ବର୍ଣଘଣ୍ଟି ରହିବ।

ଯାତ୍ରା ପୁସ୍ତକ 28:33
ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗ ରେ ନୀଳ, ଧୂମ୍ର ଓ ସିନ୍ଦୁର ବର୍ଣ୍ଣର ଡାଳିମ୍ବ କରିବ। ଆଉ ଚାରି ଦିଗ ରେ ତହିଁ ମଧିଅରେ ସ୍ବର୍ଣଘଣ୍ଟି ରହିବ।

ଯାତ୍ରା ପୁସ୍ତକ 28:34
ସହେି ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗ ରେ ଗୋଟିଏ ସ୍ବର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ, ପୁଣି ଗୋଟିଏ ସ୍ବର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ।

ଯାତ୍ରା ପୁସ୍ତକ 39:24
ସମାନେେ ଚୋଗାର ଅଞ୍ଚଳର ଚାରି ପାଖ ରେ ନୀଳ, ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ବଳା ସୂତ୍ର ରେ ଡାଳିମ୍ବ ନିର୍ମାଣ କଲେ।

ଯାତ୍ରା ପୁସ୍ତକ 39:25
ଆଉ ସମାନେେ ଡାଳିମ୍ବ ମଧିଅରେ ନିର୍ମଳ ସୁନା ଦ୍ବାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡେ ଡାଳିମ୍ବର ମଧିଅରେ ରଖିଲେ।

ଯାତ୍ରା ପୁସ୍ତକ 39:26
ଉପାସନା ଚୋଗାର ଧଡି ରେ ସମାନେେ ଏକ ଡାଳିମ୍ବ ଓ ଘଣ୍ଟି, ଗୋଟିଏ ପରେ ଗୋଟିଏ ଲଗାଇଲେ, ସଦାପ୍ରଭୁଙ୍କର ମାଶାଙ୍କେୁ ଦଇେଥିବା ଆଜ୍ଞାନୁସା ରେ।

ଯିଶାଇୟ 6:1
ଯିହୁଦାର ରାଜା ଉଷିୟଙ୍କ ମୃତ୍ଯୁବର୍ଷ ରେ ମୁଁ ମାରେପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହଲିେ। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପ ରେ ଉପବିଷ୍ଟ ହାଇେଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା।

ଯିରିମିୟ 13:22
ଯଦି ତୁମ୍ଭେ ନିଜକୁ ପଚାରିବ, ଏହି ଦଶା ମାେ ପ୍ରତି କାହିଁକି ଘଟିଲା, ତବେେ ଉତ୍ତର ରେ କୁହାୟିବ ତୁମ୍ଭର ପାପ ଅଧିକ ହବୋ ଯୋଗୁଁ ଏହା ହେଲା। ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାୟାଇଅଛି ଓ ତୁମ୍ଭର ପାଦକୁ କଷ୍ଟ ଦିଆୟାଇଅଛି।

ଯିରିମିୟ 13:26
ଏ ନିମନ୍ତେ ଏହା ଆମ୍ଭେ ୟିଏକି ତୁମ୍ଭ ବସ୍ତ୍ରାଞ୍ଚଳ ତୁମ୍ଭ ମୁହଁକୁ ଟକେିଥିଲୁ, ଯାହାଫଳ ରେ ସମେସ୍ତ ତୁମ୍ଭମାନଙ୍କର ନଗ୍ନତା ଦେଖିପାରିନଥିଲେ।

ଯିରିମିୟଙ୍କ ବିଳାପ 1:9
ୟିରୁଶାଲମର ଅପରିଷ୍କାର ସହଳୀ ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା। ସେଥିପାଇଁ ତାହାର ପତନ ଅନିବାର୍ୟ୍ଯ ଜଣାପଡ଼ୁଥିଲା। ସଠାେ ରେ ତାକୁ ସାନ୍ତ୍ବନା ଦବୋକୁ କହେି ନ ଥିଲେ। ସେ କହୁଛି, ହେ ସଦାପ୍ରଭୁ, ମାରେ ସମସ୍ଯା ଦେଖ, ମାରେ ଶତ୍ରୁଗଣ ନିଜକୁ କିପରି ମହାନ୍ ମନେ କରୁଛନ୍ତି।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்