Base Word
שׁוֹבָל
Short DefinitionShobal, the name of an Edomite and two Israelites
Long Definitionthe 2nd son of Seir the Horite (Edom) and one of the dukes of the Horites
Derivationfrom the same as H7640; overflowing
International Phonetic Alphabetʃoˈbɔːl
IPA modʃo̞wˈvɑːl
Syllablešôbāl
Dictionshoh-BAWL
Diction Modshoh-VAHL
UsageShobal
Part of speechn-pr-m

ଆଦି ପୁସ୍ତକ 36:20
ସଯେୀର ଜଣେ ହୋରୀଯ ଇଦୋମ ରେ ଦେଶ ରେ ବାସ କରୁଥିଲେ। ଏଷୌ ପୂର୍ବରୁ ସହେି ସଯେୀର ପୁତ୍ରମାନେ ହେଲେ, ଲୋଟନ୍, ଶୋବଲ, ସିବିଯୋନ, ଅନା।

ଆଦି ପୁସ୍ତକ 36:23
ଶାେବଲ୍ ଥିଲେ ଅବଲନ୍ର ପିତା, ମାନହତ୍, ଏବଲ, ଶଫୋ ଏବଂ ଓନମ୍।

ଆଦି ପୁସ୍ତକ 36:29
ହୋରୀଯ ବଂଶର ରାଜାମାନେ ହେଲେ, ରାଜା ଲୋଟନ୍, ରାଜା ଶାେବଲ, ରାଜା ସିବିଯୋନ୍ ଓ ରାଜା ଅନା।

ପ୍ରଥମ ବଂଶାବଳୀ 1:38
ସଯେୀରର ପୁତ୍ରମାନେ ଥିଲେ : ଲୋଟନ୍, ଶାେବଲ୍, ସିବିଯୋନ୍, ଅନା, ଦିଶୋନ୍, ଏତସର ଓ ଦୀଶନ୍।

ପ୍ରଥମ ବଂଶାବଳୀ 1:40
ଶାେବଲର ପୁତ୍ରମାନେ ଥିଲେ : ଅଲିଯନ୍, ମାନହତ୍, ଏବଲ ; ଶଫୀ ଓ ଓନମ୍।

ପ୍ରଥମ ବଂଶାବଳୀ 2:50
ଏହା କାଲବଙ୍କେର ଉତ୍ତରାଧିକାରୀ ବଂଶମାନଙ୍କର ତାଲିକା ଅଟେ। ହୂର କାଲବଙ୍କେର ଜେଷ୍ଠ ପୁତ୍ର ଥିଲେ। ସେ ଇଫ୍ରାଥାଙ୍କ ଠାରୁ ଜନ୍ମ ହାଇେଥିଲେ। ହୁରଙ୍କର ପୁତ୍ର ଶାେବଲ ଥିଲେ, କିରିଯତ୍-ୟିଯାରୀମ୍ର ପ୍ରତିଷ୍ଠାତା ଥିଲେ।

ପ୍ରଥମ ବଂଶାବଳୀ 2:52
ଶାେବଲ କିରିଯତ୍-ୟିଯାରୀମର ପ୍ରତିଷ୍ଠାତା ଥିଲେ। ଏହା ଶାେବଲଙ୍କ ବଂଶଧରମାନଙ୍କର ଏକ ତାଲିକା ଅଟେ। ହରାଯା, ମନୁହୋଥର ଅର୍ଦ୍ଧକେ ଲୋକ ;

ପ୍ରଥମ ବଂଶାବଳୀ 4:1
ଯିହୁଦାଙ୍କର ପୁତ୍ରଗଣଙ୍କ ତାଲିକା ଏହିପରି ଅଟେ। ସମାନେେ ଥିଲେ ପରେସ, ହିଷ୍ରୋଣ, କର୍ମି, ହୂର ଓ ଶାେବଲ୍।

ପ୍ରଥମ ବଂଶାବଳୀ 4:2
ଶୋବଲ୍ଙ୍କର ପୁତ୍ର ଥିଲେ ରାଯା। ରାଯା ୟହତଙ୍କର ପିତା ଥିଲେ। ୟହତ ଅହୂମଯ ଓ ଲହଦଙ୍କର ପିତା ଥିଲେ। ଏମାନେ ସରିଯୀଯଙ୍କର ବଂଶଧର ଅଟନ୍ତି।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்