Base Word
שֶׁבֶר
Short Definitiongrain (as if broken into kernels)
Long Definitiongrain, corn (as foodstuff)
Derivationthe same as H7667
International Phonetic Alphabetʃɛˈbɛr
IPA modʃɛˈvɛʁ
Syllablešeber
Dictionsheh-BER
Diction Modsheh-VER
Usagecorn, victuals
Part of speechn-m

ଆଦି ପୁସ୍ତକ 42:1
ଯାକୁବ ଶୁଣିଲେ ଯେ, ମିଶର ରେ ପ୍ରଚୁର ଖାଦ୍ୟ ଶସ୍ଯ ମହଜୁଦ ଅଛି। ତେଣୁ ଯାକୁବ ତାଙ୍କ ପୁତ୍ରମାନଙ୍କୁ କହିଲେ, କିଛି ନକରି କାହିଁକି ତୁମ୍ଭେ ଅଳସୁଆ ହାଇେ ବସୁଛ?

ଆଦି ପୁସ୍ତକ 42:2
ମୁଁ ଶୁଣିଛି ଯେ ମିଶର ରେ ଖାଦ୍ୟଶସ୍ଯ ବିକ୍ରଯ କରାଯାଉ ଅଛିା ତେଣୁ ତୁମ୍ଭେ ୟାଇ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଶସ୍ଯ କିଣିଆଣ। ତହିଁରେ ଆମ୍ଭମାନେେ ମରି ନୟାଇ ବଞ୍ଚି ପାରିବା।

ଆଦି ପୁସ୍ତକ 42:19
ଯଦି ତୁମ୍ଭମାନେେ ବାସ୍ତବ ରେ ବିଶ୍ବାସୀ ଲୋକ, ତବେେ ତୁମ୍ଭ ଭାଇମାନଙ୍କ ମଧ୍ଯରୁ କହେି ଜଣେ କାରାଗାର ରେ ରହୁ। ଏବଂ ଅନ୍ୟ ସମସ୍ତେ ଶସ୍ଯ ନଇେ ତୁମ୍ଭ ଲୋକମାନଙ୍କ ପାଇଁ ନଇେ ୟାଇପାର।

ଆଦି ପୁସ୍ତକ 42:26
ତେଣୁ ତା'ର ଭାଇମାନେ ସହେି ଗଧମାନଙ୍କ ପିଠି ରେ ଶସ୍ଯ ଲଦି ସହେି ସ୍ଥାନ ପରିତ୍ଯାଗ କଲେ।

ଆଦି ପୁସ୍ତକ 43:2
ଯାକୁବର ପରବାର ମିଶରରୁ ଆଣିଥିବା ସମସ୍ତ ଖାଦ୍ୟ ଦ୍ରବ୍ଯ ଖାଇ ଦେଲେ। ଯେତବେେଳେ ସହେି ଶସ୍ଯସବୁ ସରିଗଲା। ଯାକୁବ ତା'ର ପୁତ୍ରମାନଙ୍କୁ କହିଲେ, ମିଶରକୁ ୟାଇ ଆମ୍ଭମାନଙ୍କ ପାଇଁ ଆଉ କିଛି ଶସ୍ଯ ଖାଇବା ପାଇଁ ଆଣ।

ଆଦି ପୁସ୍ତକ 44:2
ସାନ ଭାଇର ପଟ ରେ ତା'ର ଟଙ୍କା ତକ ଭର୍ତ୍ତି କର। କିନ୍ତୁ ତା'ର ପଟ ରେ ମାରେ ରୂପାତାଟିଆ ରଖ। ଯୋଷଫେ ସମାନଙ୍କେୁ ଯେପରି କହିଲେ ଦାସମାନେ ଠିକ୍ ସହେିପରି କଲେ।

ଆଦି ପୁସ୍ତକ 47:14
ଆଉ ମିଶର ଦେଶ ରେ ଓ କିଣିନଦେଶ ରେ ଯେତେ ରୂପା ଥିଲା। ଲୋକମନେେ ତାହା ଦଇେ ଶସ୍ଯ କିଣିବାରୁ ଯୋଷଫେ ସେ ସବୁ ରୂପା ସଂଗ୍ରର କରି ଫାରୋଙ୍କର ଗୃହକୁ ଆଣିଲେ।

ନିହିମିୟା 10:31
ଆମ୍ଭେ ପ୍ରତିଜ୍ଞା କରୁଅଛୁ, ଆଉ ଦେଶସ୍ଥ ଲୋକମାନେ ବିଶ୍ରାମ ବାର ରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ଯ ବିକିବାକୁ ଆଣିଲେ, ଆମ୍ଭମାନେେ ବିଶ୍ରାମଦିନ ରେ, କି ଅନ୍ୟ କୌଣସି ପବିତ୍ର ଦିନ ରେ ସମାନଙ୍କେଠାରୁ ତାହା କିଣିବୁ ନାହିଁ। ଆଉ ସପ୍ତମ ବର୍ଷ, ସର୍ବପ୍ରକାର ଋଣ ଆଦାଯ କରିବାର ଛାଡି ଦବେୁ।

ଆମୋଷ 8:5
ତୁମ୍ଭେ ବ୍ଯବସାଯୀଗଣ କହୁଛ, କେତବେେଳେ ଅମାବାସ୍ଯା ଗତ ହବେ ଓ ଆମ୍ଭମାନେେ ଆମ୍ଭର ଶସ୍ଯ ବୀକ୍ରି କରିବୁ? ପୁଣି କେତବେେଳେ ବିଶ୍ରାମଦିନ ଗତ ହବେ, ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ? ଆମ୍ଭମାନେେ ଓଜନର ମାପ କମାଇବୁ ଏବଂ ଜିନିଷର ମୂଲ୍ଯ ବୃଦ୍ଧି କରିବୁ। ଆମ୍ଭମାନେେ ତରାଜୁକୁ କମ୍ ବେଶୀକରି ଲୋକମାନଙ୍କୁ ଠକିବୁ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்