Base Word
שְׁבַק
Short Definitionto quit, i.e., allow to remain
Long Definitionto leave, let alone
Derivationcorresponding to the root of H7733
International Phonetic Alphabetʃɛ̆ˈbɑk’
IPA modʃɛ̆ˈvɑk
Syllablešĕbaq
Dictionsheh-BAHK
Diction Modsheh-VAHK
Usageleave, let alone
Part of speechv

ଏଜ୍ରା 6:7
ପରମେଶ୍ବରଙ୍କ ଏହି ମନ୍ଦିରର କାର୍ୟ୍ଯ ରେ ହସ୍ତ ଦିଅ ନାହିଁ। ୟିହୁଦୀଯମାନଙ୍କର ଅଧ୍ଯକ୍ଷ ୟିହୁଦୀଯମାନଙ୍କର ପ୍ରାଚୀନବର୍ଗ ପରମେଶ୍ବରଙ୍କ ଏହି ମନ୍ଦିର ସ୍ବସ୍ଥାନ ରେ ନିର୍ମାଣ କରନ୍ତୁ।

ଦାନିଏଲ 2:44
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।

ଦାନିଏଲ 4:15
ତାହାର ମୂଳ ଲୌହ ଓ ପିତ୍ତଳମଯ ବଡେି ରେ ବାନ୍ଧି କ୍ଷେତ୍ରସ୍ଥ ତୃଣ ରେ ରଖ ଓ ତାହା ଆକାଶର କାକର ରେ ତିନ୍ତୁ। ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣ ରେ ତାହାର ଅଂଶ ହେଉ।

ଦାନିଏଲ 4:23
ଏବଂ ଆପଣ ମଧ୍ଯ ଦେଖିଲେ ଯେ, ସ୍ବର୍ଗରୁ ପବିତ୍ର ସ୍ବର୍ଗଦୂତ ଓହ୍ଲାଇ ଆସି କହିଲେ, 'ଏ ବୃକ୍ଷକୁ ବିନଷ୍ଟ କରି ଛଦନେ କର। କିନ୍ତୁ ଏହା ମୂଳକୁ ଲୌହ ଓ ପିତ୍ତଳ ବଡେି ରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧିଅରେ ରଖ। ଆଉ ତାହା ଆକାଶର କାକର ରେ ତିନ୍ତୁ ଓ ତାହା ଉପ ରେ ସାତବର୍ଷ ଅତିକ୍ରମ କରିବା ପର୍ୟ୍ଯନ୍ତ କ୍ଷେତ୍ରସ୍ଥ ପଶୁଗଣ ସହିତ ତାହାର ଅଂଶ ହେଉ।'

ଦାନିଏଲ 4:26
ଆଉ ବୃକ୍ଷର ମୂଳ, ଗଣ୍ତି ଛାଡିବାକୁ ଆଜ୍ଞା ଦିଆୟିବାର ଅର୍ଥ ଏହି ଯେ, ତୁମ୍ଭେ ପୁଣି ତୁମ୍ଭର ରାଜ୍ଯ ଫରେି ପାଇବ, କିନ୍ତୁ ତୁମ୍ଭେ ନିଶ୍ଚିତ ଅନୁଭବ କରିବା ଉଚିତ୍ ଯେ, ସର୍ବୋପରିସ୍ଥ ପରମେଶ୍ବର ରାଜ୍ଯ ରେ ଶାସନ କରନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்