Base Word
שָׂבָע
Short Definitioncopiousness
Long Definitionplenty, satiety
Derivationfrom H7646
International Phonetic Alphabetɬɔːˈbɔːʕ
IPA modsɑːˈvɑːʕ
Syllableśābāʿ
Dictionsaw-BAW
Diction Modsa-VA
Usageabundance, plenteous(-ness, -ly)
Part of speechn-m

ଆଦି ପୁସ୍ତକ 41:29
ଦେଖନ୍ତୁ ସମସ୍ତ ଦେଶ ରେ ସାତବର୍ଷ ମହା ସୁଭିକ୍ଷା ଆସୁଅଛି।

ଆଦି ପୁସ୍ତକ 41:30
କିନ୍ତୁ ତା'ପେଛ ସାତବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶରଦେଶରୁ ବିସ୍ତୃତ ହବେ। ଦୁର୍ଭିକ୍ଷ ଦେଶକୁ ଧ୍ବଂସ କରିବ।

ଆଦି ପୁସ୍ତକ 41:31
ଲୋକମାନେ ଭୂଲିଯିବେ, କ'ଣ ତା' ପୂର୍ବରୁ ମିଶର ରେ ସୁର୍ଭିକ୍ଷ ଥିଲା। ପ୍ରଚୁର ପରିମାଣ ରେ ଖାଦ୍ୟ ମିଳୁଥିଲା ବୋଲି।

ଆଦି ପୁସ୍ତକ 41:34
ଏହାପରେ ତୁମ୍ଭେ ଆଉ କିଛି ଲୋକଙ୍କୁ ବାଛ ଯେ କି ଲୋକମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରନ୍ତୁ। ଏହିସବୁ ସୁର୍ଭିକ୍ଷ ସମୟରେ, ଲୋକମାନେ ତାଙ୍କ ଶଷ୍ଯର ଏକ ପଞ୍ଚମାଂଶ ଖାଦ୍ୟ ଦବେେ।

ଆଦି ପୁସ୍ତକ 41:47
ସହେି ସୁର୍ଭିକ୍ଷ ସାଦବର୍ଷ ମଧ୍ଯ ପ୍ରଚୁର ପରିମାଣ ରେ ଫସଲ ଉତ୍ପନ୍ନ ହେଲା।

ଆଦି ପୁସ୍ତକ 41:53
ମିଶର ରେ ସାତବର୍ଷ ସୁର୍ଭିକ୍ଷର ଶଷେ ହେଲା।

ହିତୋପଦେଶ 3:10
ତହିଁରେ ତୁମ୍ଭ ଭଣ୍ଡାର ପରିପୂର୍ଣ୍ଣ ହବେ ଓ ତୁମ୍ଭ କୁଣ୍ଡ ରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।

ଉପଦେଶକ 5:12
ଶ୍ରମଜିବୀ ଲୋକେ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ୟିବାକୁ ଦବେ ନାହିଁ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்