Base Word
אֲרַמִּי
Short Definitionan Aramite or Aramaean
Long Definitiona thing or a person from Syria or Aram
Derivationpatrial from H0758
International Phonetic Alphabetʔə̆.rɑmˈmɪi̯
IPA modʔə̆.ʁɑˈmiː
Syllableʾărammî
Dictionuh-rahm-MEE
Diction Moduh-ra-MEE
UsageSyrian, Aramitess
Part of speecha

ଆଦି ପୁସ୍ତକ 25:20
ଯେତବେେଳେ ଇସ୍ହାକ ରିବିକାକୁ ବିବାହ କଲେ, ସେ ଚାଳିଶ ବର୍ଷ ଥିଲେ। ୟିଏକି ବଥୁଯଲରେ କନ୍ଯା, ଅରାମୀଯ ପଦ୍ଦନ-ଅରାମୀଯ ଏବଂ ଅରାମୀଯ ଲାବନର ଭୁଗିନୀ।

ଆଦି ପୁସ୍ତକ 25:20
ଯେତବେେଳେ ଇସ୍ହାକ ରିବିକାକୁ ବିବାହ କଲେ, ସେ ଚାଳିଶ ବର୍ଷ ଥିଲେ। ୟିଏକି ବଥୁଯଲରେ କନ୍ଯା, ଅରାମୀଯ ପଦ୍ଦନ-ଅରାମୀଯ ଏବଂ ଅରାମୀଯ ଲାବନର ଭୁଗିନୀ।

ଆଦି ପୁସ୍ତକ 28:5
ଏହାପରେ ଇସ୍ହାକ ଯାକୁବକୁ ବିଦାଯ କରନ୍ତେ ସେ ପଦ୍ଦନ ଅରାମ ରେ ଲାବନକୁ ବଥୁଯଲରେ ପୁତ୍ର ଅରାମୀଯ ଅର୍ଥାତ୍ ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ନିକଟକୁ ୟାତ୍ରା କଲେ। ରିରିକା ଯାକୁବ ଏବଂ ଏଷୌର ମାତା ଥିଲେ।

ଆଦି ପୁସ୍ତକ 31:20
ଏବଂ ଯାକୁବ ନ ଜଣାର ଦୂରକୁ ୟିବା ପାଇଁ ଲାବନଙ୍କୁ ଠକି ଦଲୋ।

ଆଦି ପୁସ୍ତକ 31:24
ସହେି ରାତି ରେ ପରମେଶ୍ବର ଲାବନକୁ ସ୍ବପ୍ନ ରେ ଦର୍ଶନ ଦେଲେ। ପରମେଶ୍ବର କହିଲେ, ସାବଧାନ ହୁଅ! ଯାକୁବ କହିଥବା ପ୍ରେତ୍ୟକକ କଥାପାଇଁ ସାବଧାନ ହୁଅ।

ଦିତୀୟ ବିବରଣ 26:5
ତା'ପରେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଉତ୍ତର ଦଇେ କହିବ,'ଜଣେ ବକ୍ସ୍ଟଲକ୍ସ୍ଟଥିବା, ଅରାମୀଯ ଲୋକ ମାରେପିତା ଥିଲେ ଓ ସେ ମିଶରକକ୍ସ୍ଟ ଗଲେ ଏବଂ ସଠାେରେ ଅଳ୍ପ କେତକେ ଲୋକ ସହିତ ବାସ କଲେ। ସଠାେରେ ସେ ଜାତୀଯ ଲୋକମାନଙ୍କ ମଧିଅରେ ମହାନ ଓ ଶକ୍ତିଶାଳୀ ହେଲେ।

ଦିତୀୟ ରାଜାବଳୀ 5:20
କିନ୍ତୁ ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ଦାସ ଗି ହଜେୀ କହିଲା, ଦେଖ, ମାରେ ପ୍ରଭୁ ଇଲୀଶାୟ ଏହି ଅରାମୀଯ ନାମାନ୍ଠାରୁ କୌଣସି ଉପହାର ଗ୍ରହଣ କଲେ ନାହିଁ। ସଦାପ୍ରଭୁଙ୍କ ଜୀବିତ ପ୍ରମାଣେ ମୁଁ ଶପଥ କରୁଛି, ଏହା ପେଛ ପେଛ ୟାଇ ତାହାଠାରୁ କିଛି ନବେି।

ଦିତୀୟ ରାଜାବଳୀ 8:28
ୟୋରାମ ଆହାବ୍ ବଂଶର ଥିଲେ। ଏ ନିମନ୍ତେ ସେ ଅହସିଯଙ୍କ ସଙ୍ଗେ ମିଶି ଅରାମର ରାଜା ହସାଯଲଙ୍କେ ବିରୁଦ୍ଧ ରେ ରାମାେତ-ଗିଲିଯଦ ରେ ୟୁଦ୍ଧ କରିବାକୁ ଗଲେ। ଏଥି ରେ ଅରାମୀଯମାନେ ଯୋରାମଙ୍କୁ କ୍ଷତବିକ୍ଷତ କଲେ।

ଦିତୀୟ ରାଜାବଳୀ 8:29
ରାଜା ଯୋରାମ, ସେ ତା'ର କ୍ଷତର ସୁସ୍ଥ ହବୋ ପାଇଁ ୟିଷ୍ରିଯଲକେୁ ଫରେିଗଲେ। ୟୋରାମ ପୀଡିତ ହବୋ ଯୋଗୁଁ, ଯିହୁଦାର ରାଜା ଅହସିଯ ୟିହୋରାମଙ୍କୁ ଦଖାେ କରିବାକୁ ୟିଷ୍ରିଯଲକେୁ ଗଲେ।

ଦିତୀୟ ରାଜାବଳୀ 9:15
ରାଜା ଯୋରାମ ଅରାମର ରାଜା ହସାଯଲଙ୍କେ ବିରୁଦ୍ଧ ରେ ୟୁଦ୍ଧ କଲା ବେଳେ ଅରାମୀଯମାନେ ତାଙ୍କୁ କ୍ଷତ ବିକ୍ଷତ କରି ଦେଲେ। ସେ ସହେି କ୍ଷତରୁ ସୁସ୍ଥ ହବୋ ପାଇଁ ୟିଷ୍ରିଯଲକେୁ ଗଲେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்