Base Word
אַרְמוֹן
Short Definitiona citadel (from its height)
Long Definitioncitadel, palace, fortress
Derivationfrom an unused root (meaning to be elevated)
International Phonetic Alphabetʔɑrˈmon̪
IPA modʔɑʁˈmo̞wn
Syllableʾarmôn
Dictionar-MONE
Diction Modar-MONE
Usagecastle, palace
Part of speechn-m

ପ୍ରଥମ ରାଜାବଳୀ 16:18
ଯେତବେେଳେ ସିମ୍ରି ଦେଖିଲେ ଯେ, ନଗର କବଳିତ ହାଇୟୋଇଛି, ସେ ପ୍ରାସାଦ ରେ ପ୍ରବେଶ କରି ନିଆଁ ଲଗାଇ ଦେଲେ। ସେ ପୋଡି଼ୟାଇ ମୃତ୍ଯୁବରଣ କଲେ।

ଦିତୀୟ ରାଜାବଳୀ 15:25
ରମଲିଯର ପୁତ୍ର ପକହେ, ପକହଙ୍କେର ସୈନ୍ଯବାହୀନିର ଜଣେ ସନୋପତି ରାଜ ପ୍ରାସାଦ ରେ ପକହେକୁ ହତ୍ଯା କଲେ। ଯେତବେେଳେ ରାଜାଙ୍କୁ ସେ ହତ୍ଯା କଲେ, ତାଙ୍କ ସହିତ ପଗ୍ଭଶ ଗିଲିଯଦୀଯ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ।

ଦିତୀୟ ବଂଶାବଳୀ 36:19
ନବୂଖଦ୍ନିତ୍ସର ଓ ତାଙ୍କର ସୈନ୍ଯଦଳ ମନ୍ଦିରକୁ ଜ୍ବଳାଇ ଦେଲେ। ସମାନେେ ୟିରୁଶାଲମ ପ୍ରାଚୀରକୁ ଭାଙ୍ଗି ପକାଇଲେ ଓ ରାଜା ଓ ତାଙ୍କର ପଦାଧିକାରୀମାନଙ୍କର ସବୁ ଗୃହ ଜ୍ବଳାଇ ଦେଲେ। ସମାନେେ ୟିରୁଶାଲମ ରେ ଥିବା ପ୍ରେତ୍ୟକକ ବହୁମୂଲ୍ଯ ଦ୍ରବ୍ଯକୁ ନଇଗେଲେ ନଚେତ୍ ଧ୍ବଂସ କରି ଦେଲେ।

ଗୀତସଂହିତା 48:3
ଯେଉଁ ଲୋକମାନେ ସହେିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି, ସମାନେେ ଜାଣନ୍ତି ୟେ ତାଙ୍କର ସମସ୍ତ ପ୍ରାସାଦର ଆଶ୍ରଯସ୍ଥଳର ନିରାପଦ ଆଶ୍ରଯସ୍ଥଳ ପରମେଶ୍ବର ଅଟନ୍ତି।

ଗୀତସଂହିତା 48:13
ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ। ସିୟୋନ ପ୍ରାସାଦକୁ ନୀରିକ୍ଷଣ କର, ୟାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।

ଗୀତସଂହିତା 122:7
ମୁଁ ଆଶାକରେ ସଠାେରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ। ମୁଁ ଆଶା କରେ ୟେ, ତୁମ୍ଭର ବିରାଟ ରାଜ ପ୍ରାସାଦରେ ନିରାପଦ ହେଉ।

ହିତୋପଦେଶ 18:19
ବିରକ୍ତ ଭାଇ ଦୃଢ଼ ନଗର ଅପେକ୍ଷା କଷ୍ଟକର। ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ବରୂପ।

ଯିଶାଇୟ 23:13
ତେଣୁ ସୋର ଲୋକମାନେ କୁହନ୍ତି, ବାବିଲର ଲୋକମାନେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।' ମାତ୍ର କଲଦୀଯମାନଙ୍କର ଦେଶକୁ ଦେଖ। ବାବିଲ ବର୍ତ୍ତମାନ ଆଉ ଦେଶ ନୁହେଁ। ଅଶୂରୀଯମାନେ ତାକୁ ଆକ୍ରମଣ କରି ତା'ର ଚାରିପଟେ ଦୁର୍ଗ ନିର୍ମାଣ କରିଛନ୍ତି। ତା'ର ସୈନ୍ଯମାନେ ସହେି ରମଣୀଯ ପ୍ରାସାଦମାନଙ୍କରୁ ସମସ୍ତ ଜିନିଷ ଲୁଟି ନଇେଛନ୍ତି। ବାବିଲକୁ ଧ୍ବଂସ ସ୍ତୁପ ରେ ପରିଣତ କରି ତାକୁ ବନ୍ଯ ଜନ୍ତୁଙ୍କର ବାସସ୍ଥଳୀ ରେ ପରିଣତ କରିଛନ୍ତି।

ଯିଶାଇୟ 25:2
ସୁଦୃଢ଼ ପ୍ରାଚୀର ବେଷ୍ଠିତ ସୁରକ୍ଷିତ ନଗରକୁ ତୁମ୍ଭେ ଧ୍ବଂସ କରିଅଛ ଓ ବର୍ତ୍ତମାନ ତାକୁ ଏକ ପଥର ଗଦା ରେ ପରିଣତ କରିଅଛ। ବିଦେଶୀମାନଙ୍କ ରାଜ ପ୍ରାସାଦକୁ ବିନଷ୍ଟ କରିଛ ଓ ତାହା କବେେ ପୁନର୍ବାର ନିର୍ମିତ ହବେ ନାହିଁ।

ଯିଶାଇୟ 32:14
ମାରେ ଲୋକମାନେ ରାଜନଗରୀ ପରିତ୍ଯାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ଯ ହବେ। ଗିରି ଓ ପ୍ରହରି ଦୁର୍ଗ ଚିରିକାଳ ଗୁହାମଯ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହବେ।

Occurences : 32

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்