Base Word
שָׁאוּל
Short DefinitionShaul, the name of an Edomite and two Israelites
Long Definitiona Benjamite, son of Kish, and the 1st king of Israel
Derivationpassive participle of H7592; asked
International Phonetic Alphabetʃɔːˈʔuːl
IPA modʃɑːˈʔul
Syllablešāʾûl
Dictionshaw-OOL
Diction Modsha-OOL
UsageSaul, Shaul
Part of speechn-pr-m

ଆଦି ପୁସ୍ତକ 36:37
ଏହାପରେ ସମ୍ଲର ମୃତ୍ଯୁପରେ ଫରାତ୍ ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ ତାହା ପଦ ରେ ରାଜତ୍ବ କଲେ।

ଆଦି ପୁସ୍ତକ 36:38
ଶୌଲର ମୃତ୍ଯୁପରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାହା ପଦ ରେ ରାଜତ୍ବ କଲେ।

ଆଦି ପୁସ୍ତକ 46:10
ଶିମିୟୋନର ପୁତ୍ର ୟିମୁଏଲ, ୟାମୀନ୍, ଓହଦ୍, ୟାଖୀନ୍, ସୋହର ଓ ତାହାର କିଣାନୀଯ ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।

ଯାତ୍ରା ପୁସ୍ତକ 6:15
ଶିମିୟୋନଙ୍କର ପୁତ୍ର ୟିମୂଯଲେ, ୟାମୀନ୍ ଓ ଓହଦ୍, ୟାଖୀନ୍, ସୋହର ଓ କିଣାନୀଯା ସ୍ତ୍ରୀର ପୁତ୍ର ଶୈାଲ, ଏମାନେ ଥିଲେଶିମିଯୋନଙ୍କର ବଂଶ।

ଗଣନା ପୁସ୍ତକ 26:13
ସରହଠାରୁେ ସରହେୀଯ ଗୋଷ୍ଠୀ; ଶୌଲଠାରୁ ଶୌଲୀଯ ଗୋଷ୍ଠୀ,

ପ୍ରଥମ ଶାମୁୟେଲ 9:2
କୀଶ୍ଙ୍କର ପକ୍ସ୍ଟଅଙ୍କର ନାମ ଶାଉଲ। ଶାଉଲ ଜଣେ ସକ୍ସ୍ଟନ୍ଦର ପୁରୁଷ ଥିଲେ। ଶାଉଲ ସମସ୍ତ ଇଶ୍ରାୟେଲୀୟଙ୍କ ମଧିଅରେ ସକ୍ସ୍ଟନ୍ଦର ଥିଲେ ଏବଂ ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରକ୍ସ୍ଟ ଅଧିକ ଉଚ୍ଚ ଥିଲେ।

ପ୍ରଥମ ଶାମୁୟେଲ 9:3
ଏକଦା ଶାଉଲଙ୍କ ପିତାଙ୍କର ଗଧସବୁ ହଜିଗଲେ। ତେଣୁ କୀଶ ଶାଉଲକକ୍ସ୍ଟ କହିଲେ, ତୁମ୍ଭେ ଗ୍ଭକରମାନଙ୍କ ମଧ୍ଯରକ୍ସ୍ଟ ଜଣକକ୍ସ୍ଟ ନଇେ ଗଧମାନଙ୍କର ସନ୍ଧାନ ନିଅ।

ପ୍ରଥମ ଶାମୁୟେଲ 9:3
ଏକଦା ଶାଉଲଙ୍କ ପିତାଙ୍କର ଗଧସବୁ ହଜିଗଲେ। ତେଣୁ କୀଶ ଶାଉଲକକ୍ସ୍ଟ କହିଲେ, ତୁମ୍ଭେ ଗ୍ଭକରମାନଙ୍କ ମଧ୍ଯରକ୍ସ୍ଟ ଜଣକକ୍ସ୍ଟ ନଇେ ଗଧମାନଙ୍କର ସନ୍ଧାନ ନିଅ।

ପ୍ରଥମ ଶାମୁୟେଲ 9:5
ଶଷେ ରେ ସମାନେେ ସୂଫ ସହରକକ୍ସ୍ଟ ଆସିଲେ। ତା'ପରେ ଶାଉଲ ତାଙ୍କର ଗ୍ଭକରକକ୍ସ୍ଟ କହିଲେ, ଗ୍ଭଲ! ଆମ୍ଭେ ଫରେିୟିବା, ଆମ୍ଭମାନଙ୍କର ବାପା ଗଧମାନଙ୍କ ପରିବର୍ତେ ଆମ୍ଭମାନଙ୍କ ପାଇଁ ବ୍ଯସ୍ତ ହେଉଥିବେ।

ପ୍ରଥମ ଶାମୁୟେଲ 9:7
ତା'ପରେ ଶାଉଲ ଗ୍ଭକରକକ୍ସ୍ଟ କହିଲେ, ଆମ୍ଭେ ନିଶ୍ଚଯ ସହରକକ୍ସ୍ଟ ୟିବା, କିନ୍ତୁ ଆମ୍ଭମାନେେ ପରମେଶଓରଙ୍କୁ କ'ଣ ଉପହାର ଦବୋ। ବର୍ତ୍ତମାନ ଏପରିକି ଆମ ଖାଦ୍ୟ ମକ୍ସ୍ଟଣାରକ୍ସ୍ଟ ଖାଦ୍ୟ ସରିଗଲାଣି। ଆମ୍ଭେ ତାଙ୍କୁ ଉପହାର କ'ଣ ଦବୋ।

Occurences : 406

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்