Base Word
רָקַם
Short Definitionto variegate color, i.e., embroider; by implication, to fabricate
Long Definitionto variegate, mix colors
Derivationa primitive root
International Phonetic Alphabetrɔːˈk’ɑm
IPA modʁɑːˈkɑm
Syllablerāqam
Dictionraw-KAHM
Diction Modra-KAHM
Usageembroiderer, needlework, curiously work
Part of speechv

ଯାତ୍ରା ପୁସ୍ତକ 26:36
ପବିତ୍ର ତମ୍ବୁର ଦ୍ବାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୁମ୍ର ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତା ରେ ବୁଣାୟିବା ଉଚିତ୍।

ଯାତ୍ରା ପୁସ୍ତକ 27:16
ପ୍ରାଙ୍ଗଣର ପ୍ରବେଶପଥ ନିମନ୍ତେ ପରଦାଟି କୋଡିଏ ହାତ ଲମ୍ବ ହବେ ଉଚିତ୍। ସହେି ପରଦାଟିକୁ ସୂକ୍ଷ୍ମ ନାଇଲନ ସୂତା ରେ ତିଆରି କର ଯାହାକି ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତା ରେ ଶିଳ୍ପକର୍ମ ହାଇେଥିବ। ଏବଂ ଏହାର ତା'ର ଚାରୋଟୀ ସ୍ତମ୍ଭ ଓ ଚାରୋଟୀ ଆଧାର ହବୋ ଉଚିତ୍।

ଯାତ୍ରା ପୁସ୍ତକ 28:39
ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୋମ ବସ୍ତ୍ର ରେ ଓ ପାଗକୁ ଶୁଭ୍ର କ୍ଷୋମ ସୂତ୍ର ରେ ପ୍ରସ୍ତୁତ କରିବ। ପୁଣି କଟୀବନ୍ଧନ ସୂଚୀକର୍ମ ଦ୍ବାରା ଚିତ୍ର ବିଚିତ୍ର କରିବ।

ଯାତ୍ରା ପୁସ୍ତକ 35:35
ସଦାପ୍ରଭୁ ସେ ଦୁହିଁଙ୍କୁ ସ୍ବତନ୍ତ୍ର ଜ୍ଞାନ କୌଶଳ ରେ ପରିପୂର୍ଣ୍ଣ କରିଛନ୍ତି, ସମାନେେ ଯେକୌଣସି କାର୍ୟ୍ଯମାନ କରିପାରିବେ। ସମାନେେ କାଠ କାମ, ପିତ୍ତଳ ନିର୍ମିତ କର୍ମମାନ କରିପାରିବେ। ସମାନେେ ସୁନ୍ଦର କାର୍ୟ୍ଯମାନ ଯଥା: ନୀଳ, ଧୂମ୍ର, ସିନ୍ଦୁର ବର୍ଣ୍ଣ ଓ ଶୁଭ୍ର କ୍ଷୋମ ସୂତ୍ର ରେ ସୂଚୀ କର୍ମ ରେ ଓ ତନ୍ତି କର୍ମମାନ କରିବା ନିମନ୍ତେ ୟାବତୀଯ କର୍ମ ରେ ସମାନଙ୍କେୁ ନିପୁଣ କରିଛନ୍ତି।

ଯାତ୍ରା ପୁସ୍ତକ 36:37
ସମାନେେ ତମ୍ବୁ ପ୍ରବେଶ ଦ୍ବାର ନିମନ୍ତେ ନୀଳ, ଧୁମ୍ର ସିନ୍ଦୁର ବର୍ଣ୍ଣ ଓ କ୍ଷୋମସୂତ୍ର ନିର୍ମିତ ଏକ ପରଦା ବୁଣିଲେ।

ଯାତ୍ରା ପୁସ୍ତକ 38:18
ପ୍ରାଙ୍ଗଣ ଦ୍ବାର ରେ ଆଚ୍ଛାଦନ ବସ୍ତ୍ର ନୀଳଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ର ରେ ଶିଳ୍ପ କର୍ମ ରେ ପରିପୂର୍ଣ୍ଣ ଥିଲା। ପ୍ରାଙ୍ଗଣର ପରଦା ପରି ତାହାର ର୍ଦୈଘ୍ଯ କୋଡିଏ ହାତ ଓ ପ୍ରସ୍ଥ ପାଞ୍ଚ ହାତ ଥିଲା।

ଯାତ୍ରା ପୁସ୍ତକ 38:23
ଦାନ ପରିବାରବର୍ଗର ଅହୀଷାମକଙ୍କ ପୁତ୍ର ଅହଲୀଯାବ ଖାଦେନ କାର୍ୟ୍ଯ ରେ, ରୂପାଙ୍କନ କରିବା ରେ, ନୀଳ ବାଇଗଣୀ ଓ ଲାଲ ବସ୍ତ୍ର ବୁଣିବା ରେ ନିପୁଣ ଥିଲେ ଓ ସେ ତାଙ୍କର ସହକାରୀ ଥିଲେ।

ଯାତ୍ରା ପୁସ୍ତକ 39:29
ସମାନେେ ନୀଳ, ବାଇଗଣୀ, ଲାଲ ରଂଗର ସୂତ୍ର ରେ ଝାଲରେି କାର୍ୟ୍ଯ ଦ୍ବାରା ଏକ କଟୀବନ୍ଧନ ପ୍ରସ୍ତୁତ କଲେ। ସଦାପ୍ରଭୁଙ୍କର ମାଶାଙ୍କେ ପ୍ରତି ଆଜ୍ଞାନୁସା ରେ।

ଗୀତସଂହିତା 139:15
ଯେତବେେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତବେେଳେ ମାରେ ଗଠିତ ହେଉଥିଲା, ସେତବେେଳେ ତୁମ୍ଭେ ମାରେ ଅସ୍ଥି ପିଞ୍ଜରାକୁ ଦେଖିଲ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்