Base Word
רָפָא
Short Definitionproperly, lax, i.e., (figuratively) a ghost (as dead; in plural only)
Long Definitionghosts of the dead, shades, spirits
Derivationfrom H7495 in the sense of H7503
International Phonetic Alphabetrɔːˈpɔːʔ
IPA modʁɑːˈfɑːʔ
Syllablerāpāʾ
Dictionraw-PAW
Diction Modra-FA
Usagedead, deceased
Part of speechn-m

ଆୟୁବ ପୁସ୍ତକ 26:5
ପ୍ ରତଗେଣ ପାତାଳ ରେ ଥିବା ଜଳ ରେ କମ୍ପି ଉଠନ୍ତି।

ଗୀତସଂହିତା 88:10
ତୁମ୍ଭେ କ'ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯା କର ? ମୃତ ଲୋକମାନେ କ'ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ ?

ହିତୋପଦେଶ 2:18
ଯେଉଁ ରାସ୍ତା ତାହାର ଘର ଆଡ଼କୁ, ତାହାର ମୃତ୍ଯୁ ଆଡ଼କୁ ଗଡ଼ଇବେ। ତୁମ୍ଭେ ଯଦି ତାକୁ ଅନୁସରଣ କର ସେ ତୁମ୍ଭକୁ କବରଖାନାକୁ ଆଗଇେ ନବେ।

ହିତୋପଦେଶ 9:18
ସହେି ମୂର୍ଖ ଲୋକମାନେ ଜାଣନ୍ତି ନାହିଁ ଯେ ମୃତ ପ୍ ରତାେତ୍ମା ତା'ର ଗୃହ ରେ ଅଛି ବୋଲି, ଏବଂ ତା'ର ନିମନ୍ତ୍ରିତଗଣ ପାତାଳର ଗଭୀର ସ୍ଥାନ ରେ ଅଛନ୍ତି ବୋଲି।

ହିତୋପଦେଶ 21:16
ଯେ ଜ୍ଞାନ ପଥ ଛାଡ଼ି ଭ୍ରମଣ କରେ, ସେ ମୃତ୍ଯୁ ଲୋକ ମଧିଅରେ ଶଷେ ହବେ।

ଯିଶାଇୟ 14:9
ମୃତ୍ଯୁର ରାଷ୍ଟ୍ର ପାତାଳ ଉେତ୍ତାଳିତ ହାଇପେଡ଼ିବ କାରଣ ତୁମ୍ଭେ ଆସୁଛ। ପାତାଳ ସମସ୍ତ ଜୀବନ ଶକ୍ତିକୁ ଜାଗ୍ରତ କରିବେ। ସହେି ନେତାମାନେ ତୁମ୍ଭ ପାଇଁ କାମ କରିବେ। ସମାନେେ ସହେି ରାଜାମାନଙ୍କୁ ନୀଚାବସ୍ଥା କରିବେ। ସମାନେେ ତୁମ୍ଭକୁ ସ୍ବାଗତ କରିବା ପାଇଁ ସତର୍କ ରହିବେ।

ଯିଶାଇୟ 26:14
ସମାନେେ ମୃତ, ସମାନେେ ଜୀବନ ଫରେି ପାଇବେ ନାହିଁ। ସମାନେେ ଭୂତପରି ଯେଉଁମାନେ କବେେ ହେଲେ ଉଠିବେ ନାହିଁ। ସମାନଙ୍କେୁ ସମାନଙ୍କେର କାର୍ୟ୍ଯକୁ ବିବଚେନା କରି ତୁମ୍ଭେ ସଂହାର କରିଛ ଏବଂ କହେି ସମାନଙ୍କେୁ ମନେ ରଖିବେ ନାହିଁ।

ଯିଶାଇୟ 26:19
ମାତ୍ର ସଦାପ୍ରଭୁ କୁହନ୍ତି, ତୁମ୍ଭର ମୃତମାନେ ଜୀବିତ ହବେେ। ମୃତ ଶବଗୁଡ଼ିକ ପୁଣି ନିଃଶ୍ବାସ ନବୋ ଆରମ୍ଭ କରିବେ। ହେ ଧୂଳିନିବାସୀ ଗଣ, ଉଠ, ଆନନ୍ଦ କର, କାରଣ ତୁମ୍ଭମାନେେ ପ୍ରଭାତ ରେ ତୃଣ ଉପର ଶିଶିର ତୁଲ୍ଯ ଭୂମି ମୃତମାନଙ୍କୁ ଜନ୍ମ ଦବେ।'

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்