Base Word
רָעַע
Short Definitionproperly, to spoil (literally, by breaking to pieces); figuratively, to make (or be) good for nothing, i.e., bad (physically, socially or morally)
Long Definitionto be bad, be evil
Derivationa primitive root
International Phonetic Alphabetrɔːˈʕɑʕ
IPA modʁɑːˈʕɑʕ
Syllablerāʿaʿ
Dictionraw-AH
Diction Modra-AH
Usageafflict, associate selves (by mistake for H7462), break (down, in pieces), + displease, (be, bring, do) evil (doer, entreat, man), show self friendly (by mistake for H7462), do harm, (do) hurt, (behave self, deal) ill, × indeed, do mischief, punish, still, vex, (do) wicked (doer, -ly), be (deal, do) worse
Part of speechv
Base Word
רָעַע
Short Definitionproperly, to spoil (literally, by breaking to pieces); figuratively, to make (or be) good for nothing, i.e., bad (physically, socially or morally)
Long Definitionto be bad, be evil
Derivationa primitive root
International Phonetic Alphabetrɔːˈʕɑʕ
IPA modʁɑːˈʕɑʕ
Syllablerāʿaʿ
Dictionraw-AH
Diction Modra-AH
Usageafflict, associate selves (by mistake for H7462), break (down, in pieces), + displease, (be, bring, do) evil (doer, entreat, man), show self friendly (by mistake for H7462), do harm, (do) hurt, (behave self, deal) ill, × indeed, do mischief, punish, still, vex, (do) wicked (doer, -ly), be (deal, do) worse
Part of speechv

ଆଦି ପୁସ୍ତକ 19:7
ଲୋଟ ସମାନଙ୍କେୁ କହିଲା, ନା! ଭାଇମାନେ ମୁଁ ତୁମ୍ଭଙ୍କୁ ବିନଯ କରୁଅଛି, ଏପରି କୁକାର୍ୟ୍ଯ କର ନାହିଁ।

ଆଦି ପୁସ୍ତକ 19:9
ଘରକୁ ଘରେି ରହିଥିବା ଲୋକମାନେ ଲୋଟଙ୍କୁ କହିଲେ, ଏହିଠାକୁ ଆସ! ଏହପରେ ପରସ୍ପରକୁ କହିଲେ, ଏହି ଲୋଟ, ଆମ ସହର ରେ ଏକ ଭ୍ରମଣକାରୀ। ବର୍ତ୍ତମାନ ସେ ଆମ୍ଭର ଜୀବନ ଶୈଳକୁ ସମାଲୋଚନା କରିବାକୁ ସାହାସ କରୁଛି! ତା'ପରେ ସହେି ଲୋକମାନେ ସମାନଙ୍କେର ଲୋଟକୁ କହିଲେ, ଆମ୍ଭମାନେେ ସମାନଙ୍କେୁ ଯେତିକି ଆଘାତ କରିବା ପାଇଁ ଯୋଜନା କରିଛୁ ତା' ଅପାକ୍ଷା ଆମ୍ଭେ ତୁମ୍ଭକୁ ଅଧିକ ଆଘାତ କରିବୁ। ସମାନେେ ସମାନଙ୍କେର କଥା ରେ ତା' ଉପରେ ଚାପ ପକାଇଲେ। ଏହାପରେ ସମାନେେ ଅତି ନିକଟତର ହପୋକୁ ଲାଗିଲେ ଓ କବାଟ ଭାଙ୍ଗିବାକୁ ଉଦ୍ଯତ ହେଲେ।

ଆଦି ପୁସ୍ତକ 21:11
ଏହି ଦୁଃଖ ଅବ୍ରହାମଙ୍କୁ ଘାରିଲା, ସେ ତାଙ୍କର ପୁତ୍ର ଇଶ୍ମାଯଲେ ବିଷଯ ରେ ବହୁତ ଭାବିଲେ।

ଆଦି ପୁସ୍ତକ 21:12
କିନ୍ତୁ ପରମେଶ୍ବର ଅବ୍ରହାମକୁ କହିଲେ, ତୁମ୍ଭର ସହେି ଦାସୀ ଏବଂ ତାଙ୍କର ପୁତ୍ର ପାଇଁ ବ୍ଯସ୍ତ ହବୋର ନାହିଁ। ସାରା ଯେପରି ଚାହୁଁଛି ସପରେି କର। ଇସ୍ହାକ ତୁମ୍ଭର ପରିବାରର ନାମ ରଖିବ।

ଆଦି ପୁସ୍ତକ 31:7
ତୁମ୍ଭର ପିତା ମାେତେ ପ୍ରତାରଣା କଲେ। ତୁମ୍ଭର ପିତା ମାରେ ବତନେ ଦଶଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କଲେ। ସେ ଲାବନକୁ ମାରେ କ୍ଷତି କରିବାକୁ ଦେଲେ ନାହିଁ।

ଆଦି ପୁସ୍ତକ 38:10
ଏଥି ରେ ସଦାପ୍ରଭୁ କ୍ରୋଧିତ ହେଲେ ଓ ଓନନକୁ ମାରି ଦେଲେ।

ଆଦି ପୁସ୍ତକ 43:6
ଯାକୁବ କହିଲା, ତୁମ୍ଭମାନେେ କାହିଁକି କହିଲ ଯେ ତୁମ୍ଭର ଆଉ ଏକ ଭାଇ ଅଛି ବୋଲି? ତୁମ୍ଭମାନେେ ମାେ ପାଇଁ ଏକ ଖରାପ କାର୍ୟ୍ଯ କାହିଁକି କଲ?

ଆଦି ପୁସ୍ତକ 44:5
ମାରେ ମହାଶୟ ସହେି କପ୍ରୁ ପାନକରିସାରିବା ପରେ ଗୁପ୍ତକଥାଗୁଡ଼ିକ ଅଲୌକିକ ଶକ୍ତି ଜରିଆ ରେ ଜାଣିବାକୁ ଏହା ବ୍ଯବହାର କରନ୍ତି। କାହିଁକି ତୁମ୍ଭମାନେେ ଏହି ମନ୍ଦ କାର୍ୟ୍ଯ କଲ?

ଯାତ୍ରା ପୁସ୍ତକ 5:22
ଏହାପରେ ମାଶାେ ସଦାପ୍ରଭୁଙ୍କ ପାଖକୁ ଫରେିଗଲେ ଓ କହିଲେ, ହେ ପ୍ରଭୁ, କାହିଁକି ତୁମ୍ଭର ଲୋକମାନଙ୍କ ପାଇଁ ଏପରି ବିପଦମାନ ସୃଷ୍ଟି କଲ। ତୁମ୍ଭେ ମାେତେ କାହିଁକି ଏହି ସ୍ଥାନକୁ ପଠାଇଲ?

ଯାତ୍ରା ପୁସ୍ତକ 5:23
ମୁଁ ଫାରୋଙ୍କ ନିକଟକୁ ୟାଇ ତୁମ୍ଭେ ଯାହା କହିବାକୁ ମାେତେ କହିଥିଲ, ମୁଁ କହିଲି। କିନ୍ତୁ ସହେି ସମୟଠାରୁ ସେ ତୁମ୍ଭର ଲୋକମାନଙ୍କ ପାଇଁ ନିଷ୍ଠୁର ହେଲେ। କିନ୍ତୁ ତୁମ୍ଭେ ସମାନଙ୍କେୁ ସାହାୟ୍ଯ କରିବା ପାଇଁ କିଛି କଲ ନାହିଁ।

Occurences : 93

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்