Base Word
רַעְמְסֵס
Short DefinitionRameses or Raamses, a place in Egypt
Long Definitiona city in lower Egypt built by Hebrew slaves; probably in Goshen
Derivationor רַעַמְסֵס; of Egyptian origin
International Phonetic Alphabetrɑʕ.mɛ̆ˈses
IPA modʁɑʕ.mɛ̆ˈses
Syllableraʿmĕsēs
Dictionra-meh-SASE
Diction Modra-meh-SASE
UsageRaamses, Rameses
Part of speechn-pr-loc

ଆଦି ପୁସ୍ତକ 47:11
ଯୋଷଫେ ଫାରୋ ଯେପରି ଆଜ୍ଞା ଦେଲେ ସପରେି କଲେ ଓ ଭାଇମାନଙ୍କୁ ଭୂମି ଦେଲେ। ସହେି ଭୂମି ମିଶର ରେ ସବୁଠାରୁ ଉତ୍ତମ ଭୂମି ଥିଲା। ରାମିଷେଷ୍ ଅଞ୍ଚଳ ତାଙ୍କ ଅଧିକାର ରେ ଦେଲେ।

ଯାତ୍ରା ପୁସ୍ତକ 1:11
ମିଶରୀଯ ଲୋକମାନେ ସମାନଙ୍କେୁ କଠିନ ପରିଶ୍ରମ ଦ୍ବାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀଯମାନେ ସମାନଙ୍କେ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠା ରେ ଫାରୋ ଖାଦ୍ୟ ଶସ୍ଯ ରଖୁଥିଲେ।

ଯାତ୍ରା ପୁସ୍ତକ 12:37
ଇଶ୍ରାୟେଲୀୟ ଲୋକମାନେ ରମିଷେଷ୍ଠାରୁ ସୁକ୍କୋତ୍କୁ ୟାତ୍ରା କଲେ। ସମାନେେ ପିଲାମାନଙ୍କୁ ଛାଡି ମାଟେ ରେ 6,00,000 ଲୋକ ଥିଲେ।

ଗଣନା ପୁସ୍ତକ 33:3
ପ୍ରଥମ ମାସର ପଞ୍ଚଦଶ ଦିନ ରେ, ସମାନେେ ରାମିଷଷଠାରୁେ ୟାତ୍ରା କଲେ। ଇଶ୍ରାୟେଲର ଲୋକମାନେ ମିଶରବାସୀଙ୍କ ଆଗ ରେ ଦାମ୍ଭିକତାର ସହକା ରେ ବାହାରି ଗଲେ। ଏହା ନିସ୍ତାର ପର୍ବର ପରବର୍ତ୍ତି ଦିନ ଥିଲା।

ଗଣନା ପୁସ୍ତକ 33:5
ଇଶ୍ରାୟେଲର ଲୋକମାନେ ରାମିଷଷଠାରୁେ ୟାତ୍ରା କରି ସୁକ୍କୋତର ଛାଉଣୀ ସ୍ଥାପନ କଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்