Base Word
רַעְיָה
Short Definitiona female associate
Long Definitionattendant maidens, companion
Derivationfeminine of H7453
International Phonetic Alphabetrɑʕˈjɔː
IPA modʁɑʕˈjɑː
Syllableraʿyâ
Dictionra-YAW
Diction Modra-YA
Usagefellow, love
Part of speechn-f

ବିଚାରକର୍ତାମାନଙ୍କ ବିବରଣ 11:37
ସେ ଆହକ୍ସ୍ଟରି ତାଙ୍କ ପିତାଙ୍କୁ କହିଲା, କିନ୍ତୁ ପ୍ରଥମେ ମାେ ପାଇଁ ଏହିପରି କର। ମାେତେ ପ୍ରଥମେ ଦକ୍ସ୍ଟଇମାସ ଏକକ୍ସ୍ଟଟିଆ ରହିବାକକ୍ସ୍ଟ ଦିଅ। ତହିଁରେ ମୁ ମାରେ ସାଙ୍ଗମାନଙ୍କ ସଙ୍ଗ ରେ ପର୍ବତମଯ ସ୍ଥାନକକ୍ସ୍ଟ ୟାଇ ନିଜର କକ୍ସ୍ଟମାରିତ୍ବ ବିଷଯ ରେ ବିଳାପ କରିବି।

ପରମଗୀତ 1:9
ଆଗୋ ମାରେ ପ୍ରିୟେ ମୁଁ ଫାରୋର ରଥର ଅଶ୍ବିନୀ ସଙ୍ଗେ ତୁମ୍ଭର ଉପମା ଦଇେଅଛି।

ପରମଗୀତ 1:15
ଆଗୋ ମାରେ ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ ଦେଖ। ତୁମ୍ଭେ ସୁନ୍ଦରୀ ଅଟ। ତୁମ୍ଭର ଆଖି କପୋତ ପରି ଅଟେ।

ପରମଗୀତ 2:2
ହେ ମାରେ ପ୍ରିୟେ, କଣ୍ଟକ ମଧିଅରେ ଶାେଶନ୍ ପୁଷ୍ପ ସହେିପରି ତୁମ୍ଭେ ୟୁବତୀଗଣ ମଧିଅରେ ମାରେ ପ୍ରିଯା।

ପରମଗୀତ 2:10
ମାହେର ପ୍ରିଯତମ କଥା କହିଲେ ଓ ସେ ମାେତେ କହିଲେ, ହେ ମାରେ ପ୍ରିୟେ, ମାହେର ସୁନ୍ଦରୀ, ଉଠ, ବାହାରି ଆସ।

ପରମଗୀତ 2:13
ପାଚିଲା ଡ଼ିମ୍ବିରି ଫଳସବୁ ଡ଼ିମିରି ବୃକ୍ଷ ରେ ଅଙ୍କୁରିତ ହେଉଛି। ଦ୍ରାକ୍ଷାଲତା ପୁଷ୍ପିତ ହାଇେ ଏହାର ସୁବାସ ବିଚ୍ଛୁରିତ ହାଇଯୋଉଛି। ହେ ମାରେ ପ୍ରିୟେ, ମାରେ ସୁନ୍ଦରୀ, ଉଠ ଏବଂ ବାହାରକୁ ଆସ।

ପରମଗୀତ 4:1
ହେ ମାରେ ପ୍ରିୟେ, ତୁମ୍ଭେ ସୁନ୍ଦରୀ ଓ ତୁମ୍ଭେ ଓଢ଼ଣା ତଳେ ସୁନ୍ଦରୀ ଦଖାୟୋଅ। ତୁମ୍ଭ ନେତ୍ର କପୋତ ତୁଲ୍ଯ, ତୁମ୍ଭର କେଶ ଗିଲିଯଦ ପର୍ବତରୁ ଓହ୍ଲାଇ ଆସୁଥିବା ଛଳେିପଲ ତୁଲ୍ଯ।

ପରମଗୀତ 4:7
ଆଗୋ ମାରେ ପ୍ରିୟେ, ତୁମ୍ଭେ ମୁଣ୍ଡରୁ ପାଦ ୟାଏ ସୁନ୍ଦରୀ। ତୁମ୍ଭଠା ରେ କୌଣସି ଖୁଣ ନାହିଁ।

ପରମଗୀତ 5:2
ମୁଁ ନିଦ୍ରିତା ଥିଲି, ମାତ୍ର ମାରେ ହୃଦଯ ଜାଗ୍ରତ ଥିଲା। ଏତ ମାେ ପ୍ରିଯତମଙ୍କ ରବ। ସେ ଦ୍ବାର ରେ ଆଘାତ କରି କହୁଛନ୍ତି, ଆଗୋ ମାରେ ଭଗିନୀ, ମାରେ ପ୍ରିୟେ, ମାରେ କପୋତୀ, ମାହେର ଶୁଦ୍ଧମତି ମାେ ପାଇଁ ଦ୍ବାର ଫିଟାଅ। କାରଣ ମାରେମସ୍ତକ ଶିଶିର ରେ ମାହେର କେଶ ରାତ୍ରିର ଜଳ ବିନ୍ଦୁ ରେ ପରିପୂର୍ଣ୍ଣ।

ପରମଗୀତ 6:4
ଆଗୋ ମାରେ ପ୍ରିୟେ, ତୁମ୍ଭେ ତିର୍ସାପରି ସୁନ୍ଦରୀ। ୟିରୁଶାଲମ ପରି ଶୋଭାବତୀ, ଧୂଜାଧାରି ସୈନ୍ଯପରି ଭୟଙ୍କରୀ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்