Base Word
רֹמַח
Short Definitiona lance (as thrown); especially the iron point
Long Definitionspear, lance
Derivationfrom an unused root meaning to hurl
International Phonetic Alphabetroˈmɑħ
IPA modʁo̞wˈmɑχ
Syllablerōmaḥ
Dictionroh-MA
Diction Modroh-MAHK
Usagebuckler, javelin, lancet, spear
Part of speechn-m

ଗଣନା ପୁସ୍ତକ 25:7
ତେଣୁ ହାରୋଣ ଯାଜକର ପୌତ୍ର, ଇଲିଯାସରର ପୁତ୍ର ପୀନହସ ତାହା ଦେଖି ମଣ୍ତଳୀ ମଧ୍ଯରୁ ଉଠି ହାତ ରେ ଏକ ବର୍ଚ୍ଛା ନଲୋ।

ବିଚାରକର୍ତାମାନଙ୍କ ବିବରଣ 5:8
ପରମେଶ୍ବର ନୂତନ ନେତାମାନଙ୍କୁ ନଗର ଦ୍ବାରା ରେ ୟକ୍ସ୍ଟଦ୍ଧ କରିବାକୁ ମନୋନୀତ କଲେ। ସମଗ୍ର ଇଶ୍ରାୟେଲର 40,000 ମଧିଅରେ ଏକ ବର୍ଚ୍ଛା ବା ଢାଲ ଦଖାଗେଲା ନାହିଁ।

ପ୍ରଥମ ରାଜାବଳୀ 18:28
ତେଣୁ ସମାନେେ ଉଚ୍ଚସ୍ବର ରେ ପ୍ରାର୍ଥନା କଲେ। ସମାନେେ ଖଣ୍ତା ଓ ବର୍ଚ୍ଛା ରେ ନିଜକୁ କ୍ଷତ ବିକ୍ଷତ କଲେ। ଏହିପରି ସମାନେେ ପୂଜା କରୁଥିଲେ। ସମାନଙ୍କେ ଶରୀରରୁ ଧାର ଧାର ରକ୍ତ ବହିଲା।

ପ୍ରଥମ ବଂଶାବଳୀ 12:8
ଦାଉଦଙ୍କର ମରୁଭୂମିସ୍ଥ ଦୁର୍ଗ ରେ ଗାଦ୍ ପରିବାର ବର୍ଗର କେତଜେଣ ଆସି ସଠାେରେ ବାସ କଲେ। ସମାନେେ ୟୁଦ୍ଧ ବିଦ୍ଯା ରେ ତାଲିମପ୍ରାପ୍ତ ଅତି ସାହସୀ ସୈନ୍ଯଗଣ ଥିଲେ। ସମାନେେ ବର୍ଚ୍ଛା ଓ ଢ଼ାଲ ଚାଳନା ରେ ଦକ୍ଷ ଥିଲେ। ସମାନେେ ସିଂହ ପରି ଅତି ଭୟଙ୍କର ଥିଲେ। ପର୍ବତ ରେ ହରିଣ ସଦୃଶ ଦ୍ରୁତ ଗତି ରେ ଦୌଡ଼ି ମଧ୍ଯ ପାରୁଥିଲେ।

ପ୍ରଥମ ବଂଶାବଳୀ 12:24
ଯିହୁଦା ଗୋଷ୍ଠୀରୁ 6,800 ଲୋକ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସମାନେେ ଢ଼ାଲ ଓ ବର୍ଚ୍ଛା ବହନ କରୁଥିଲେ।

ଦିତୀୟ ବଂଶାବଳୀ 11:12
ଆହୁରି ମଧ୍ଯ, ରିହବିଯାମ୍ ପ୍ରେତ୍ୟକକ ନଗର ରେ ଢ଼ାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ଯନ୍ତ ଦୃଢ଼ କଲେ। ରିହବିଯାମ୍ ଯିହୁଦା ଓ ବିନ୍ଯାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନ ରେ ରଖିଲେ।

ଦିତୀୟ ବଂଶାବଳୀ 14:8
ଆସାଙ୍କର ଯିହୁଦା ବଂଶରୁ 3,00,000 ଓ ବିନ୍ଯାମୀନ ବଂଶରୁ 2 ,80,000 ଲୋକଙ୍କର ଏକ ସୈନ୍ଯଦଳ ଥିଲା। ଯିହୁଦାର ଲୋକମାନେ ବିରାଟକାଯ ଢ଼ାଲ ଓ ବର୍ଚ୍ଛାମାନ ବହନ କରୁଥିଲେ। ବିନ୍ଯାମୀନର ଲୋକମାନେ େଛାଟ େଛାଟ ଢ଼ାଲ ଧରୁଥିଲେ ଓ ଧନୁରୁ ତୀର ନିକ୍ଷପେ କରୁଥିଲେ। ଏହି ସମସ୍ତ ଲୋକ ଶକ୍ତିଶାଳୀ ଓ ସାହସୀ ଥିଲେ।

ଦିତୀୟ ବଂଶାବଳୀ 25:5
ଅମତ୍ସିଯ ଯିହୁଦାର ଲୋକମାନଙ୍କୁ ଏକତ୍ର ଠୁଳ କଲେ, ସେ ସମାନଙ୍କେ ବଂଶାନୁୟାଯୀ ସମାନଙ୍କେୁ ଦଳଭୁକ୍ତ କଲେ ଓ ସେ ସନୋଧ୍ଯକ୍ଷ ଓ ସନୋପତିମାନଙ୍କୁ ସହେି ଦଳଗୁଡ଼ିକର ଦାଯିତ୍ବ ରେ ରଖିଲେ। ସହେି ନେତାମାନେ ଯିହୁଦା ଓ ବିନ୍ଯାମୀନର ଆଗତ ସମସ୍ତ ସୈନ୍ଯମାନଙ୍କର ଦାଯିତ୍ବ ରେ ଥିଲେ। ଯେଉଁ ବ୍ଯକ୍ତିମାନଙ୍କୁ ସୈନ୍ଯରୂପେ ମନୋନୀତ କରାୟାଇଥିଲା, ସମାନେେ କୋଡ଼ିଏ ବର୍ଷ ବା ତଦୁର୍ଦ୍ଧ ବଯସର ଥିଲେ। ସର୍ବ ମାଟେ 3 ,00,000 ଦକ୍ଷ ସୈନ୍ଯମାନେ ବର୍ଚ୍ଛା ଓ ଢ଼ାଲ ସହିତ ୟୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ଥିଲେ।

ଦିତୀୟ ବଂଶାବଳୀ 26:14
ଉଷିୟ ସୈନ୍ଯଦଳକୁ ଢ଼ାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟଣେୀ ପାଇଁ ପଥର ଦେଲେ।

ନିହିମିୟା 4:13
ଏଣୁ ମୁଁ ପ୍ରାଚୀର ପଛଆଡେ ନୀଚସ୍ଥ ମଲୋ ସ୍ଥାନ ରେ ଲୋକମାନଙ୍କୁ ସମାନଙ୍କେ ପରିବାର ଅନୁସାରେ ସମାନଙ୍କେୁ ଖଡ୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିୟୁକ୍ତ କଲି।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்