Base Word
רְכֻלָּה
Short Definitiontrade (as peddled)
Long Definitionmerchandise, traffic, trade
Derivationfeminine passive participle of H7402
International Phonetic Alphabetrɛ̆.kulˈlɔː
IPA modʁɛ̆.χuˈlɑː
Syllablerĕkullâ
Dictionreh-kool-LAW
Diction Modreh-hoo-LA
Usagemerchandise, traffic
Part of speechn-f

ଯିହିଜିକଲ 26:12
ପୁଣି ସମାନେେ ତୁମ୍ଭର ସମ୍ପଦ ସବୁ ଲୁଟି ନବେେ ଓ ତୁମ୍ଭର ବାଣିଜ୍ଯ ଦ୍ରବ୍ଯ ହରଣ କରିବେ। ଆଉ ମଧ୍ଯ ସମାନେେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେଓ ତୁମ୍ଭର ରମଣୀଯ ଗୃହଗୁଡ଼ିକୁ ଧ୍ବଂସ କରିବେ। ପୁଣି ସମାନେେ ତୁମ୍ଭର ପ୍ରସ୍ତର କାଷ୍ଠ ଓ ଧୂଳିସବୁ ନଇେ ସମୁଦ୍ର ଜଳ ରେ ନିକ୍ଷପେ କରିବେ।

ଯିହିଜିକଲ 28:5
ତୁମ୍ଭେ ଆପଣା ମହାଜ୍ଞାନ ଦ୍ବାରା ଓ ବାଣିଜ୍ଯ ଦ୍ବାରା ଆପଣାର ଧନ ବଢ଼ାଇ ଅଛ। ଆଉ ତୁମ୍ଭର ଏହି ଧନ ସକାେଶ ତୁମ୍ଭର ଚିତ୍ତ ଗର୍ବିତ ହାଇେଅଛି।

ଯିହିଜିକଲ 28:16
ତୁମ୍ଭେ ବାଣିଜ୍ଯ କରି ବହୁ ଧନ ସମ୍ପଦ ଆଣିଥିଲ। ମାତ୍ର ସହେି ଧନସମ୍ପଦ ଯୋଗୁଁ ତୁମ୍ଭର ଅଭ୍ଯନ୍ତର ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହେଲା। ଆଉ ତୁମ୍ଭେ ପାପ କଲ। ଏଣୁ ମୁଁ ଅଶୁଚି ବସ୍ତୁ ତୁଲ୍ଯ ତୁମ୍ଭକୁ ପରମେଶ୍ବରଙ୍କ ପର୍ବତରୁ ପକାଇ ଦଇେଅଛି। ଆଉ ମନୋନୀତ କିରୂବଦୂତ, ମୁଁ ତୁମ୍ଭକୁ ଉନ୍ନତ ପ୍ରସ୍ତରରୁ ବିତାଡ଼ିତ କଲି।

ଯିହିଜିକଲ 28:18
ତୁମ୍ଭେ ନିଜର ଅଧର୍ମର ବାହୁଲ୍ଯ ରେ, ନିଜ ବାଣିଜ୍ଯ ବିଷଯକ ଅନ୍ଯାଯ ଦ୍ବାରା ନିଜର ପବିତ୍ର ସ୍ଥାନସବୁ ଅପବିତ୍ର କରିଅଛ। ଏଣୁ ମୁଁ ତୁମ୍ଭ ମଧ୍ଯରୁ ଅଗ୍ନି ବାହାର କଲି ଓ ତାହା ତୁମ୍ଭକୁ ଗ୍ରାସ କଲା। ପୁଣି ମୁଁ ସମସ୍ତଙ୍କୁ ଦଖାଇବୋ ପାଇଁ ତୁମ୍ଭକୁ ଧୂଳି ରେ ପରିଣତ କରିଛି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்