Base Word
רָכַךְ
Short Definitionto soften (intransitively or transitively), used figuratively
Long Definitionto be tender, be soft, be weak
Derivationa primitive root
International Phonetic Alphabetrɔːˈkɑk
IPA modʁɑːˈχɑχ
Syllablerākak
Dictionraw-KAHK
Diction Modra-HAHK
Usage(be) faint(-hearted), mollify, (be, make) soft(-er), be tender
Part of speechv

ଦିତୀୟ ବିବରଣ 20:3
' ହେ ଇଶ୍ରାୟେଲବାସୀ ମାରେ କଥା ଶକ୍ସ୍ଟଣ। ଆଜି ତୁମ୍ଭମାନେେ ତୁମ୍ଭର ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ୟିବ। ତୁମ୍ଭମାନେେ କବେେ ଭୟକରିବ ନାହିଁ, ତୁମ୍ଭମାନଙ୍କେର ହୃଦଯ ଦୁର୍ବଳ କରନାହିଁ।

ଦିତୀୟ ରାଜାବଳୀ 22:19
ଭୟଙ୍କର ଜିନିଷ ଏହି ନିବାସୀ ଓ ଏହି ସ୍ଥାନ ରେ ଘଟିବ। ଏହାଶୁଣି ତୁମ୍ଭର ହୃଦଯ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁ ରେ ନିଜକୁ ନମ୍ର କଲ ଓ ନିଜ ବସ୍ତ୍ର ଚିରିଲ ଓ ମାେ ଛାମୁ ରେ କ୍ରନ୍ଦନ କଲ। ଏଣୁ ମୁଁ ତୁମ୍ଭର ବିନତି ଶୁଣିଲି।'

ଦିତୀୟ ବଂଶାବଳୀ 34:27
'ଯେତବେେଳେ ତୁମ୍ଭମାନେେ ଏହି ସ୍ଥାନ ବିଷଯ ରେ ଓ ଏଠା ରେ ବାସ କରୁଥିବା ଲୋକମାନଙ୍କ ବିଷଯ ରେ ପରମେଶ୍ବରଙ୍କର ବାର୍ତ୍ତା ଶୁଣିଲ, ତୁମ୍ଭମାନେେ ଦୁଃଖ କଲ, ପରମେଶ୍ବରଙ୍କ ଆଗ ରେ ନିଜକୁ ନମଯ କଲ ଏବଂ ଦୁଃଖ ରେ ନିଜର ବସ୍ତ୍ରକୁ ଚିରି ପକାଇଲ। ଆମ୍ଭେ ତାହା ଦେଖିଲୁ, ସଦାପ୍ରଭୁ କହନ୍ତି।

ଆୟୁବ ପୁସ୍ତକ 23:16
ପରମେଶ୍ବର ମାରେ ହୃଦଯକୁ ଦୁର୍ବଳ କରିଛନ୍ତି। ମୁଁ ସାହସ ହରାଇ ଦେଉଛି। ସର୍ବଶକ୍ତିମାନ ପରମେଶ୍ବର ମାେତେ ଭୟଭୀତ କରୁଛନ୍ତି।

ଗୀତସଂହିତା 55:21
ମାରେ ଶତ୍ରୁ ତା'ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା'ର ପ୍ରତିଜ୍ଞା ଭଂଗ କରେ। ତା'ର କଥାଗୁଡ଼ିକ ଲବଣୀ ତୁଲ୍ଯ ଚିକ୍କଣ। କିନ୍ତୁ ତା ହୃଦଯରେ ଘୃଣା ଅଛି। ତା'ର କଥାଗୁଡ଼ିକ ତଲେ ସଦୃଶ ଦିଛିଳ, କିନ୍ତୁ ସଗେୁଡ଼ିକ ଧାରୁଆ ଖଡ୍ଗ ତୁଲ୍ଯ କାଟନ୍ତି।

ଯିଶାଇୟ 1:6
ତୁମ୍ଭମାନଙ୍କର ଆପାଦମସ୍ତକ କ୍ଷତ ବିକ୍ଷତ ଓ ପୂଜ ଘା' ରେ ପରିପୂର୍ଣ୍ଣ। ତୁମ୍ଭମାନେେ ସେ କ୍ଷତର ଯତ୍ନ ନଲେ ନାହିଁ। ତୁମ୍ଭମାନଙ୍କର ସହେି କ୍ଷତଗୁଡ଼ିକ ପରିଷ୍କୃତ ହାଇେ ନାହିଁ କିମ୍ବା ଆବୃତ ହାଇେ ନାହିଁ।

ଯିଶାଇୟ 7:4
ଆହସଙ୍କୁ କୁହ, ସାବଧାନ ଓ ସୁସ୍ଥିର ହୁଅ। ଭୟଭୀତ ହୁଅ ନାହିଁ।ସସହି ଦୁଇବ୍ଯକ୍ତି ଉତ୍ସୀନ ଓ ରମଲିଯର ପୁତ୍ରକୁ ଭୟ କରନାହିଁ।ସସ ଦୁଇଜଣ ଦୁଇଟି ନିଆଁଖୁଣ୍ଟା ସଦୃଶ। ଅତୀତସରସସମାଲନ ଜ୍ବଳନ୍ତ ଅଗ୍ନି ସଦୃଶ ଥିଲଲ। ମାତ୍ର ବର୍ତ୍ତମାନସସମାଲନ କଲବଳ ଧୂମ ସଦୃଶ। ଉତ୍ସୀନ, ଅରାମ ଓ ରମଲିଯର ପୁତ୍ରରସକାରଧକୁ ଭୟ କର ନାହିଁ।

ଯିରିମିୟ 51:46
ତୁମ୍ଭମାନେେ ନିଜ ନିଜ ହୃଦଯକୁ ଦୁର୍ବଳ କର ନାହିଁ। କି ଦେଶ ମଧିଅରେ ହେଉଥିବା ଜନରବକୁ ଶୁଣି ଭୀତ ହୁଅ ନାହିଁ। କାରଣ ଏ ବର୍ଷ ଏକ ଜନରବ ଉଠିବ ଓ ଅନ୍ୟ ବର୍ଷ ଅନ୍ୟ ଜନରବ ହବେ। ପୁଣି ସେ ଜନରବ ଭୟଙ୍କର ୟୁଦ୍ଧ ବିଷଯ ରେ ହବେ ଓ ଜଣେ ଶାସକ ଅନ୍ୟ ଏକ ଶାସକର ବିପକ୍ଷ ହବେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்