Base Word
רָכִיל
Short Definitiona scandal-monger (as travelling about)
Long Definitionslander, slanderer, tale bearer, informer
Derivationfrom H7402
International Phonetic Alphabetrɔːˈkɪi̯l
IPA modʁɑːˈχiːl
Syllablerākîl
Dictionraw-KEEL
Diction Modra-HEEL
Usageslander, carry tales, talebearer
Part of speechn-m

ଲେବୀୟ ପୁସ୍ତକ 19:16
ତୁମ୍ଭେ ଖଳ କହି ଆପଣା ଲୋକମାନଙ୍କ ମଧିଅରେ ଏଣେ ତଣେେ ବୁଲିବ ନାହିଁ କିମ୍ବା ପ୍ରତିବେଶୀର ଜୀବନ ପ୍ରତି ବିପଦ ଆସିଲା ଭଳି କୌଣସି କାର୍ୟ୍ଯ କରିବ ନାହିଁ। ଆମ୍ଭେ ସଦାପ୍ରଭୁ।

ହିତୋପଦେଶ 11:13
କାରଣ କୁତ୍ସାରଟନାକାରୀ ଯେଉଁଆଡ଼େ ସେ ୟାଏ ବିଶ୍ବାସ ରେ ବିଶ୍ବାସଘାତକତା କରେ। କିନ୍ତୁ ଜଣେ ବିଶ୍ବସନୀଯ ଲୋକ ଗୁପ୍ତକଥା ଲୁଚାଇ ରେଖ।

ହିତୋପଦେଶ 20:19
ଯେ ଖଚୁଆ ହାଇେ ବୁଲେ, ସେ ଗୁପ୍ତକଥା ପ୍ରକାଶ କରେ। ଏଥିପାଇଁ ତା' ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖ ନାହିଁ। ଯେ ଗପିବାକୁ ଭଲ ପାଏ।

ଯିରିମିୟ 6:28
ସମାନେେ ଅତ୍ଯନ୍ତ ଅବାଧ୍ଯ, ଚାରିଆଡ଼େ ସମାନେେ ନିନ୍ଦାଗାନ କରନ୍ତି। ସମାନେେ ପିତ୍ତଳ ଓ ଲୁହାପରି, ସମାନେେ ସମସ୍ତେ ଦୁର୍ନୀତିଗ୍ରସ୍ତ ଭାବରେ କାମ କରନ୍ତି।

ଯିରିମିୟ 9:4
ତୁମ୍ଭମାନେେ ପ୍ରେତ୍ୟକକ ପ୍ରତିବେଶୀ ପ୍ରତି ସାବଧାନ ହୁଅ ଓ କୌଣସି ଭ୍ରାତାକୁ ବିଶ୍ବାସ କର ନାହିଁ। କାରଣ ପ୍ରେତ୍ୟକକ ଭ୍ରାତା ପ୍ରତାରକ ଓ ପ୍ରେତ୍ୟକକ ପ୍ରତିବେଶୀ ତୁମ୍ଭମାନଙ୍କର ନିନ୍ଦା ଗାଇ ବୁଲିବେ।

ଯିହିଜିକଲ 22:9
ରକ୍ତପାତ କରିବାକୁ ନିନ୍ଦୁକମାନେ ତୁମ୍ଭ ମଧିଅରେ ଏଠା ରେ ରହିଅଛନ୍ତି। ତୁମ୍ଭମାନଙ୍କ ମଧ୍ଯରୁ ଲୋକମାନେ ଉଚ୍ଚ ପର୍ବତ ରେ ମୂର୍ତ୍ତିମାନଙ୍କୁ ଉତ୍ସର୍ଗମାନ ଅର୍ପଣ କଲେ ଏବଂ ପବିତ୍ରସ୍ଥାନର ବଳିଦାନ କରି ଭୋଜନ କରିଅଛନ୍ତି,

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்