Base Word
רָחָב
Short Definitionroomy, in any (or every) direction, literally or figuratively
Long Definitionbroad, wide
Derivationfrom H7337
International Phonetic Alphabetrɔːˈħɔːb
IPA modʁɑːˈχɑːv
Syllablerāḥāb
Dictionraw-HAWB
Diction Modra-HAHV
Usagebroad, large, at liberty, proud, wide
Part of speecha

ଆଦି ପୁସ୍ତକ 34:21
ଏହି ଲୋକମାନେ ଆମ ସହିତ ବନ୍ଧୁତା କରିବାକୁ ଚାହୁଁଛନ୍ତି। ଆମ୍ଭମାନେେ ଆମ୍ଭ ଦେଶ ରେ ତାଙ୍କୁ ଶାନ୍ତେ ରେ ବାସ କରିବାକୁ ଦବୋ। ଆମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପାଇଁ ୟଥେଷ୍ଟ ଭୂମି ଅଛି। ଆମ୍ଭମାନେେ ତାଙ୍କ କନ୍ଯାମାନଙ୍କୁ ବିବାହ କରି ପାରିବା। ଆମ୍ଭମାନେେ ମଧ୍ଯ ଆମ୍ଭମାନଙ୍କର କନ୍ଯାମାନଙ୍କୁ ତାଙ୍କ ସହିତ ବିବାହ ଦଇେ ପାରିବା।

ଯାତ୍ରା ପୁସ୍ତକ 3:8
ଏଥି ନିମନ୍ତେ ଆମ୍ଭେ ସମାନଙ୍କେୁ ମିଶରୀଯମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ଯକୁ ୟିବି। ଆମ୍ଭେ ସମାନଙ୍କେୁ ସେ ଭୂମିରୁ ଏକ ଉତ୍ତମ ଭୂମିକୁ ନଇୟିବୋ, ଯେଉଁଠା ରେ ପ୍ରଚୁର ପରିମାଣ ରେ ଦୁଗ୍ଧ ଓ ମହୁର ବନ୍ଯା ଛୁଟୁଥିବ। ସଠାେରେ ସମାନଙ୍କେ ପାଇଁ କୌଣସି ଅସୁବିଧ ହବେନାହିଁ। ତୁମ୍ଭେ ସଠାେରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ଯମାନ ମିଳିବ। ବହୁଦେଶୀଯ ଲୋକମାନେ ସଠାେରେ ବାସ କରୁଥିବେ। କିଣାନୀଯ, ହିତ୍ତୀଯ, ଇମାରେୀୟ, ପିରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ଯେଉଁ ସ୍ଥାନ ରେ ବାସ କରନ୍ତି ତୁମ୍ଭମାନେେ ସହେିଠା ରେ ବାସ କରିବ।

ବିଚାରକର୍ତାମାନଙ୍କ ବିବରଣ 18:10
ତୁମ୍ଭମାନେେ ଗଲେ ନିର୍ଭୟ ରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ, ପରମେଶ୍ବର ତାହା ତୁମ୍ଭମାନଙ୍କ ହସ୍ତ ରେ ସମର୍ପଣ କରିଅଛନ୍ତି। ସେ ସ୍ଥାନ ରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ।

ପ୍ରଥମ ବଂଶାବଳୀ 4:40
ସମାନେେ ସଠାେରେ ପ୍ରଚୁର ଘାସ ରେ ଭରା ଅତ୍ଯୁତ୍ତମ ଚାରଣଭୂମି ପାଇଲେ। ସଠାେରେ ସମାନେେ ଅନକେ ଉତ୍ତମସ୍ଥାନ ମଧ୍ଯ ପାଇଲେ। ସହେି ସ୍ଥାନ ଅତ୍ଯନ୍ତ ଶାନ୍ତିପୂର୍ଣ୍ଣ ଓ ସୁଖପ୍ରଦ ଥିଲା। ଅତୀତ ରେ ହାମ୍ଙ୍କ ବଂଶଧରମାନେ ସଠାେରେ ବାସ କରୁଥିଲେ।

ନିହିମିୟା 3:8
ହର୍ହଯର ପୁତ୍ର ସ୍ବର୍ଣ୍ଣକାର ଉଷୀଯଲେ ସମାନଙ୍କେ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ହନାନୀଯ ୟିଏ କି ସୁଗନ୍ଧ ବ୍ଯାପାରୀ ତାଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ସମାନେେ ପ୍ରଶସ୍ତ ପ୍ରାଚୀର ପର୍ୟ୍ଯନ୍ତ ୟିରୁଶାଲମ ଦୃଢ କଲେ।

ନିହିମିୟା 4:19
ଏହାପରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ଯକ୍ଷମାନଙ୍କୁ ଓ ଅନ୍ଯାନ୍ଯ ଲୋକଙ୍କୁ କହିଲୁ, କାର୍ୟ୍ଯକାରୀ ଓ ବିସ୍ତୀର୍ଣ୍ଣ ପୁଣି ଆମ୍ଭମାନେେ ପ୍ରାଚୀର ଉପରେ ପୃଥକ ହାଇେ ଜଣେ ଜଣକଠାରୁ ଦୂର ରେ ଅଛୁ।

ନିହିମିୟା 7:4
ବର୍ତ୍ତମାନ ନଗର ପ୍ରଶସ୍ତ ଥିଲା। ମାତ୍ର ତହିଁ ମଧିଅରେ ଅଳ୍ପଲୋକ ଥିଲେ ଓ ଗୃହସବୁ ନିର୍ମିତ ହାଇନେଥିଲା।

ନିହିମିୟା 9:35
ହତେୁ ସମାନେେ ଆପଣାମାନଙ୍କ ରାଜ୍ଯ ରେ ସମାନଙ୍କେୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳ ରେ ଓ ସମାନଙ୍କେ ସମ୍ମୁଖ ରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶ ରେ ତୁମ୍ଭର ସବୋ କରି ନାହାଁନ୍ତି। କି ନିଜ ନିଜ ଦୁଷ୍କର୍ମରୁ ଫରେି ନାହାଁନ୍ତି।

ନିହିମିୟା 12:38
ତାପରେ ଅନ୍ୟ ଦଳ ଧନ୍ଯବାଦ ଉତ୍ସର୍ଗ କରିବାକୁ ବାମ ପାଶର୍‌ବକୁ ଗଲେ। ଲୋକମାନଙ୍କର ଅର୍ଦ୍ଧକେ ଓ ମୁଁ ସମାନଙ୍କେ ପେଛ ପେଛ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗଦଇେ ପ୍ରଶସ୍ତ ପ୍ରାଚୀର ପର୍ୟ୍ଯନ୍ତ ଗଲୁ।

ଆୟୁବ ପୁସ୍ତକ 11:9
ପରମେଶ୍ବର ପୃଥିବୀଠାରୁ ଉଚ୍ଚ ଗରୀଯାନ ସମୁଦ୍ରଠାରୁ ଆହୁରି ଗଭୀର।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்