Base Word
רְחֹב
Short Definitiona width, i.e., (concretely) avenue or area
Long Definitionbroad or open place or plaza
Derivationor רְחוֹב; from H7337
International Phonetic Alphabetrɛ̆ˈħob
IPA modʁɛ̆ˈχo̞wv
Syllablerĕḥōb
Dictionreh-HOBE
Diction Modreh-HOVE
Usagebroad place (way), street
Part of speechn-f

ଆଦି ପୁସ୍ତକ 19:2
ଲୋଟ ସମାନଙ୍କେୁ କହିଲେ, ହେ ମହାଶୟଗଣ ମାରେ ଗୃହକୁ ଆସିବା ହେଉ ଏବଂ ମୁଁ ତୁମ୍ଭମାନଙ୍କର ସବୋ କରିବି। ଆପଣମାନେ ପାଦ ଧୋଇ ମାରେ ଗୃହକୁ ଆସନ୍ତୁ ଏବଂ ଏହିଠା ରେ ରାତ୍ରିୟାପନ କରନ୍ତୁ। ଏହାପରେ ଆସନ୍ତାକାଲି ତୁମ୍ଭମାନେେ ଶିଘ୍ର ଉଠିବ ଏବଂ ତୁମ୍ଭ ୟାତ୍ରା ଚାଲୁ ରଖିବ।

ଦିତୀୟ ବିବରଣ 13:16
ଆଉ ତୁମ୍ଭମାନେେ ତହିଁର ଲକ୍ସ୍ଟଟିତ ଦ୍ରବ୍ଯ ସବୁ ନଗର ମଧିଅରେ ସଂଗ୍ରହ କର ଓ ନଇୟୋଅ, ସହେି ନଗରକକ୍ସ୍ଟ ସେଥି ମଧିଅରେ ଥିବା ସମସ୍ତ ସାମଗ୍ରିକକ୍ସ୍ଟ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଦଗ୍ଧ କର । ସହେି ସହର ସବୁ ଦିନ ପାଇଁ ଧ୍ବଂସ ହବୋ ଉଚିତ୍। ଆଉ ଏହା ପୂନଃନିର୍ମିତ ହବୋ ଉଚିତ୍ ନକ୍ସ୍ଟ ହେଁ।

ବିଚାରକର୍ତାମାନଙ୍କ ବିବରଣ 19:15
ତେଣୁ ସମାନେେ ଗିବିଯା ରେ ରାତ୍ରି କାଟିବା ପାଇଁ ବାଟ ଛାଡିଗଲେ। ସମାନେେ ନଗର ରେ ପ୍ରବେଶ କଲେ ଏବଂ ନଗର ଛକରେ ବସିଲେ। କିନ୍ତୁ ରାତ୍ରୀ ୟାପନ କରିବା ପାଇଁ କହେି ସମାନଙ୍କେୁ ନିମନ୍ତ୍ରଣ କଲା ନାହିଁ।

ବିଚାରକର୍ତାମାନଙ୍କ ବିବରଣ 19:17
ସେ ଲୋକ ଅନାଇ ନଗରର ଛକରେ ସହେି ପଥିକକକ୍ସ୍ଟ ବସିଥିବାର ଦେଖିଲା, ଏବଂ ସହେି ବୃଦ୍ଧ ଲୋକଜଣଙ୍କ ପଚାରିଲେ, ତୁମ୍ଭେ କେଉଁଠାରକ୍ସ୍ଟ ଆସିଅଛି? ତୁମ୍ଭେ କେଉଁଠାକକ୍ସ୍ଟ ଯାଉଅଛ?

ବିଚାରକର୍ତାମାନଙ୍କ ବିବରଣ 19:20
ତେଣୁ ସହେି ବୃଦ୍ଧଲୋକ ଜଣଙ୍କ କହିଲା, ତୁମ୍ଭେ ଶାନ୍ତି ରେ ରକ୍ସ୍ଟହ। ମୁ ତୁମ୍ଭର ସମସ୍ତ ଆବଶ୍ଯକତାର ଯତ୍ନ ନବେି। ଦୟାକରି ନଗରର ଛକରେ ରାତ୍ରିୟାପନ କର ନାହିଁ।

ଦିତୀୟ ଶାମୁୟେଲ 21:12
ସେତବେେଳେ ଦାଉଦ ୟାଇ ୟାବେଶ୍-ଗିଲିଯଦ ନିବାସୀମାନଙ୍କ ନିକଟରକ୍ସ୍ଟ ଶାଉଲଙ୍କର ଅସ୍ଥି ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନର ଅସ୍ଥି ନେଲେ। କାରଣ ଗିଲ୍ବୋଯ ରେ ପଲେଷ୍ଟଯୀମାନେ ଶାଉଲଙ୍କକ୍ସ୍ଟ ବଧ କରିବା ଦିନ ସମାନଙ୍କେ ଶବ ପଲେଷ୍ଟୀୟମାନଙ୍କ ଦ୍ବାରା ବୈଥ୍ଶାନ ଛକରେ ଟଙ୍ଗାଗଲା ଉତ୍ତା ରେ ୟାବେଶ୍- ଗିଲିଯଦୀଯମାନେ ସହେି ସ୍ଥାନରକ୍ସ୍ଟ ତାହା ଗ୍ଭରେି କରି ନଇେଥିଲେ।

ଦିତୀୟ ବଂଶାବଳୀ 29:4
ହିଜକିଯ ଯାଜକ ଓ ଲବେୀୟମାନଙ୍କୁ ଏକ ସଭା ରେ ସମ୍ମିଳିତ କରାଇଲେ। ମନ୍ଦିରର ପୂର୍ବ ପାଶର୍‌ବସ୍ଥ ଉନ୍ମୁକ୍ତ ପ୍ରାଙ୍ଗଣ ରେ ସେ ସମାନଙ୍କେ ସହିତ ଏକ ସଭା କଲେ।

ଦିତୀୟ ବଂଶାବଳୀ 32:6
ଲୋକମାନଙ୍କର ଦାଯିତ୍ବ ନବୋ ନିମନ୍ତେ ହିଜକିଯ ୟୁଦ୍ଧର ପଦାଧିକାରୀମାନଙ୍କୁ ମନୋନୀତ କଲେ। ନଗରଦ୍ବାର ନିକଟସ୍ଥ ଉନ୍ମୁକ୍ତ ସ୍ଥାନ ରେ ସେ ସହେି ପଦାଧିକାରୀମାନଙ୍କୁ ସାକ୍ଷାତ କଲେ। ସେ କହିଲେ,

ଏଜ୍ରା 10:9
ତେଣୁ ଯିହୁଦା ଓ ବିନ୍ଯାମିନର ସମଗ୍ର ଲୋକ ତିନିଦିନ ମଧିଅରେ ୟିରୁଶାଲମ ରେ ଏକତ୍ରୀତ ହେଲ। ସହେିଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ବରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷଯ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ।

ନିହିମିୟା 8:1
ତେଣୁ ସମସ୍ତ ଲୋକମାନେ ଜଳଦ୍ବାର ନିକଟରେ ଥିବା ଛକରେ ଏକମନ ରେ ଏକତ୍ରୀତ ହେଲେ। ସଦାପ୍ରଭୁ ଇଶ୍ରାୟେଲକୁ ମାଶାଙ୍କେର ଯେଉଁ ବ୍ଯବସ୍ଥା ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସମାନେେ ଏଜ୍ରା ଲିପିକାରଙ୍କୁ କହିଲେ।

Occurences : 43

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்