Base Word
רוּחַ
Short Definitionmind, spirit
Long Definitionspirit, wind
Derivationcorresponding to H7307
International Phonetic Alphabetˈruː.ɑħ
IPA modˈʁu.ɑχ
Syllablerûaḥ
DictionROO-ah
Diction ModROO-ak
Usagemind, spirit, wind
Part of speechn-f

ଦାନିଏଲ 2:35
ତା'ପ ରେ ସଂଗେ ସଂଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହାଇେ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାଯୁ ସେସବୁକୁ ଉଡାଇ ନଇଗେଲା ଓ ତା'ର କିଛି ରହିଲା ନାହିଁ। ଆଉ ସହେି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢିଲା ଓ ତାହା ସମୁଦାଯ ପୃଥିବୀକୁ ପରିପୂର୍ଣ୍ଣ କଲା।

ଦାନିଏଲ 4:8
ଅବଶଷେ ରେ ମାେ ଦବେତାର ନାମାନୁସା ରେ ବେଲ୍ଟଶତ୍ସର ନାମ ବିଶିଷ୍ଟ ଦାନିୟେଲ ମାେ ନିକଟକୁ ଆସିଲେ, ତାହାଙ୍କ ଅନ୍ତର ରେ ପବିତ୍ର ପରମେଶ୍ବରଙ୍କ ଆତ୍ମା ଅଛନ୍ତି, ମୁଁ ତାଙ୍କୁ ସ୍ବପ୍ନ ବିଷଯ ରେ ଜଣାଇଲି।

ଦାନିଏଲ 4:9
ମୁଁ କହିଲି, ହେ ମନ୍ତ୍ରଜ୍ଞଗଣଙ୍କ ଅଧ୍ଯକ ବେଲ୍ଟଶତ୍ସର, ମୁଁ ଜଣେ, ପବିତ୍ର ଦବଗେଣର ଆତ୍ମା ତୁମ୍ଭ ଅନ୍ତର ରେ ଅଛନ୍ତି ଓ କୌଣସି ନିଗୂଢ ବାକ୍ଯ ବୁଝିବା ତୁମ୍ଭପାଇଁ କଷ୍ଟକର ନୁହେଁ, ଏଣୁ ଦୟାକରି ମାେତେ ମାରେ ସ୍ବପ୍ନ କଥା ଓ ତାହାର ଅର୍ଥ କୁହନ୍ତୁ।

ଦାନିଏଲ 4:18
ମୁଁ, ରାଜା ନବୂଖଦ୍ନିତ୍ସର ଏହି ସ୍ବପ୍ନ ଦେଖିଥିଲି। ବର୍ତ୍ତମାନ ହେ ବଲଟେଶତ୍ସର ଏହାର ଅର୍ଥ ବାଖ୍ଯା କର। ମାେ ରାଜ୍ଯର ସମସ୍ତ ବିଦ୍ବାନ ଲୋକମାନେ ଏହାର ଅର୍ଥ ବାଖ୍ଯା କରିବାକୁ ଅକ୍ଷମ ଅଟନ୍ତି। ମାତ୍ର ତୁମ୍ଭେ କବଳେ ଜଣେ, ୟିଏକି ଏହା କରିପାରିବ। କାରଣ ଏହା ତୁମ୍ଭ ଅନ୍ତର ରେ ପବିତ୍ର ପରମେଶ୍ବରଙ୍କର ଆତ୍ମା ବିରାଜିତ ଅଟେ।

ଦାନିଏଲ 5:11
ତୁମ୍ଭ ରାଜ୍ଯ ରେ ଜଣେ ଲୋକ ଅଛନ୍ତି, ଯାହାଙ୍କ ଅନ୍ତର ରେ ପବିତ୍ର ଦବଗେଣ ଆତ୍ମା ବିରାଜିତ। ପୁଣି ତୁମ୍ଭ ପିତାଙ୍କ ସମୟରେ ଦବଗେଣର ଜ୍ଞାନତୁଲ୍ଯ ବୁଦ୍ଧି ଓ ଜ୍ଞାନଦୀପ୍ତି ତାଙ୍କଠା ରେ ପ୍ରକାଶିତ ହାଇେଥିଲା। ଆଉ ତୁମ୍ଭର ପିତା ରାଜା ନବୂଖଦ୍ନିତ୍ସର ତାଙ୍କୁ ମନ୍ତ୍ରଜ୍ଞ, ଗଣକ କଲଦୀଯ ଓ ଶୁଭାଶୁଭବାଦୀମାନଙ୍କ ଉପ ରେ ପ୍ରଧାନ କରି ନିୟୁକ୍ତ କରିଥିଲେ।

ଦାନିଏଲ 5:12
ମୁଁ ଯେଉଁ ବ୍ଯକ୍ତି ବିଷଯ ରେ କହୁଛି, ସେ ଦାନିୟେଲ। ରାଜା ତାଙ୍କୁ ବେଲ୍ଟଶତ୍ସର ନାମ ଦଇେଥିଲେ। ସହେି ବେଲ୍ଟଶତ୍ସର ମହାନ ଥିଲେ। ସେ ଜ୍ଞାନୀ, ବୁଦ୍ଧିମାନ ଓ ସ୍ବପ୍ନଦ୍ରଷ୍ଟା ଅଟନ୍ତି ଓ ସେ ନିଗୂଢ ତଥ୍ଯ ପ୍ରକାଶ କରିପାରନ୍ତି। ତାଙ୍କୁ ଡକାଅ। ସେ କବଳେ ଏ ଲଖାରେ ଅର୍ଥ ବୁଝାଇ ଦବେେ।

ଦାନିଏଲ 5:14
ମୁଁ ତୁମ୍ଭ ବିଷଯ ରେ ଶୁଣୁଅଛି ଯେ ତୁମ୍ଭ ଅନ୍ତର ରେ ଦବଗେଣର ଆତ୍ମା ଅଛନ୍ତି ଓ ଜ୍ଞାନ, ଦୀପ୍ତି, ବୁଦ୍ଧି ଓ ଶ୍ ରେଷ୍ଠ ମହିମା ତୁମ୍ଭଠା ରେ ଦଖାୟୋଏ।

ଦାନିଏଲ 5:20
କିନ୍ତୁ ନବୂଖଦ୍ନିତ୍ସର ଗର୍ବୀ ଏବଂ ଜିଦ୍ଖୋର ହେଲେ। ତେଣୁ ତାଙ୍କର ରାଜ୍ଯ ତାଙ୍କଠାରୁ ନିଆଗଲା। ତା'ପ ରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡି ନିଆଗଲା।

ଦାନିଏଲ 6:3
ଦାନିୟେଲଙ୍କ ଅନ୍ତର ରେ ଶ୍ ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ଯକ୍ଷଗଣ ଓ କ୍ଷତିପାଳମାନଙ୍କ ମଧିଅରେ ବିଖ୍ଯାତ ହାଇେଥିଲେ। ତେଣୁ ରାଜା ତାଙ୍କୁ ସମୁଦାଯ ରାଜ୍ଯ ଉପ ରେ ଶାସକ ଭାବରେ ନିୟୁକ୍ତ କରିବାକୁ ମନସ୍ଥ କଲେ।

ଦାନିଏଲ 7:2
ଦାନିୟେଲ କହିଲେ, ମୁଁ ରାତ୍ରିକାଳ ରେ ମାରେ ଦର୍ଶନ ପାଇଲି ଯେ ମହାସମୁଦ୍ର ଉପ ରେ ଆକାଶର ଚତୁର୍ଦ୍ଦିଗରୁ ବାଯୁ ପ୍ରଚଣ୍ତ ବଗେ ରେ ବହିଲା ସହେି ବାଯୁ ସମୁଦ୍ରକୁ ଅଶାନ୍ତ କଲା।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்