Base Word
רָגַז
Short Definitionto quiver (with any violent emotion, especially anger or fear)
Long Definitiontremble, quake, rage, quiver, be agitated, be excited, be perturbed
Derivationa primitive root
International Phonetic Alphabetrɔːˈɡɑd͡z
IPA modʁɑːˈɡɑz
Syllablerāgaz
Dictionraw-ɡAHDZ
Diction Modra-ɡAHZ
Usagebe afraid, stand in awe, disquiet, fall out, fret, move, provoke, quake, rage, shake, tremble, trouble, be wroth
Part of speechv

ଆଦି ପୁସ୍ତକ 45:24
ଏହାପରେ ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, ସମାନଙ୍କେର ଘର ରାସ୍ତା ରେ ୟିବାକୁ ଏବଂ ସମାନଙ୍କେୁ ସାବଧାନ କରାଇ କହିଲେ, ସିଧା ଘରକୁ ୟାଅ। ବାଟରେ ଝଗଡ଼ା କର ନାହିଁ।

ଯାତ୍ରା ପୁସ୍ତକ 15:14
ଲୋକମାନେ ଏହା ଶୁଣି ଅଛନ୍ତି, ସମାନେେ ଭୟ ରେ କମ୍ପୁ ଅଛନ୍ତି। ପଲେଷ୍ଟୀୟ ନିବାସୀମାନେ ଭୟ ରେ ଥରିବାକୁ ଲାଗିଲେ।

ଦିତୀୟ ବିବରଣ 2:25
ଆଜି ଆମ୍ଭେ ସବୁଆଡେ ସମସ୍ତଙ୍କ ମନ ରେ ତକ୍ସ୍ଟମ୍ଭ ବିଷଯ ରେ ଭୟ ସୃଷ୍ଟି କରିବକ୍ସ୍ଟ। ସମାନେେ ଏହି ଖବର ପାଇଲା ମାତ୍ ରେ ସମାନେେ ବହକ୍ସ୍ଟତ ଭୟ କରିବେ ଓ ଭୟ ରେ ଥରିବେ।'

ପ୍ରଥମ ଶାମୁୟେଲ 14:15
ସମସ୍ତ ପଲେଷ୍ଟୀୟ ସୈନ୍ଯମାନେ ଯେଉଁମାନେ ସହେି କ୍ଷେତ୍ର ରେ ଥିଲେ, ଯେଉଁମାନେ ଛାଉଁଣୀ ରେ ଥିଲେ, ଯେଉଁମାନେ ଦକ୍ସ୍ଟର୍ଗ ରେ ଥିଲେ, ଭୟଭୀତ ହେଲେ। ଏପରିକି ସବୁଠାରକ୍ସ୍ଟ ସାହାସୀ ସୈନ୍ଯମାନେ ମଧ୍ଯ ଭୟ କଲେ। ଯେପରି ସଠାେରେ ଭୂମିକଐ ହେଲା ଏହି ବିଭୀଷିକା ପରମେଶ୍ବର ପଠାଇଥିଲେ।

ପ୍ରଥମ ଶାମୁୟେଲ 28:15
ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, ମାେତେ କାହିଁକି ତୁମ୍ଭେ ବ୍ଯସ୍ତ କଲ? ମାେତେ କାହିଁକି ତୁମ୍ଭେ ଉଠାଇଲ?

ଦିତୀୟ ଶାମୁୟେଲ 7:10
ମୁ ମାରେ ଇଶ୍ରାୟେଲୀୟ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ମନୋନୀତ କଲି ଏବଂ ସଠାେରେ ସମାନଙ୍କେୁ ସ୍ଥାପିତ କଲି। ଏବଂ ସମାନଙ୍କେୁ ଗୋଟିଏ ସ୍ଥାନରକ୍ସ୍ଟ ଅନ୍ୟ ଗୋଟିଏ ସ୍ଥାନକକ୍ସ୍ଟ ୟିବାକକ୍ସ୍ଟ ପଡିବ ନାହିଁ। ପୂର୍ବରକ୍ସ୍ଟ ମୁ ବିଗ୍ଭରକଗଣଙ୍କକ୍ସ୍ଟ ପଠାଇ ଅଛି। ଅତୀତ ରେ ମନ୍ଦ ଲୋକମାନେ ତୁମ୍ଭମାନଙ୍କୁ ଅସକ୍ସ୍ଟବିଧା ରେ ପକାଉଥିଲେ, କିନ୍ତୁ ତାହା ଆଉ କବେେ ହବେନାହିଁ।

ଦିତୀୟ ଶାମୁୟେଲ 18:33
ଏହାପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦକ୍ସ୍ଟଃଖ ରେ ଭାଙ୍ଗି ପଡିଲେ, ସେ ନଗର ଦ୍ବାର ଉପରିସ୍ଥ କୋଠରୀକକ୍ସ୍ଟ ୟାଇ କ୍ରନ୍ଦନ କଲେ। ସେ କଠାେରୀ ରେ ଏପଟରକ୍ସ୍ଟ ସପଟେ କ୍ରନ୍ଦନ କରି କରି ବକ୍ସ୍ଟଲକ୍ସ୍ଟଥାନ୍ତି। ସେ କହକ୍ସ୍ଟଥିଲେ, ହେ ମାରେ ପକ୍ସ୍ଟତ୍ର ଅବଶା ଲୋମ, ମାରେ ପକ୍ସ୍ଟତ୍ର ଅବଶା ଲୋମ, ମୁ ଆଶା କରୁଥିଲି ମୁ ତକ୍ସ୍ଟମ୍ଭ ବଦଳ ରେ ମରିଥାନ୍ତି କି! ହାୟ ମାରେ ପକ୍ସ୍ଟତ୍ର ଅବଶା ଲୋମ ମାରେ ପକ୍ସ୍ଟତ୍ର, ଅବଶାଲୋମ।

ଦିତୀୟ ଶାମୁୟେଲ 22:8
ସେତବେେଳେ ପୃଥିବୀ ଟଳମଳ ଓ କଐିତ ହେଲା, ସ୍ବର୍ଗ ରାଜ୍ଯର ମୂଳଦୂଆ ଟଳମଳ ଓ କଐିତ ହେଲା, କାରଣ ସଦାପ୍ରଭୁ କୋରଧିତ ଥିଲେ।

ଦିତୀୟ ରାଜାବଳୀ 19:27
ମାତ୍ର କେତବେେଳେ ତୁମ୍ଭର ବସିବାର, ବାହାରକୁ ୟିବାର ଭିତରକୁ ଆସିବାର ଓ ମାେ ସହିତ ତୁମ୍ଭ ର୍ଧୈୟ୍ଯଚ୍ଯୁତ ହବୋର ଆମ୍ଭେ ଜାଣୁ।

ଦିତୀୟ ରାଜାବଳୀ 19:28
ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କୋରଧ କରିଅଛ ଓ ତୁମ୍ଭର ଅହମିକା ପୂର୍ଣ୍ଣ ଧିକ୍କାର ଆମ୍ଭର କର୍ଣ୍ଣଗୋଚର ହାଇେଅଛି। ଏଣୁ ଆମ୍ଭେ ତୁମ୍ଭ ନାସିକା ରେ ଅଙ୍କୁଶ ଓ ତୁମ୍ଭ ଓଷ୍ଠଧାର ରେ ଲଗାମ ଦବୋ। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ ସହେି ବାଟରେ ତୁମ୍ଭଙ୍କୁ ଫରୋଇ ଦବୋ।

Occurences : 41

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்