Base Word
רַבְשָׁקֵה
Short DefinitionRabshakeh, a Babylonian official
Long Definitionchief cupbearer, chief of the officers?
Derivationfrom H7227 and H8248; chief butler
International Phonetic Alphabetrɑb.ʃɔːˈk’e
IPA modʁɑv.ʃɑːˈke
Syllablerabšāqē
Dictionrahb-shaw-KAY
Diction Modrahv-sha-KAY
UsageRabshakeh
Part of speechn-m

ଦିତୀୟ ରାଜାବଳୀ 18:17
ଅନନ୍ତର ଅଶୂରର ରାଜା ତାଙ୍କ ତିନିଜଣ ମୁଖ୍ଯ ସନୋଧକ୍ଷ୍ଯ ତର୍ତ୍ତନ, ରବସାରୀସ୍, ଓ ରବ୍ଶାକିଙ୍କୁ ମହାସୈନ୍ଯ ସହିତ ୟିରୁଶାଲମ ରେ ହିଜକିଯ ରାଜା ନିକଟକୁ ପଠାଇଲେ। ତହୁଁ ସମାନେେ ଲଖୀସରୁ ୟାତ୍ରା କରି ୟିରୁଶାଲମକୁ ଆସିଲେ। ସମାନେେ ସଠାେରେ ପହଞ୍ଚି ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ।

ଦିତୀୟ ରାଜାବଳୀ 18:19
ସନୋଧ୍ଯକ୍ଷମାନଙ୍କ ମଧ୍ଯରୁ ରବଶାକି ସମାନଙ୍କେୁ କହିଲା, ତୁମ୍ଭମାନେେ ହିଜକିଯଙ୍କୁ କୁହ, ମହାରାଜା ଅଶୂରର ରାଜା ଏହି କଥା କୁହନ୍ତି,

ଦିତୀୟ ରାଜାବଳୀ 18:26
ତା'ପରେ ହିଲକିଯର ପୁତ୍ର ଇଲିଯାକୀମ୍, ଶିବନ ଓ ୟୋଯାହ ରବଶାକିକୁ କହିଲେ, ବିନଯ କରୁଅଛୁ, ଆପଣ ଅରାମୀଯ ଭାଷା ରେ ଦାସମାନଙ୍କୁ କୁହନ୍ତୁ। ଆମ୍ଭମାନେେ ତାହା ବୁଝୁଅଛୁ। କିନ୍ତୁ ଆପଣ ୟିହୁଦୀଯ ଭାଷା ରେ କୁହନ୍ତୁ ନାହିଁ କାରଣ ପ୍ରାଚୀର ଉପରିସ୍ଥ ଲୋକମାନେ ଆମ୍ଭମାନଙ୍କ କଥା ଶୁଣି ପାରିବେ।

ଦିତୀୟ ରାଜାବଳୀ 18:27
କିନ୍ତୁ ଆଦେଶକାରୀ ସମାନଙ୍କେୁ କହିଲେ, ମାରେ ମହାଶୟ କବଳେ ତୁମ୍ଭର ମହାଶୟଙ୍କୁ ଓ ତୁମ୍ଭକୁ ଏସବୁ କଥା କହିବା ପାଇଁ ପଠାଇ ନାହାନ୍ତି। ପ୍ରାଚୀର ଉପରେ ବସିଥିବା ଲୋକମାନଙ୍କୁ ମଧ୍ଯ ମୁଁ କହିବି। ମୁଁ ସମାନଙ୍କେୁ ଜଣାଇଦବୋକୁ ଗ୍ଭ ହେଁ ଯେ, ସମାନେେ ତୁମ୍ଭମାନଙ୍କ ସହିତ ସମାନଙ୍କେର ବିଷ୍ଠା ଖାଇବେ ଓ ସମାନଙ୍କେର ମୂତ୍ର ପିଇବେ।

ଦିତୀୟ ରାଜାବଳୀ 18:28
ତାପରେ ଆଦେଶକାରୀ ୟିହୁଦୀଯ ଭାଷା ରେ ଉଚ୍ଚସ୍ବର ରେ ଚିତ୍କାର କରି କହିଲେ, ତୁମ୍ଭମାନେେ ମହାରାଜ ଅଶୂରର ରାଜାଙ୍କ କଥାଶୁଣ।

ଦିତୀୟ ରାଜାବଳୀ 18:37
ହିଲ୍କିଯର ପୁତ୍ର ଇଲିଯାକୀମ ନାମକ ରାଜଗୃହାଧ୍ଯକ୍ଷ, ଶିବନ୍ ଲେଖକ ଓ ଆସଫର ପୁତ୍ର ୟୋଯାହ ନାମ ଇତିହାସ ଲେଖକ ନିଜ ନିଜ ବସ୍ତ୍ରସବୁ ଚିରି ହିଜିକିଯ ନିକଟକୁ ଆସି ଆଦେଶକାରୀ କଥାସବୁ ତାଙ୍କୁ ଜଣାଇଲେ।

ଦିତୀୟ ରାଜାବଳୀ 19:4
ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷଯ ରେ ମନ୍ଦକଥା କରିବାକୁ ତାଙ୍କର ସନୋଧ୍ଯକ୍ଷଙ୍କୁ ପଠାଇଲେ। ହାଇପୋ ରେ ସଦାପ୍ରଭୁ ଶୁଣିପାରନ୍ତି, ଯାହା ସନୋଧ୍ଯକ୍ଷ କହିଲା ଓ ଶତୃକୁ ଦଣ୍ତ ଦବେେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ୟ୍ଯନ୍ତ ଜୀବିତ ଅଛନ୍ତି।'

ଦିତୀୟ ରାଜାବଳୀ 19:8
ଅନନ୍ତର ଅଶୂରୀଯ ରାଜା ଲାଖୀଶକୁ ପ୍ରସ୍ଥାନ କରିଛି ବୋଲି ରବଶାକି ଶୁଣି ଫରେିଗଲା ଓ ଲିବନା ବିରୁଦ୍ଧ ରେ ତାକୁ ୟୁଦ୍ଧ କରୁଥିବାର ଦେଖିଲା।

ଯିଶାଇୟ 36:2
ଅଶୂରର ରାଜା ସନ୍ ହରେୀବ ତାଙ୍କର ସନୋଧ୍ଯକ୍ଷଙ୍କୁ ଏକ ବିଶାଳ ସୈନ୍ଯବାହିନୀ ଦଇେ ଲାଖୀଶଠାରୁ ୟିରୁଶାଲମକୁ ହିଜକିଯ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାକ ନିକଟରେ ଠିଆ ହେଲା।

ଯିଶାଇୟ 36:4
ଆଦେଶକର୍ତ୍ତା ସମାନଙ୍କେୁ କହିଲା,

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்