Base Word
רַבְרַב
Short Definitionhuge (in size); domineering (in character)
Long Definition(adj) great
Derivationfrom H7229
International Phonetic Alphabetrɑbˈrɑb
IPA modʁɑvˈʁɑv
Syllablerabrab
Dictionrahb-RAHB
Diction Modrahv-RAHV
Usage(very) great (things)
Part of speecha

ଦାନିଏଲ 2:48
ତା'ପ ରେ ରାଜା ଦାନିୟେଲଙ୍କୁ ତାଙ୍କ ରାଜ୍ଯ ରେ ଏକ ମହାନ୍ କାର୍ୟ୍ଯ ରେ ନିୟୁକ୍ତି କଲେ ଓ ବହୁମୂଲ୍ଯ ଉପହାରମାନ ଦେଲେ। ଆଉ ବାବିଲ ପ୍ରଦେଶ ଉପ ରେ ତାଙ୍କୁ ସମସ୍ତ କତ୍ତୁର୍ତ୍ବ ପଦ ଦଇେ ବାବିଲସ୍ଥ ସବୁ ବିଦ୍ବାନ ଲୋକଙ୍କ ଉପ ରେ ତାଙ୍କୁ ପ୍ରଧାନ ଅଧିପତି କଲେ।

ଦାନିଏଲ 4:3
ପରମେଶ୍ବରଙ୍କ ଚମତ୍କାରସବୁ ଶକ୍ତିଶାଳୀ, ଅଦ୍ଭୂତ ଅଟେ। ସେ ଅନନ୍ତକାଳ ପାଇଁ ଶାସନ କରିବେ ଓ ତାଙ୍କର ରାଜ୍ଯ କବେେ ସମାପ୍ତ ହବେ ନାହିଁ।

ଦାନିଏଲ 7:3
ପୁଣି ମୁଁ ଦେଖିଲି, ଗ୍ଭରି ଭିନ୍ନ ପ୍ରକାରର ବୃହତ୍ ପଶୁ ସମୁଦ୍ରରୁ ଉଠି ଆସିଲେ।

ଦାନିଏଲ 7:7
ଏହାପ ରେ ମୁଁ ରାତ୍ରିକାଳର ଦର୍ଶନ ରେ ଦେଖିଲି, ମାରେ ସମ୍ମୁଖ ରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶଯ ବଳବାନ୍ ଥିଲା ଓ ତାହାର ବଡ ବଡ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶଟି ଶିଙ୍ଗ ଥିଲା।

ଦାନିଏଲ 7:8
ସହେି ଶିଙ୍ଗଗୁଡିକ ବିଷଯ ରେ ଚିନ୍ତା କରୁଥିବା ବେଳେ, ମୁଁ ଅନ୍ୟ ଏକ ଶିଙ୍ଗ ଉଠିବାର ଦେଖିଲି। ତାହା କ୍ଷୁଦ୍ର ଥିଲା ଓ ଏହା ସମ୍ମୁଖ ରେ ପ୍ରଥମ ଶିଙ୍ଗମାନଙ୍କ ମଧ୍ଯରୁ ତିନି ଗୋଟି ଶିଙ୍ଗକୁ ସମୂଳେ ଉତ୍ପାଟିତ କଲା। ଏହାର ମନୁଷ୍ଯର ଚକ୍ଷୁତୁଲ୍ଯ ଚକ୍ଷୁ ଥିଲା ଓ କ୍ଷୁଦ୍ର ଶିଙ୍ଗ ରେ ଏକ ପାଟି ଥିଲା। ସହେି ପାଟିଟି ଅହଂକାରପୂର୍ଣ୍ଣ କଥା କହୁଥିଲା।

ଦାନିଏଲ 7:11
ମୁଁ ଦେଖିବା ରେ ଲାଗିଲି, ସହେି େଛାଟ ଶିଙ୍ଗର କଣ ହବେ। ଯେଉଁଟାକି ବହୁତ ଅହଂକାର କରୁଥିଲା। ଚତୁର୍ଥ ପଶୁଟି ମଲା ପର୍ୟ୍ଯନ୍ତ ଏବଂ ତାହାର ଶରୀର ଧ୍ବଂସ କରି ଅଗ୍ନି ମଧ୍ଯକୁ ଫିଙ୍ଗି ପାଉଁଶ କରି ଦିଆଗଲା।

ଦାନିଏଲ 7:17
' ସହେି ଗ୍ଭରି ବୃହତ ପଶୁ ଗ୍ଭରି ରାଜା ଅଟନ୍ତି। ଆଉ ସମାନେେ ଏହି ପୃଥିବୀରୁ ଉତ୍ପନ୍ନ ହବେେ।

ଦାନିଏଲ 7:20
ସହେି ଚତୁର୍ଥ ପଶୁର ମସ୍ତକରେ ଯେଉଁ ଦଶ ଶିଙ୍ଗ ଥିଲା, ଅନ୍ୟ ଯେଉଁ କ୍ଷୁଦ୍ର ଶିଙ୍ଗ ଉଠିଲା ଓ ଯାହା ସାକ୍ଷାତ ରେ ଦଶଶିଙ୍ଗ ମଧ୍ଯରୁ ତିନିଶିଙ୍ଗ ପଡିଗଲା, ଯେଉଁ ଶିଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ଯବାଦି ମୁଖ ଥିଲା ଓ ଯାହାର ଆକାର ଅନ୍ୟମାନଙ୍କଠାରୁ ଦାମ୍ଭିକ ଥିଲା, ତାହାର ତଥ୍ଯ ଜାଣିବାକୁ ମୁଁ ଇଚ୍ଛା କଲି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்