Base Word
רֹב
Short Definitionabundance (in any respect)
Long Definitionmultitude, abundance, greatness
Derivationfrom H7231
International Phonetic Alphabetrob
IPA modʁo̞wv
Syllablerōb
Dictionrobe
Diction Modrove
Usageabundance(-antly), all, × common (sort), excellent, great(-ly, -ness) (number), huge, be increased, long, many, more in number, most, much, multitude, plenty(-ifully), × very (age)
Part of speechn-m

ଆଦି ପୁସ୍ତକ 16:10
ସଦାପ୍ରଭୁଙ୍କର ଦୂତ ହାଗାରକୁ ମଧ୍ଯ କହିଲେ, ତୁମ୍ଭର ଅନକେ ବଂଶଧର ଜନ୍ମ ହବେେ। ସମାନଙ୍କେୁ ଗଣି ହବେ ନାହିଁ।

ଆଦି ପୁସ୍ତକ 27:28
ସଦାପ୍ରଭୁ ତୁମ୍ଭକୁ ୟଥେଷ୍ଟ ବର୍ଷା ଦିଅନ୍ତୁ। ତେଣୁ ତୁମ୍ଭେ ବହୁତ ଫସଲ ଓ ଦ୍ରାକ୍ଷାରସ ପାଇବ।

ଆଦି ପୁସ୍ତକ 30:30
ଯେତବେେଳେ ମୁଁ ଆସିଲି ତୁମ୍ଭର ଖୁବ କମ ସମ୍ପତ୍ତି ଥିଲା। ବର୍ତ୍ତମାନ ବହୁତ ବୃଦ୍ଧି ପାଇଛି, ସଦାପ୍ରଭୁ ମାେ କାରଣରୁ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ବର୍ତ୍ତମାନ ମାରେନିଜ ପରିବାରକୁ ଯୋଗଇବା ପାଇଁ ସମୟ ଆସିଛି।

ଆଦି ପୁସ୍ତକ 32:12
ହେ ସଦାପ୍ରଭୁ, ତୁମ୍ଭେ ମାେତେ କହିଲ, 'ମୁଁ ତୁମ୍ଭଙ୍କୁ ସାହାୟ୍ଯ କରିବି। ମୁଁ ତୁମ୍ଭର ପରିବାରକୁ ସମୁଦ୍ରର ବାଲି ପରି ବୃଦ୍ଧି କରିବି, ଯାହାକୁ କହେି ଗଣିପାରିବେ ନାହିଁ।'

ଆଦି ପୁସ୍ତକ 48:16
ସେ ଦୂତ ଥିଲେ ୟିଏ ମାେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ। ସମାନେେ ମାେ ନାମ ରେ ମାରେ ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମ ବହନ କରିବେ। ମୁଁ ପ୍ରାର୍ଥନା କରୁଛି, ସମାନେେ ବୃଦ୍ଧି ପାଇବେ ଏବଂ ଦେଶ ସମାନଙ୍କେର ପରିବାର ଦ୍ବାରା ଜନପୂର୍ଣ୍ଣ ହାଇଯେିବ।

ଯାତ୍ରା ପୁସ୍ତକ 15:7
ତୁମ୍ଭେ ନିଜର ଉତ୍କୃଷ୍ଟ ମହିମା ରେ, ନିଜର ପ୍ରତିକୂଳାଚାରୀମାନଙ୍କୁ ଧ୍ବଂସ କରିଛ। ତୁମ୍ଭେ ତୁମ୍ଭର କୋର୍ଧାଗ୍ନି ପଠାଅ। ତାହା ସମାନଙ୍କେୁ ନଡାପରି ଗ୍ରାସ କରେ।

ଲେବୀୟ ପୁସ୍ତକ 25:16
ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ଯ ଅନୁସାରେ ତହିଁର ମୂଲ୍ଯ ବୃଦ୍ଧି କରିବ ଓ ବର୍ଷର ନ୍ଯୁନତା ଅନୁସାରେ ମୂଲ୍ଯ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ଯା ଅନୁସାରେ ଭୂମି ଜାତ ଦ୍ରବ୍ଯ ବିକ୍ରଯ କରିବ।

ଦିତୀୟ ବିବରଣ 1:10
ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ଯା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସଂଖ୍ଯା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭମାନେେ ଆକାଶର ତାରାମାନଙ୍କ ତକ୍ସ୍ଟଲ୍ଯ ବହକ୍ସ୍ଟତ।

ଦିତୀୟ ବିବରଣ 7:7
କାରଣ ତୁମ୍ଭମାନେେ ଅନ୍ୟ ଜାତିଗଣ ଅପେକ୍ଷା ଅଧିକ ସଂଖ୍ଯକ, ତାହା ନକ୍ସ୍ଟହଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପ୍ ରମେ କଲେ ଓ ମନୋନୀତ କଲେ। କାରଣ ତୁମ୍ଭମାନେେ ସମସ୍ତ ଲୋକ ଅପେକ୍ଷା ସବୁଠକ୍ସ୍ଟ କମ୍ ଥିଲ।

ଦିତୀୟ ବିବରଣ 10:22
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସତକ୍ସ୍ଟରି ପ୍ରାଣୀ ସହିତ ମିଶରକକ୍ସ୍ଟ ୟାଇଥିଲେ। ମାତ୍ର ଏବେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆକାଶ ମଣ୍ତଳର ତାରାଗଣ ପରି ତୁମ୍ଭମାନଙ୍କୁ ବହକ୍ସ୍ଟ ସଂଖ୍ଯକ କରିଛନ୍ତି।

Occurences : 153

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்