Base Word
רְאֵם
Short Definitiona wild bull (from its conspicuousness)
Long Definitionprobably the great aurochs or wild bulls which are now extinct. The exact meaning is not known.
Derivationor רְאֵים; or רֵים; or רֵם; from H7213
International Phonetic Alphabetrɛ̆ˈʔem
IPA modʁɛ̆ˈʔem
Syllablerĕʾēm
Dictionreh-AME
Diction Modreh-AME
Usageunicorn
Part of speechn-m

ଗଣନା ପୁସ୍ତକ 23:22
ପରମେଶ୍ବର ସମାନଙ୍କେୁ ମିଶରରୁ ବାହାର କରି ଆଣି ଅଛନ୍ତି। ସମାନଙ୍କେର ପରମେଶ୍ବର ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ।

ଗଣନା ପୁସ୍ତକ 24:8
ପରମେଶ୍ବର ସମାନଙ୍କେୁ ମିଶରରୁ ବାହାର କରି ଆଣିଛନ୍ତି। ସମାନଙ୍କେର, ପରମେଶ୍ବର ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳି। ସମାନେେ ସମାନଙ୍କେର ବିରୋଧିମାନଙ୍କୁ ପରାସ୍ତ କରିବେ ଓ ସମାନଙ୍କେର ଅସ୍ଥିସବୁ ଚୂର୍ଣ କରିବେ ଓ ଆପଣା ବାଣଦ୍ବାରା ସମାନଙ୍କେୁ ଭଦେ କରିବେ।

ଦିତୀୟ ବିବରଣ 33:17
ଯୋଷଫେ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ତାଙ୍କର ଶିଙ୍ଗ ସଦୃଶ। ସମାନେେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶଷେ ସୀମାକକ୍ସ୍ଟ ସମାନଙ୍କେୁ ତଡି ଦବେେ। ସମାନେେ ମନଃଶିର ହଜାର ହଜାର ଲୋକପରି, ଇଫ୍ରଯିମଙ୍କ ଦଶହଜାର ଲୋକଙ୍କ ତକ୍ସ୍ଟଲ୍ଯ।

ଆୟୁବ ପୁସ୍ତକ 39:9
ଆୟୁବ, ଗୋଟିଏ ବଣୁଆ ଷଣ୍ଢ ତୁମ୍ଭ କଥା ରେ ରାଜି ହାଇେ ତୁମ୍ଭ କାମ କରିବ କି ? ସେ ତୁମ୍ଭ ଗୁହାଳ ରେ ରହିବ କି ?

ଆୟୁବ ପୁସ୍ତକ 39:10
ଗୋଟିଏ ବଣୁଆ ଷଣ୍ଢକୁ ଦଉଡ଼ି ରେ ବାନ୍ଧି ଦବେ କି ? ୟଦ୍ଦ୍ବାରା ତୁମ୍ଭେ ଆପଣା ଭୂମି ଚାଷ କରିବ।

ଗୀତସଂହିତା 22:21
ମାେତେ ସିଂହ ମୁଖରୁ ଉଦ୍ଧାର କର। ମାେତେ ଷଣ୍ଢର ମୁନିଆ ଶିଙ୍ଗରୁ ବଞ୍ଚାଅ।

ଗୀତସଂହିତା 29:6
ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ୟମେିତି କଅଁଳା ବାଛୁରୀ ନୃତ୍ଯ କଲାପରି। ଶିରିଯୋନ ପର୍ବତ ଦୋହଲି ୟାଏ ଓ ଛଳେି ଛୁଆଟିଏ କୁଦିଲା ଭଳି ଏହା ଦଖାୟୋଏ।

ଗୀତସଂହିତା 92:10
କିନ୍ତୁ ତୁମ୍ଭେ ମାେତେ ଶକ୍ତିଶାଳୀ କରିବ। ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ଯ ମୁଁ ଦୃଢ଼ ହବେି। ତୁମ୍ଭେ ମାେତେ ବିଶଷେ କାର୍ୟ୍ଯ ପାଇଁ ମନୋନୀତ କରିଛ। ତୁମ୍ଭେ ମାେତେ ନୂତନ ତୈଳରେ ଅଭିଷିକ୍ତ କରିଅଛ।

ଯିଶାଇୟ 34:7
ତେଣୁ ମଷେ, ବନ୍ଯ ଗୋରୁ, ବୃଷଭ ଏବଂ ୟୁବା ବୃଷଭ ଆସିବେ। ସମାନଙ୍କେ ରକ୍ତ ରେ ପରିପୂର୍ଣ୍ଣ ହବେ ଓ ସମାନଙ୍କେ ଚର୍ବି ରେ ଭୂମି ଆଚ୍ଛାଦିତ ହବେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்