Base Word
קַשְׂקֶשֶׂת
Short Definitiona scale (of a fish); hence a coat of mail (as composed of or covered with jointed plates of metal)
Long Definitionscale (of fish, water animals)
Derivationby reduplication from an unused root meaning to shale off as bark
International Phonetic Alphabetk’ɑɬ.k’ɛˈɬɛt̪
IPA modkɑs.kɛˈsɛt
Syllableqaśqeśet
Dictionkahs-keh-SET
Diction Modkahs-keh-SET
Usagemail, scale
Part of speechn-f

ଲେବୀୟ ପୁସ୍ତକ 11:9
ସମୁଦ୍ର ଓ ନଦୀ ରେ ବାସ କରୁଥିବା ଜଳଜନ୍ତୁ ମଧ୍ଯରୁ ଯାହାର ଡଣୋ ବା କାତି ଅଛି, ସଗେୁଡିକ ତୁମ୍ଭମାନେେ ଭୋଜନ କରିପାରିବ।

ଲେବୀୟ ପୁସ୍ତକ 11:10
ମାତ୍ର ସମୁଦ୍ର କିମ୍ବା ନଦୀ ରେ ବାସ କରୁଥିବା ଜଳଚର ପ୍ରାଣୀମାନଙ୍କ ମଧିଅରେ, ଯେଉଁମାନଙ୍କର ଡଣୋ ବା କାତି ନାହିଁ, ସମାନଙ୍କେୁ ତୁମ୍ଭେ ଭୋଜନ କରିବ ନାହିଁ।

ଲେବୀୟ ପୁସ୍ତକ 11:12
ଜଳଚରମାନଙ୍କ ମଧିଅରେ ଯେଉଁମାନଙ୍କର ଡଣୋ ଓ କାତି ନାହିଁ, ସହେି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣା ଯୋଗ୍ଯ।

ଦିତୀୟ ବିବରଣ 14:9
ତୁମ୍ଭମାନେେ କାତିଥିବା ବା ଡଣୋ ଥିବା ମାଛ ଖାଇପାରିବ।

ଦିତୀୟ ବିବରଣ 14:10
କିନ୍ତୁ ଜଳ ରେ ବାସ କରୁଥିବା ଜୀବ ଯେଉଁମାନଙ୍କର ଡଣୋ ବା କାତି ନାହିଁ, ସଗେକ୍ସ୍ଟଡିକ ଖାଅ ନାହିଁ, କାରଣ ସଗେକ୍ସ୍ଟଡିକ ତୁମ୍ଭମାନଙ୍କ ପାଇଁ ଅଶକ୍ସ୍ଟଚି ଅଟେ।

ପ୍ରଥମ ଶାମୁୟେଲ 17:5
ତା'ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତକ୍ସ୍ଟଲ୍ଯ ସାଞ୍ଜକ୍ସ୍ଟଆ ରେ ସଜ୍ଜିତ ଥିଲା। ସହେି ସାଞ୍ଜକ୍ସ୍ଟଆଟି ପାଞ୍ଚ ସହସ୍ର ଶକେଲ ଓଜନ ପିତ୍ତଳର ଥିଲା।

ଯିହିଜିକଲ 29:4
'ମାତ୍ର ମୁଁ ତୁମ୍ଭ ମାଢ଼ି ରେ ଅଙ୍କୁଶ ଦବେି ଓ ତୁମ୍ଭ ସୋର୍ତ ସମୂହର ମତ୍ସ୍ଯ ସକଳକୁ ତୁମ୍ଭ ଦହରେ କାତି ରେ ଲଗାଇବି। ଆଉ ସହେି ସୋର୍ତ ସମୂହ ମଧ୍ଯରୁ ତୁମ୍ଭକୁ ଓ ତୁମ୍ଭ କାତି ରେ ଲାଗିଥିବା ସମସ୍ତ ମତ୍ସ୍ଯଙ୍କୁ ବାହାର କରି ଉପରକୁ ଆଣିବା।

ଯିହିଜିକଲ 29:4
'ମାତ୍ର ମୁଁ ତୁମ୍ଭ ମାଢ଼ି ରେ ଅଙ୍କୁଶ ଦବେି ଓ ତୁମ୍ଭ ସୋର୍ତ ସମୂହର ମତ୍ସ୍ଯ ସକଳକୁ ତୁମ୍ଭ ଦହରେ କାତି ରେ ଲଗାଇବି। ଆଉ ସହେି ସୋର୍ତ ସମୂହ ମଧ୍ଯରୁ ତୁମ୍ଭକୁ ଓ ତୁମ୍ଭ କାତି ରେ ଲାଗିଥିବା ସମସ୍ତ ମତ୍ସ୍ଯଙ୍କୁ ବାହାର କରି ଉପରକୁ ଆଣିବା।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்