Base Word
קַשׁ
Short Definitionstraw (as dry)
Long Definitionstubble, chaff
Derivationfrom H7197
International Phonetic Alphabetk’ɑʃ
IPA modkɑʃ
Syllableqaš
Dictionkahsh
Diction Modkahsh
Usagestubble
Part of speechn-m

ଯାତ୍ରା ପୁସ୍ତକ 5:12
ତେଣୁ ଲୋକମାନେ ମିଶରର ଚାରିଆଡେ ବୁଲି ପାଳ ସଂଗ୍ରହ କଲେ।

ଯାତ୍ରା ପୁସ୍ତକ 15:7
ତୁମ୍ଭେ ନିଜର ଉତ୍କୃଷ୍ଟ ମହିମା ରେ, ନିଜର ପ୍ରତିକୂଳାଚାରୀମାନଙ୍କୁ ଧ୍ବଂସ କରିଛ। ତୁମ୍ଭେ ତୁମ୍ଭର କୋର୍ଧାଗ୍ନି ପଠାଅ। ତାହା ସମାନଙ୍କେୁ ନଡାପରି ଗ୍ରାସ କରେ।

ଆୟୁବ ପୁସ୍ତକ 13:25
ତୁମ୍ଭେ କ'ଣ ମାେତେ ଡ଼ରାଇବାକୁ ଚେଷ୍ଟା କରୁଛ ? ମୁଁ ଏକ ପାତ୍ର ଯାହାକି ପବନ ରେ ଉଡ଼ିୟାଏ। ତୁମ୍ଭେ କ'ଣ କୁଟାଖିଆ ପଛ ରେ ଗୋଡ଼ାଇବ ?

ଆୟୁବ ପୁସ୍ତକ 41:28
ତୀର ତାହାକୁ ଦଉଡ଼ାଇ ପା ରେ ନାହିଁ। ପଥର ଡ଼ଇେଁ ପଡ଼ି କୁଟା ପରି ଫରେିଆ ସେ।

ଆୟୁବ ପୁସ୍ତକ 41:29
ଯେତବେେଳେ ଗୋଟିଏ କାଠଗଡ଼ ତାକୁ ଆଘାତ କରେ, ସେ ଅନୁଭବ କରେ ଯେପରି ଏକ କୁଟା ତା' ଦହେ ରେ ଲାଗିଲା। ସେ ଅଟ୍ଟହାସ୍ଯ କରେ ଯେତବେେଳେ ଲୋକ ତାକୁ ବର୍ଚ୍ଛା ଫିଙ୍ଗନ୍ତି।

ଗୀତସଂହିତା 83:13
ମାରେ ପରମେଶ୍ବର ତୁମ୍ଭେ ସମାନଙ୍କେୁ ଘୂର୍ଣ୍ଣିବାଯୁ ଦ୍ବାରା ଗଛ ଉପୁଡ଼ିଲା ପରି ଏବଂ ବାଯୁ ସମ୍ମୁଖରେ କୁଟାପରି ଛୁନ୍ନଛତ୍ର କର।

ଯିଶାଇୟ 5:24
ସସହିସଲାକମାନଙ୍କ ପାଇଁ ମନ୍ଦଫଳ ଗଚ୍ଛିତ ରହିବ।ସସମାନଙ୍କର ପରବର୍ତ୍ତୀ ବଂଶଧର ସମ୍ପୂର୍ଣ୍ଣ ଭାବଲରସପାଛିସହାଇଯିଲବ,ସଯପରି ନଡ଼ା ଓ ଶୁଷ୍କପତ୍ର ଅଗ୍ନିସରସପାଡ଼ି ଭସ୍ମସହାଇୟାଏ।ସଯପରି ବୃକ୍ଷର ମୂଳ ସଢିୟାଇ ଧୂଳିସହାଇୟାଏଓ ପୁଷ୍ପ ଅଗ୍ନିସର ଭସ୍ମୀଭୂତସହାଇ ତା'ର ପାଉଁଶ ପବନସର ଉଡ଼ିୟାଏସସହିପରିସସମାନଙ୍କର ବଂଶଧର ଧ୍ବଂସ ପାଇଯିଲବ।

ଯିଶାଇୟ 33:11
ତୁମ୍ଭମାନେେ ତୁଷ ସଦୃଶ ଗର୍ଭଧାରଣ କରି ନଡ଼ା ପ୍ରସବ କରିବ। ତୁମ୍ଭମାନଙ୍କର ଅଗ୍ନିସଦୃଶ ଆତ୍ମା ତୁମ୍ଭମାନଙ୍କୁ ଗ୍ରାସ କରିବ।

ଯିଶାଇୟ 40:24
ସହେି ଶାସକଗଣ ରୋପିତ ବୃକ୍ଷ ସଦୃଶ। ସମାନଙ୍କେର ଚରେ ମାଟିକୁ ୟିବା ପୂର୍ବରୁ ପରମେଶ୍ବର ଚାରକୁ' ଫୁଙ୍କି ଦିଅନ୍ତି। ସେଥି ରେ ସେ ମରିୟାଇ ଶୁଷ୍କ ହାଇୟୋଏ। ଓ ଘୂର୍ଣ୍ଣିବାଯୁ ତାକୁ ନଡ଼ାପରି ଉଡ଼ାଇ ନିଏ।

ଯିଶାଇୟ 41:2
ସେ ଧର୍ମ ରେ ଯାହାକୁ ନିଜ ଚରଣ ନିକଟକୁ ଡ଼ାକନ୍ତି ଏପରି ଏକ ବ୍ଯକ୍ତି ଯକେି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି ? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖ ରେ ସମର୍ପି ଦିଅନ୍ତି ଓ ରାଜାମାନଙ୍କ ଉପ ରେ ତାହାକୁ କତ୍ତୃର୍ତ୍ବ କରାନ୍ତି। ସେ ଖଡ୍ଗଦ୍ବାରା ସହେି ଦେଶ ସମୂହକୁ ଧୂଳି ତୁଲ୍ଯ କରନ୍ତି ଓ ଧନୁ ସାହାୟ୍ଯ ରେ କୁଟାପରି ଉଡ଼ାଇ ଦିଅନ୍ତି।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்