Base Word
קֶרֶת
Short Definitiona city
Long Definitioncity, town
Derivationfrom H7136 in the sense of building
International Phonetic Alphabetk’ɛˈrɛt̪
IPA modkɛˈʁɛt
Syllableqeret
Dictionkeh-RET
Diction Modkeh-RET
Usagecity
Part of speechn-f

ଆୟୁବ ପୁସ୍ତକ 29:7
ସହେିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି। ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନ ରେ ଲୋକମାନେ ବସି ସଭା କରୁଥିଲେ।

ହିତୋପଦେଶ 8:3
ସେ ନଗରଦ୍ବାର ନିକଟରେ ଠିଆ ହୁଏ ଏବଂ ଡାକେ।

ହିତୋପଦେଶ 9:3
ସେ ଆପଣା ଦାସୀମାନଙ୍କୁ ପଠାଇ ଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡ଼ାକି କ ହେ,

ହିତୋପଦେଶ 9:14
ସେ ଆପଣା ଗୃହଦ୍ବାର ନିକଟରେ ଓ ନଗର ରେ ଉଚ୍ଚ ସ୍ଥାନ ରେ ଆସନ ପାରି ବସିବ।

ହିତୋପଦେଶ 11:11
ନିଷ୍ଠାପର ଲୋକମାନେ ଆଶୀର୍ବାଦ କରନ୍ତି ଯେତବେେଳେ ଗୋଟିଏ ନଗର ଉତ୍ପନ୍ନ ହୁଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର କଥାଗୁଡ଼ିକ ଏହାର ବିନାଶ ଆଣେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்