Base Word
קָרַע
Short Definitionto rend, literally or figuratively (revile, paint the eyes, as if enlarging them)
Long Definitionto tear, tear in pieces
Derivationa primitive root
International Phonetic Alphabetk’ɔːˈrɑʕ
IPA modkɑːˈʁɑʕ
Syllableqāraʿ
Dictionkaw-RA
Diction Modka-RA
Usagecut out, rend, × surely, tear
Part of speechv

ଆଦି ପୁସ୍ତକ 37:29
ରୂବନ୍େ ତା'ର ଭାଇମାନଙ୍କ ସହିତ ନଥିଲା, ଯେତବେେଳେ ସମାନେେ ଯୋଷଫେକୁ ବଣିକମାନଙ୍କ ମଧିଅରେ ବିକ୍ରୀ କରିଥିଲେ। ଯେତବେେଳେ ରୂବନ୍େ ଆସିଲା ଓ ଦେଖିଲା ଯେ ତା'ର ଭାଇ ଯୋଷଫେ ସହେି କୂପ ମଧିଅରେ ନଥିଲା। ସେ ଏତେ ବ୍ଯତିବ୍ଯସ୍ତ ହାଇେ ପଡ଼ିଲା ଯେ, ତା'ର ପୋଷାକ ସବୁ ଚିରି ପକାଇଲା।

ଆଦି ପୁସ୍ତକ 37:34
ଏହାର ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶଷେ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶାେକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ୟ୍ଯନ୍ତ ପୁତ୍ର ପାଇଁ ଶୋକ କଲେ।

ଆଦି ପୁସ୍ତକ 44:13
ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସମାନେେ ଦୁଃଖ ରେ ସମାନଙ୍କେର ପୋଷାକ ଚିରି ପକାଇଲେ। ସମାନେେ ସମାନଙ୍କେର ପଟଗୁଡ଼ିକ ଗଧ ପିଠି ରେ ପକାଇ ନଗରକୁ ଫରେିଲେ।

ଯାତ୍ରା ପୁସ୍ତକ 28:32
ଏହାର ମଧ୍ଯ ସ୍ଥଳ ରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ। ସାଞ୍ଚୁଆର ଗଳଦେଶ ନ୍ଯାଯ ସହେି ଛିଦ୍ରର ଚତୁର୍ଦ୍ଦିଗ ରେ ବୁଣା କର୍ମ ହବେ। ତହିଁରେ ତାହା ଛିଣ୍ଡି ୟିବ ନାହିଁ।

ଯାତ୍ରା ପୁସ୍ତକ 39:23
ଚୋଗାର ମଧ୍ଯ ସ୍ଥଳ ରେ ସାଞ୍ଚୁଆର ଗଳଦେଶ ନ୍ଯାଯ ଛିଦ୍ର ଥିଲା। ତାହା ଯେପରି ଛିଣ୍ଡି ନୟାଏ, ଏଥିପାଇଁ ସହେି ଗଳାର ଚାରିପାଖ ରେ ବୁଣା କର୍ମ ହାଇେଥିଲା।

ଲେବୀୟ ପୁସ୍ତକ 13:56
ମାତ୍ର ଧୂଆ ଗଲାପରେ ଯଦି ଯାଜକ ଦେଖିବ, ସହେି ଦାଗ ମଳିନ ହାଇେଥାଏ, ତବେେ ସେ ସହେି ବସ୍ତ୍ରରୁ କି ଚର୍ମରୁ ତାହା ଚିରି ପକାଇବ।

ଗଣନା ପୁସ୍ତକ 14:6
ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ଯରୁ ନୂନର ପୁତ୍ର ଯିହାଶୂେୟ ଓ ୟିଫୁନ୍ନିର ପୁତ୍ର କାଲେବ୍ ନିଜନିଜ ବସ୍ତ୍ର ଚିରିଲେ।

ଯିହୋଶୂୟ 7:6
ଯେତବେେଳେ ୟିହୋଶୂଯ ଏହା ଶୁଣିଲେ। ସେ ତାଙ୍କର ଦକ୍ସ୍ଟଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକକ୍ସ୍ଟ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନିକଟରେ ମଥାମାଡି ଭୂମିରେ ପଡି ରହିଲେ। ଯିହାଶୂେୟ ଇଶ୍ରାୟେଲର ନତେୃବର୍ଗଙ୍କ ସହିତ ସଠାେରେ ରହିଲେ, ଯେଉଁମାନେ ସନ୍ଧ୍ଯା ପର୍ୟ୍ଯନ୍ତ ଦକ୍ସ୍ଟଃଖ ଜଣାଇ ସମାନଙ୍କେର ମସ୍ତକରେ ଧୂଳି ଫିଙ୍ଗିଲେ।

ବିଚାରକର୍ତାମାନଙ୍କ ବିବରଣ 11:35
ଯେତବେେଳେ ୟିଲ୍ଗହ ଦେଖିଲେ ତାଙ୍କର କନ୍ଯା ଯେ କି ପ୍ରଥମେ ଗୃହରକ୍ସ୍ଟ ବାହାର ହାଇେ ତାଙ୍କୁ ଦଖାେ ଦେଲେ। ସେ ତାଙ୍କ ନିଜର ପିନ୍ଧାବସ୍ତ୍ର ଚିରି ଦେଲେ ଓ କହିଲେ, ହେ ମାରେ କନ୍ଯା! ତୁମ୍ଭେ ମାେତେ ଧ୍ବଂସ କରିଦଲେ। ତୁମ୍ଭେ ମାରେ ଦକ୍ସ୍ଟଃଖର କାରଣ ହେଲ, କାରଣ ମୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଆପଣା ମକ୍ସ୍ଟଖ ରେ ପ୍ରତିଜ୍ଞା କରିଛି ଏବଂ ମୁ ପ୍ରତିଜ୍ଞା ଫରୋଇ ନଇେପାରିବି ନାହିଁ।

ପ୍ରଥମ ଶାମୁୟେଲ 4:12
ସୈନ୍ଯମାନଙ୍କ ମଧ୍ଯରକ୍ସ୍ଟ ଜଣେ ବିନ୍ଯାମୀନିଯ ଲୋକ ୟକ୍ସ୍ଟଦ୍ଧଭୂମି ଛାଡି ଦଲୋ ଓ ସାରା ରାସ୍ତା ରେ ସିଯୋଲ ଆଡକକ୍ସ୍ଟ ଦୌଡିଲା। ତା'ର ବସ୍ତ୍ରଗକ୍ସ୍ଟଡିକ ଚିରିଗଲା ଏବଂ ତା'ର ମସ୍ତକରେ ମାଟି ଥିଲା। ସହେିଦିନ ସେ ସିଯୋଲ ରେ ପହଞ୍ଚିଲା

Occurences : 63

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்